ମିଲର୍‌ଙ୍କୁ ପ୍ୟାଭିଲିୟନ୍ ପଠାଇଲେ ଚହଲ୍

ସାଉଥହମ୍ପଟନ୍: ଏଠାରେ ଚାଲିଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ବିଶ୍ୱକପ୍ ମ୍ୟାଚରେ ଭାରତ ଫ୍ରଣ୍ଟଫୁଟରେ ରହିଛି। ଦକ୍ଷିଣ ଆଫ୍ରିକାର ଦୁଇ ଓପ୍ନର ହାଶିମ୍ ଆମଲା (୬) ଓ କ୍ୱିଣ୍ଟନ୍ ଡି’କକ୍ (୧୦)ଙ୍କୁ ଆଉଟ୍ କରି ଯଶପ୍ରୀତ ବୁମ୍ରା ଭାରତକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ। କିନ୍ତୁ ଏହା ପରେ ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍ ଡ୍ୟୁପ୍ଲେସିସ୍ ଓ ଭାନ୍ ଡର୍ ଡୁସେନ୍ ସ୍ଥିତି ସମ୍ଭାଳିଥିଲେ । ଦୁହେଁ ତୃତୀୟ ୱିକେଟ୍ ପାଇଁ ଅର୍ଦ୍ଧଶତକୀୟ (୫୪) ଭାଗୀଦାରୀ ଟିମ୍ ଦକ୍ଷିଣ […]

chahal

chahal

Hemant Lenka
  • Published: Wednesday, 05 June 2019
  • Updated: 05 June 2019, 05:55 PM IST

Sports

Latest News

ସାଉଥହମ୍ପଟନ୍: ଏଠାରେ ଚାଲିଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ବିଶ୍ୱକପ୍ ମ୍ୟାଚରେ ଭାରତ ଫ୍ରଣ୍ଟଫୁଟରେ ରହିଛି। ଦକ୍ଷିଣ ଆଫ୍ରିକାର ଦୁଇ ଓପ୍ନର ହାଶିମ୍ ଆମଲା (୬) ଓ କ୍ୱିଣ୍ଟନ୍ ଡି'କକ୍ (୧୦)ଙ୍କୁ ଆଉଟ୍ କରି ଯଶପ୍ରୀତ ବୁମ୍ରା ଭାରତକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ।

କିନ୍ତୁ ଏହା ପରେ ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍ ଡ୍ୟୁପ୍ଲେସିସ୍ ଓ ଭାନ୍ ଡର୍ ଡୁସେନ୍ ସ୍ଥିତି ସମ୍ଭାଳିଥିଲେ । ଦୁହେଁ ତୃତୀୟ ୱିକେଟ୍ ପାଇଁ ଅର୍ଦ୍ଧଶତକୀୟ (୫୪) ଭାଗୀଦାରୀ ଟିମ୍ ଦକ୍ଷିଣ ଆଫ୍ରିକାକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। ଦୁହିଁଙ୍କୁ ସେଟ୍ ହେବା ଦେଖି ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ବୋଲିଂରେ ପରିବର୍ତ୍ତନ କରି ୟୁଜବେନ୍ଦ୍ର ଚହଲଙ୍କୁ ଆଣିଥିଲେ।

ଚହଲ୍ ନିଜର ଦ୍ୱିତୀୟ ଓଭରରେ ଲଗାତାର ଦୁଇ ୱିକେଟ୍ ନେଇ ଭାରତକୁ ପୁଣିଥରେ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରାଇଥିଲେ। ଦକ୍ଷିଣ ଆଫ୍ରିକା ସ୍କୋର ୭୮ ଥିବା ବେଳେ ଚହଲ୍ ଉଭୟ ସେଟ୍ ବ୍ୟାଟ୍ସମ୍ୟାନ୍ ଡ୍ୟୁପ୍ଲେସିସ୍ ଓ ଡୁସେନଙ୍କୁ କ୍ଲିନ୍ ବୋଲ୍ଡ କରିଥିଲେ । ଡ୍ୟୁପ୍ଲେସିସ୍ ୩୮ ଓ ଡୁସେନ୍ ୨୨ ରନ୍ କରି ଆଉଟ୍ ହୋଇଛନ୍ତି।

ଏହା ପରେ ଚାଇନାମ୍ୟାନ୍ ସ୍ପିନର କୁଲଦୀପ ଯାଦବ ନିଜର ପ୍ରଥମ ବିଶ୍ୱକପ୍ ସଫଳତା ହାସଲ କରିଥିଲେ। ସେ ଦକ୍ଷିଣ ଆଫ୍ରିକାର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍  ଜେପି ଡୁମିନିଙ୍କୁ ଏଲବିଡବଲ୍ୟୁ କରି ଭାରତକୁ ପଞ୍ଚମ ସଫଳତା ଦେଇଥିଲେ। ଏହିପରି ଭାବେ ଦକ୍ଷିଣ ଆଫ୍ରିକା ୨୩ ଓଭରରେ ୫ ୱିକେଟ୍ ହରାଇ ୮୯ ରନ୍ କରିଛି।

ଡୁମିନିଙ୍କ ଆଉଟ୍ ପରେ ଡେଭିଡ୍ ମିଲର୍ ଓ ଆଣ୍ଡିଲେ ଫେଲୁକୱାୟୋ ସ୍ଥିତି ସମ୍ଭାଳି ନେଇଥିଲେ। କିନ୍ତୁ ଏହି ସେଟ୍ ଯୋଡ଼ିକୁ ମଧ୍ୟ ଚହଲ୍ ଭାଙ୍ଗିବାରେ ସଫଳ ହୋଇଛନ୍ତି। ମିଲର୍ ୩୧ ରନ୍ କରିଥିବା ବେଳେ ଚହଲଙ୍କ ବଲରେ କଟ୍ ଆଣ୍ଡ ବୋଲ୍ଡ ହୋଇଥିଲେ। ଚହଲ୍ ନିଜର ସ୍ପିନ୍ ଯାଦୁ ଜାରି ରଖି ଅନ୍ୟତମ ସେଟ୍‌ ବ୍ୟାଟ୍ସମ୍ୟାନ୍ ଫେଲୁକୱାୟୋଙ୍କୁ ମଧ୍ୟ ପ୍ୟାଭିଲିୟନ୍ ପଠାଇଥିଲେ। ଫେଲୁକୱାୟୋ ୩୪ ରନ୍ କରିବାକୁ ସକ୍ଷମ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story