ଭାରତ-ପାକିସ୍ତାନ ମାମଲାରେ ହସ୍ତକ୍ଷେପ କରିବନି ଆଇସିସି

କରାଚୀ: ଆଇସିସି ଚାହୁଁଛି ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ କ୍ରିକେଟ୍ ସିରିଜ୍ ହେଉ। କିନ୍ତୁ ଏହି ଦୁଇ ଦେଶର ମାମଲାରେ ଆଇସିସି ମୁଣ୍ଡ ଖେଳାଇବ ନାହିଁ। ଏ କଥା କହିଛନ୍ତି ଆଇସିସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡେବ୍ ରିଚାର୍ଡସନ୍। ସେ କହିଛନ୍ତି, ବିଶ୍ୱ କ୍ରିକେଟ୍ ପାଇଁ ଭାରତ-ପାକିସ୍ତାନ ମଧ୍ୟରେ ନିୟମିତ ଦ୍ୱିପାକ୍ଷିକ ସିରିଜ୍ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଆଇସିସିକୁ ଜଣା। କିନ୍ତୁ ଦୁଃଖର ବିଷୟ ଆଇସିସି ଏହି ଦୁଇ ଦେଶ ମାମଲା ମଧ୍ୟରେ ହସ୍ତେକ୍ଷପ କରି ପାରିବ ନାହିଁ। କାରଣ […]

icc

icc

Rakesh Mallick
  • Published: Friday, 05 June 2015
  • Updated: 05 June 2015, 05:29 PM IST

Sports

Latest News

କରାଚୀ: ଆଇସିସି ଚାହୁଁଛି ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ କ୍ରିକେଟ୍ ସିରିଜ୍ ହେଉ। କିନ୍ତୁ ଏହି ଦୁଇ ଦେଶର ମାମଲାରେ ଆଇସିସି ମୁଣ୍ଡ ଖେଳାଇବ ନାହିଁ। ଏ କଥା କହିଛନ୍ତି ଆଇସିସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡେବ୍ ରିଚାର୍ଡସନ୍।

ସେ କହିଛନ୍ତି, ବିଶ୍ୱ କ୍ରିକେଟ୍ ପାଇଁ ଭାରତ-ପାକିସ୍ତାନ ମଧ୍ୟରେ ନିୟମିତ ଦ୍ୱିପାକ୍ଷିକ ସିରିଜ୍ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଆଇସିସିକୁ ଜଣା। କିନ୍ତୁ ଦୁଃଖର ବିଷୟ ଆଇସିସି ଏହି ଦୁଇ ଦେଶ ମାମଲା ମଧ୍ୟରେ ହସ୍ତେକ୍ଷପ କରି ପାରିବ ନାହିଁ। କାରଣ ଏହା ସଂପୂର୍ଣ୍ଣ ଭାବେ ଦୁଇ ଦେଶର କ୍ରିକେଟ୍ ବୋର୍ଡ ମଧ୍ୟର ମାମଲା।

ସେ ଆହୁରି ମଧ୍ୟ କହିଥିଲେ, ଭାରତ-ପାକିସ୍ତାନ ମ୍ୟାଚ୍ ସଦାବେଳେ ରୋଚକ ହୋଇଥାଏ। ଦର୍ଶକମାନେ ଏହାକୁ ଉତ୍କଣ୍ଠାର ସହିତ ଦେଖନ୍ତି। ଏପରିକି ଆଇସିସି ଦ୍ୱାରା ଆୟୋଜିତ ମ୍ୟାଚ୍ ଗୁଡ଼ିକରେ ପାକିସ୍ତାନ-ଭାରତ ମ୍ୟାଚ ନେଇ ଏକ ଭିନ୍ନ ପ୍ରକାର ଉତ୍କଣ୍ଠା ଦେଖିବାକୁ ମିଳିଥାଏ।

ସୂଚନାଯୋଗ୍ୟ, କିଛି ସପ୍ତାହ ତଳେ ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ଭାରତ ଆସିଥିଲେ। ସେ ବସିସିଆଇ ଅଧ୍ୟକ୍ଷ ଜଗମୋହନ ଡାଲମିଆଁ ଓ ସଂପାଦକ ଅନୁରାଗ ଠାକୁରଙ୍କ ସହିତ ଆଲୋଚନା କରିଥିଲେ ନିରପେକ୍ଷ ସ୍ଥାନରେ ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ ସିରିଜ୍ ନେଇ। ତେବେ ଏହା ସଂପୂର୍ଣ୍ଣ ଭାବେ ଭାରତ ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଥିଲା। ଆଉ ଏହା ଏବେବି ଭାରତ ସରକାରଙ୍କ ବିଚାରାଧୀନ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story