ଆଫ୍ରିଦିଙ୍କ କାଶ୍ମୀର ମନ୍ତବ୍ୟକୁ ନେଇ ବିସିସିଆଇ ଖପା

ନୂଆଦିଲ୍ଲୀ: ପଞ୍ଜାବର ମୋହାଲିରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ ବେଳେ କାଶ୍ମୀରର ବହୁତ ଲୋକ ପାକିସ୍ତାନକୁ ସମର୍ଥନ କରିଥିଲେ ବୋଲି ଗତକାଲି ଶାହିଦ ଆଫ୍ରିଦି ଯେଉଁ ମନ୍ତବ୍ୟ ଦେଇଥିଲେ ତାହାକୁ ବୁଧବାର ଦୃଢ଼ ସମାଲୋଚନା କରିଛି ବିସିସିଆଇ। ବିସିସିଆଇ ସଚିବ ଅନୁରାଗ ଠାକୁର କହିଛନ୍ତି,“ରାଜନୈତିକ ଦୃଷ୍ଟି କୋଣରୁ ଆଫ୍ରିଦିଙ୍କ ମନ୍ତବ୍ୟ ଠିକ୍ ନୁହେଁ। ଜଣେ ଖେଳାଳି ଏସବୁ ପ୍ରସଙ୍ଗରୁ ଦୂରେଇ ରହିବା ଉଚିତ୍। ସେହିଭଳି ଏକ କାରଣରୁ ସେ ପୂର୍ବରୁ ପାକିସ୍ତାନୀଙ୍କ ଦ୍ୱାରା ସମାଲୋଚିତ ହୋଇ ସାରିଛନ୍ତି।” ଗତକାଲି […]

anurag-thakur

anurag-thakur

Rakesh Mallick
  • Published: Wednesday, 23 March 2016
  • Updated: 23 March 2016, 12:30 PM IST

[caption id="attachment_75362" align="alignleft" width="300"]anurag-thakur ବିସିସିଆଇ ସଚିବ ଅନୁରାଗ ଠାକୁର[/caption]

ନୂଆଦିଲ୍ଲୀ: ପଞ୍ଜାବର ମୋହାଲିରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ ବେଳେ କାଶ୍ମୀରର ବହୁତ ଲୋକ ପାକିସ୍ତାନକୁ ସମର୍ଥନ କରିଥିଲେ ବୋଲି ଗତକାଲି ଶାହିଦ ଆଫ୍ରିଦି ଯେଉଁ ମନ୍ତବ୍ୟ ଦେଇଥିଲେ ତାହାକୁ ବୁଧବାର ଦୃଢ଼ ସମାଲୋଚନା କରିଛି ବିସିସିଆଇ।

ବିସିସିଆଇ ସଚିବ ଅନୁରାଗ ଠାକୁର କହିଛନ୍ତି,“ରାଜନୈତିକ ଦୃଷ୍ଟି କୋଣରୁ ଆଫ୍ରିଦିଙ୍କ ମନ୍ତବ୍ୟ ଠିକ୍ ନୁହେଁ। ଜଣେ ଖେଳାଳି ଏସବୁ ପ୍ରସଙ୍ଗରୁ ଦୂରେଇ ରହିବା ଉଚିତ୍। ସେହିଭଳି ଏକ କାରଣରୁ ସେ ପୂର୍ବରୁ ପାକିସ୍ତାନୀଙ୍କ ଦ୍ୱାରା ସମାଲୋଚିତ ହୋଇ ସାରିଛନ୍ତି।”

ଗତକାଲି ମୋହାଲିରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଟସ୍ ପଡ଼ିବା ଅବସରରେ ଆଫ୍ରିଦି କହିଥିଲେ,“ଏଠି ବହୁତ ଲୋକ ହୋଇଛନ୍ତି। କାଶ୍ମୀରରୁ ମଧ୍ୟ ବହୁତ ଲୋକ ଆସିଛନ୍ତି। କୋଲକାତାବାସୀ ମଧ୍ୟ ତାଙ୍କ ଟିମ୍‌କୁ ବେଶ୍ ସମର୍ଥନ କରିଥିଲେ।”

ସୂଚନାଯୋଗ୍ୟ, ଏହା ପୂର୍ବରୁ ଆଫ୍ରିଦି କହିଥିଲେ ଯେ ପାକିସ୍ତାନ ଅପେକ୍ଷା ଭାରତୀୟମାନେ ତାଙ୍କୁ ଅଧିକ ଭଲ ପାଆନ୍ତି। ଏନେଇ ପାକିସ୍ତାନରେ ତାଙ୍କୁ କଡ଼ା ସମାଲୋଚନା କରାଯାଇଥିଲା।

ଗତକାଲି ପାକିସ୍ତାନ ୨୨ରନ୍‌ରେ ନ୍ୟୁଜିଲାଣ୍ଡଠାରୁ ହାରି ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story