କ୍ରିକେଟ୍ ଅଷ୍ଟ୍ରେଲିଆର କେନ୍ଦ୍ରୀୟ ଚୁକ୍ତିରୁ ଖ୍ୱାଜା ଆଉଟ୍‌

ମେଲବର୍ଣ୍ଣ: କ୍ରିକେଟ୍ ଅଷ୍ଟ୍ରେଲିଆ ତା’ର କେନ୍ଦ୍ରୀୟ ଚୁକ୍ତିପ୍ରାପ୍ତ ଖେଳାଳିଙ୍କ ତାଲିକା ପ୍ରକାଶିତ କରିଛି। ଏହି ତାଲିକାରୁ ସିନିୟର ବ୍ୟାଟ୍ସମ୍ୟାନ୍ ଉସମାନ୍ ଖ୍ୱାଜା ଓ ଶନ୍ ମାର୍ଶଙ୍କୁ ବାଦ୍ ଦିଆଯାଇଛି। ସେହିପରି ଅଲରାଉଣ୍ଡର ମିଚେଲ୍ ମାର୍ଶଙ୍କୁ ଏହି ୨୦ଜଣିଆ କେନ୍ଦ୍ରୀୟ ଚୁକ୍ତିରେ ସାମିଲ୍ କରାଯାଇଛି। ତେବେ ଯୁବ ବ୍ୟାଟ୍ସମ୍ୟାନ୍ ମାର୍ନସ୍ ଲାବୁଶେନ୍ ଓ ଜୋ ବର୍ନସଙ୍କ ସମେତ ୬ ନୂଆ ଖେଳାଳିଙ୍କୁ ଏହି ତାଲିକାରେ ସ୍ଥାନ ମିଳିଛି। କୋଭିଡ୍‌-୧୯ ମହାମାରୀ ଯୋଗୁ ଏହି ତାଲିକା ନିର୍ଦ୍ଧାରିତ ସମୟ ପରେ […]

usman

usman

Ranjit Kumar Jena
  • Published: Thursday, 30 April 2020
  • Updated: 30 April 2020, 06:36 PM IST

Sports

Latest News

ମେଲବର୍ଣ୍ଣ: କ୍ରିକେଟ୍ ଅଷ୍ଟ୍ରେଲିଆ ତା'ର କେନ୍ଦ୍ରୀୟ ଚୁକ୍ତିପ୍ରାପ୍ତ ଖେଳାଳିଙ୍କ ତାଲିକା ପ୍ରକାଶିତ କରିଛି। ଏହି ତାଲିକାରୁ ସିନିୟର ବ୍ୟାଟ୍ସମ୍ୟାନ୍ ଉସମାନ୍ ଖ୍ୱାଜା ଓ ଶନ୍ ମାର୍ଶଙ୍କୁ ବାଦ୍ ଦିଆଯାଇଛି। ସେହିପରି ଅଲରାଉଣ୍ଡର ମିଚେଲ୍ ମାର୍ଶଙ୍କୁ ଏହି ୨୦ଜଣିଆ କେନ୍ଦ୍ରୀୟ ଚୁକ୍ତିରେ ସାମିଲ୍ କରାଯାଇଛି। ତେବେ ଯୁବ ବ୍ୟାଟ୍ସମ୍ୟାନ୍ ମାର୍ନସ୍ ଲାବୁଶେନ୍ ଓ ଜୋ ବର୍ନସଙ୍କ ସମେତ ୬ ନୂଆ ଖେଳାଳିଙ୍କୁ ଏହି ତାଲିକାରେ ସ୍ଥାନ ମିଳିଛି। କୋଭିଡ୍‌-୧୯ ମହାମାରୀ ଯୋଗୁ ଏହି ତାଲିକା ନିର୍ଦ୍ଧାରିତ ସମୟ ପରେ ଜାରି କରାଯାଇଛି।

ଏହି ତାଲିକା ୨୦୨୦-୨୧ ସିଜନ୍ ପାଇଁ କରାଯାଇଛି, ଯେଉଁଥିରେ ୬ ନୂଆ ଖେଳାଳି ଭାବେ ମିଚେଲ୍ ମାର୍ଶ, ଆଷ୍ଟନ୍ ଆଗର, ବର୍ନସ, ଲାବୁଶେନ୍‌, କେନ୍ ରିଚାର୍ଡସନ୍ ଓ ମାଥ୍ୟୁ ୱେଡଙ୍କୁ ସାମିଲ୍ କରାଯାଇଛି। ଲାବୁଶେନ୍ ଅଷ୍ଟ୍ରେଲିଆ ପକ୍ଷରୁ ୨୦୧୮ରେ ଟେଷ୍ଟ ପଦାର୍ପଣ କରିଥିଲେ ଏବଂ ସେ ଆଇସିସି ରାଙ୍କିଙ୍ଗର ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି। ସେ ଏପର୍ଯ୍ୟନ୍ତ ୧୪ ଟେଷ୍ଟ ଖେଳି ୬୩ ହାରରେ ୧୪୫୯ ରନ୍ କରିଛନ୍ତି। ଏହି ତାଲିକାରୁ କିଛି ଷ୍ଟାର୍ ଖେଳାଳି ଯଥା ପିଟର୍ ହ୍ୟାଣ୍ଡସ୍କମ୍ବ, ମାର୍କସ୍ ଷ୍ଟୋଇନିସ୍‌, ନେଥନ୍ କୁଲ୍ଟର-ନାଇଲ୍ ଏବଂ ମାର୍କସ୍ ହାରିସଙ୍କୁ ବାଦ୍ ଦିଆଯାଇଛି।

ଚୁକ୍ତିପ୍ରାପ୍ତ ଅଷ୍ଟ୍ରେଲିଆ ଖେଳାଳି: ଆଷ୍ଟନ୍ ଆଗର, ଜୋ ବର୍ନସ୍‌, ଆଲେକ୍ସ କ୍ୟାରୀ, ପ୍ୟାଟ୍ କମିନ୍ସ, ଆରୋନ୍ ଫିଞ୍ଚ୍‌, ଜୋଶ୍ ହେଜଲଉଡ୍‌, ଟ୍ରାଭିସ୍ ହେଡ୍‌, ମାର୍ନସ୍ ଲାବୁଶେନ୍‌, ନେଥନ୍ ଲାୟନ୍‌, ମିଚେଲ୍ ମାର୍ଶ, ଗ୍ଲେନ୍ ମ୍ୟାକ୍ସୱେଲ୍‌, ଟିମ୍ ପେନ୍‌, ଜେମ୍ସ ପାଟିନସନ୍‌, ଝାଇ ରିଚାର୍ଡସନ୍‌, କେନ୍ ରିଚାର୍ଡସନ୍‌, ଷ୍ଟିଭ୍ ସ୍ମିଥ୍‌, ମିଚେଲ୍ ଷ୍ଟାର୍କ, ମାଥ୍ୟୁ ୱେଡ୍‌, ଡେଭିଡ୍ ୱାର୍ଣ୍ଣର୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story