ସଚିନଙ୍କ ଟ୍ୱିଟ୍‌ ପରେ ଚର୍ଚ୍ଚାରେ ଓଡ଼ିଆ ଭଲିବଲ ଖେଳାଳି ସିରିଶା: କହିଲେ ତେନ୍ଦୁଲକରଙ୍କ ଶୁଭେଚ୍ଛାରେ ରହିଛି ପ୍ରେରଣା

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସଚିନ ତେନ୍ଦୁଲକର ଟ୍ୱିଟରରେ ପ୍ରଶଂସା କରିବା ପରେ ଚର୍ଚ୍ଚାକୁ ଆସିଛନ୍ତି, ମାଲକାନଗିରିର ଭଲିବଲ ଖେଳାଳି ସିରିଶା କରମୀ। ସଚିନ ଟ୍ୱିଟ କରିଥିଲେ ଯେ, କ୍ରୀଡ଼ା ମାଧ୍ୟମରେ ମା&rsquo;, ଗାଁ, ରାଜ୍ୟ ଓ ଦେଶକୁ ଗର୍ବ ଗୌରବ ଆଣିବାକୁ ସିରିଶାଙ୍କ ଉଦ୍ୟମ ପ୍ରଶଂସ ଯୋଗ୍ୟ। ସଚିନଙ୍କ ଏପରି ପ୍ରଶଂସାରେ ବହୁତ ଖୁସି ହୋଇଛନ୍ତି ସିରିସା।&nbsp; ସଚିନଙ୍କ ଶୁଭେଚ୍ଛା ତାଙ୍କୁ ଭଲ ଖେଳିବାକୁ ପ୍ରେରଣା ଦେବ ବୋଲି କହିଛନ୍ତି ସିରିଶା।</p> <p>&amp;nbsp;</p>

Ordigital Desk
  • Published: Wednesday, 11 October 2017
  • Updated: 11 October 2017, 04:40 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସଚିନ ତେନ୍ଦୁଲକର ଟ୍ୱିଟରରେ ପ୍ରଶଂସା କରିବା ପରେ ଚର୍ଚ୍ଚାକୁ ଆସିଛନ୍ତି, ମାଲକାନଗିରିର ଭଲିବଲ ଖେଳାଳି ସିରିଶା କରମୀ। ସଚିନ ଟ୍ୱିଟ କରିଥିଲେ ଯେ, କ୍ରୀଡ଼ା ମାଧ୍ୟମରେ ମା&rsquo;, ଗାଁ, ରାଜ୍ୟ ଓ ଦେଶକୁ ଗର୍ବ ଗୌରବ ଆଣିବାକୁ ସିରିଶାଙ୍କ ଉଦ୍ୟମ ପ୍ରଶଂସ ଯୋଗ୍ୟ। ସଚିନଙ୍କ ଏପରି ପ୍ରଶଂସାରେ ବହୁତ ଖୁସି ହୋଇଛନ୍ତି ସିରିସା।&nbsp; ସଚିନଙ୍କ ଶୁଭେଚ୍ଛା ତାଙ୍କୁ ଭଲ ଖେଳିବାକୁ ପ୍ରେରଣା ଦେବ ବୋଲି କହିଛନ୍ତି ସିରିଶା।</p><p>&amp;nbsp;</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos