ଭାରତୀୟ ତୀରନ୍ଦାଜ ଦଳକୁ ଭିସା ଦେଲାନି ଆମେରିକା

ନୂଆଦିଲ୍ଲୀ: ଆମେରିକାରେ ହେବାକୁ ଥିବା ବିଶ୍ୱ ଯୁବ ତୀରନ୍ଦାଜ ଚାମ୍ପିଅନସିପରୁ ଓହରି ଯିବାକୁ ନିଷ୍ପତ୍ତି ନେଇଛି ଭାରତୀୟ ତୀରନ୍ଦାଜ ସଂଘ। କାରଣ ଏହି ଚାମ୍ପିଅନସିପରେ ଭାଗ ନେବାକୁ ଯାଉଥିବା ୩୧ ଜଣ ସଦସ୍ୟ ବିଶିଷ୍ଟ ଦଳରୁ କୋଚଙ୍କ ସମେତ ୨୧ ଜଣଙ୍କୁ ଭିସା ଦେବାକୁ ମନା କରି ଦେଇଛି ଆମେରିକା। ଆମେରିକାର ୟାଙ୍କଟୋନ ଠାରେ ଜୁନ୍ ୮ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଚାମ୍ପିଅନସିପ୍ ପାଇଁ ୨୦ ବର୍ଷରୁ କମ୍ ପୁଅ, ଝିଅ […]

archery

archery

Rakesh Mallick
  • Published: Friday, 05 June 2015
  • Updated: 05 June 2015, 04:37 PM IST

Sports

Latest News

ନୂଆଦିଲ୍ଲୀ: ଆମେରିକାରେ ହେବାକୁ ଥିବା ବିଶ୍ୱ ଯୁବ ତୀରନ୍ଦାଜ ଚାମ୍ପିଅନସିପରୁ ଓହରି ଯିବାକୁ ନିଷ୍ପତ୍ତି ନେଇଛି ଭାରତୀୟ ତୀରନ୍ଦାଜ ସଂଘ। କାରଣ ଏହି ଚାମ୍ପିଅନସିପରେ ଭାଗ ନେବାକୁ ଯାଉଥିବା ୩୧ ଜଣ ସଦସ୍ୟ ବିଶିଷ୍ଟ ଦଳରୁ କୋଚଙ୍କ ସମେତ ୨୧ ଜଣଙ୍କୁ ଭିସା ଦେବାକୁ ମନା କରି ଦେଇଛି ଆମେରିକା।

ଆମେରିକାର ୟାଙ୍କଟୋନ ଠାରେ ଜୁନ୍ ୮ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଚାମ୍ପିଅନସିପ୍ ପାଇଁ ୨୦ ବର୍ଷରୁ କମ୍ ପୁଅ, ଝିଅ ଓ ଜୁନିଅର ତୀରନ୍ଦାଜମାନଙ୍କୁ ନେଇ ଗଠିତ ଭାରତୀୟ ଦଳ ଆସନ୍ତାକାଲି (ଶନିବାର) ଦିଲ୍ଲୀ ଛାଡ଼ି ଥାଆନ୍ତା। କିନ୍ତୁ ଆମେରିକାର ଦୂତାବାସ ପକ୍ଷରୁ ମାତ୍ର ୭ ଜଣଙ୍କୁ ଭିସା ଦିଆଗଲା। ପୁଣି ସେମାନଙ୍କ ମଧ୍ୟରୁ ଦୁଇ ଜଣ କୋଚ୍ ହୋଇଥିବା ବେଳେ  ଆଉ ଜଣେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ଅଧିକାରୀ। ଅନ୍ୟ ୨୦ ଜଣଙ୍କ ଆବେଦନକୁ ଅଗ୍ରାହ୍ୟ କରି ଦିଆଗଲା। ଏମିତିକି କୋଚ ଚା ୱମ୍ ଲିମଙ୍କୁ ମଧ୍ୟ ଭିସା ଦିଆଗଲାନି। ଏହି ୨୧ ଜଣ ଆମେରିକା ଗଲେ ଆଉ ଫେରିବେ ନାହିଁ ବୋଲି ଆଶଙ୍କା କରି ଭିସା ଦିଆଗଲାନି ବୋଲି କହିଛନ୍ତି ଭାରତୀୟ ତୀରନ୍ଦାଜ ସଂଘର କୋଷାଧ୍ୟକ୍ଷ ବୀରେନ୍ଦ୍ର ସଚଦେବା।

ସେ କହିଛନ୍ତି ଯେ ଏହା ଏକ ଦୁଃଖଦ ଓ ଆଶ୍ଚର୍ଯ୍ୟଜନକ ଘଟଣା। ଭାରତ ସରକାରଙ୍କ ଅନୁମତି ଓ ଆମେରିକା ତୀରନ୍ଦାଜ ସଂଘର ଆମନ୍ତ୍ରଣ ସତ୍ତ୍ୱେ ଭିସା ଦିଆଗଲା ନାହିଁ। ଏନେଇ ସଂଘ ପକ୍ଷରୁ ବୈଦେଶିକ ମନ୍ତ୍ରଣାଳୟ ଓ କ୍ରୀଡ଼ା ମନ୍ତ୍ରଣାଳୟକୁ ଅନୁରୋଧ କରାଯାଇଥିଲା। କିନ୍ତୁ କିଛି ଲାଭ ହେଲାନି। ଅନ୍ୟପକ୍ଷେର ଆମେରିକାର ତୀରନ୍ଦାଜ ସଂଘର ପରାମର୍ଶକ୍ରମେ ଆଉ ଥରେ ଆବେଦନ କରାଯାଇଛି। କିନ୍ତୁ ଆସନ୍ତାକାଲି ସୁଦ୍ଧା ଭିସା ମିଳିବା ନେଇ ସଚଦେବା ଆଶଙ୍କା ପ୍ରକଟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story