କରୋନା ପ୍ରଭାବ: ଶ୍ରୀଲଙ୍କା ଗସ୍ତ ସ୍ଥଗିତ କଲା ଦକ୍ଷିଣ ଆଫ୍ରିକା

ଜୋହାନସବର୍ଗ: ମହାମାରୀ କରୋନାଭାଇରସ୍ ଯୋଗୁ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମ୍ ଜୁନ୍ ମାସରେ ହେବାକୁଥିବା ଶ୍ରୀଲଙ୍କା ଗସ୍ତକୁ ସ୍ଥଗିତ କରିଦେଇଛି। ଜୁନର ପ୍ରଥମ ଭାଗରେ ଦକ୍ଷିଣ ଆଫ୍ରିକା ଟିମକୁ ଶ୍ରୀଲଙ୍କା ଗସ୍ତରେ ତିନୋଟି ଦିନିକିଆ ଏବଂ ତିନୋଟି ଟି-୨୦ ମ୍ୟାଚ୍ ଖେଳିବାର ଥିଲା। ଏ ନେଇ କ୍ରିକେଟ୍ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ)ର ମୁଖ୍ୟ କାର୍ଯ୍ୟକାରୀ ଜ୍ୟାକ୍ ଫାଉଲ୍ କହିଛନ୍ତି, “ଲକଡାଉନ୍ ଯୋଗୁ ଆମ ଟିମ୍ ଠିକ୍ ଭାବେ ପ୍ରସ୍ତୁତି କରିପାରି ନାହିଁ । ଏହାଛଡ଼ା ସର୍ବୋପରି ଖେଳାଳିଙ୍କ […]

saf

saf

Ranjit Kumar Jena
  • Published: Monday, 20 April 2020
  • Updated: 20 April 2020, 05:35 PM IST

ଜୋହାନସବର୍ଗ: ମହାମାରୀ କରୋନାଭାଇରସ୍ ଯୋଗୁ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମ୍ ଜୁନ୍ ମାସରେ ହେବାକୁଥିବା ଶ୍ରୀଲଙ୍କା ଗସ୍ତକୁ ସ୍ଥଗିତ କରିଦେଇଛି। ଜୁନର ପ୍ରଥମ ଭାଗରେ ଦକ୍ଷିଣ ଆଫ୍ରିକା ଟିମକୁ ଶ୍ରୀଲଙ୍କା ଗସ୍ତରେ ତିନୋଟି ଦିନିକିଆ ଏବଂ ତିନୋଟି ଟି-୨୦ ମ୍ୟାଚ୍ ଖେଳିବାର ଥିଲା।

ଏ ନେଇ କ୍ରିକେଟ୍ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ)ର ମୁଖ୍ୟ କାର୍ଯ୍ୟକାରୀ ଜ୍ୟାକ୍ ଫାଉଲ୍ କହିଛନ୍ତି, "ଲକଡାଉନ୍ ଯୋଗୁ ଆମ ଟିମ୍ ଠିକ୍ ଭାବେ ପ୍ରସ୍ତୁତି କରିପାରି ନାହିଁ । ଏହାଛଡ଼ା ସର୍ବୋପରି ଖେଳାଳିଙ୍କ ସ୍ୱାସ୍ଥ୍ୟ ଆମର ମୁଖ୍ୟ ପ୍ରାଥମିକତା। ଏହି କାରଣରୁ ଆମେ ଶ୍ରୀଲଙ୍କା ଗସ୍ତକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଲୁ। ଆମେ ଶୀଘ୍ର ଏହି ଗସ୍ତ ପାଇଁ ନୂଆ ତାରିଖର ଘୋଷଣା କରିବୁ। ଲକଡାଉନର ପ୍ରଭାବ ଚଳିତ ବର୍ଷ ଶେଷଭାଗରେ ଅଷ୍ଟ୍ରେଲିଆରେ ହେବାକୁଥିବା ଟି-୨୦ ବିଶ୍ୱକପର ପ୍ରସ୍ତୁତି ଉପରେ ମଧ୍ୟ ପକାଇବ।

ଶ୍ରୀଲଙ୍କା ଗସ୍ତ ଟି-୨୦ ବିଶ୍ୱକପ୍ ପ୍ରସ୍ତୁତି ପାଇଁ ଭଲ ସୁଯୋଗ ଥିଲା, କିନ୍ତୁ ଏହି ଗସ୍ତ ଏବେ ବାତିଲ୍ ହେବା ନିଶ୍ଚିତ ଭାବେ ନୈରାଶ୍ୟଜନକ।" ସୂଚନାଯୋଗ୍ୟ, ଶ୍ରୀଲଙ୍କା ଗସ୍ତ ପରେ ଦକ୍ଷିଣ ଆଫ୍ରିକା ଜୁଲାଇ-ଅଗଷ୍ଟରେ ୱେଷ୍ଟଇଣ୍ଡିଜ୍ ଗସ୍ତ କରିବାର କାର୍ଯ୍ୟକ୍ରମ ଅଛି। ଇଣ୍ଡିଜ୍ ଗସ୍ତରେ ଦକ୍ଷିଣ ଆଫ୍ରିକା ଟିମ୍ ଦୁଇଟି ଟେଷ୍ଟ ଏବଂ ୫ଟି ଟି-୨୦ ମ୍ୟାଚ୍ ଖେଳିବ। ଏବେ ଦକ୍ଷିଣ ଆଫ୍ରିକା ଟିମ୍ ଇଣ୍ଡିଜ୍ ଗସ୍ତ କରିବ ନାହିଁ, ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story