ତାଲିବାନକୁ ସମର୍ଥନ କରି ଅଡୁଆରେ ଆଫ୍ରିଦି

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ପୂରା ଦଖଲ କରି ନେଇଛି ତାଲିବାନ। ଏହାପରେ କିଛି ଦେଶ ତାଲିବାନକୁ ସମର୍ଥନ କରିଛନ୍ତି। ସେଥିମଧ୍ୟରୁ ପାକିସ୍ତାନ ଜଣେ। ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦି ତାଲିବାନକୁ ସମର୍ଥନ କରିଛନ୍ତି। ନିକଟରେ ତାଲିବାନର କାର୍ଯ୍ୟକଳାପକୁ ପ୍ରଶଂସା ମଧ୍ୟ କରିଛନ୍ତି ଆଫ୍ରିଦି। ଏହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଏବେ ଆଫ୍ରିଦିଙ୍କୁ କଡା ଜବାବା ଦେଇଛି କଂଗ୍ରେସ। ରାଜ୍ୟସଭା ସାଂସଦ ଅଭିଷେକ ମାନୁ ସିଙ୍ଘଭି ତାଙ୍କୁ କଡା ଭାଷାରେ ଭର୍ତ୍ସନା କରିଛନ୍ତି। ସାଂସଦ ଆଫ୍ରିଦିଙ୍କୁ ଇଙ୍ଗିତ […]

shahid afridi

shahid afridi

Madhupriya Mistry
  • Published: Tuesday, 31 August 2021
  • Updated: 31 August 2021, 03:35 PM IST

Sports

Latest News

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ପୂରା ଦଖଲ କରି ନେଇଛି ତାଲିବାନ। ଏହାପରେ କିଛି ଦେଶ ତାଲିବାନକୁ ସମର୍ଥନ କରିଛନ୍ତି। ସେଥିମଧ୍ୟରୁ ପାକିସ୍ତାନ ଜଣେ। ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦି ତାଲିବାନକୁ ସମର୍ଥନ କରିଛନ୍ତି। ନିକଟରେ ତାଲିବାନର କାର୍ଯ୍ୟକଳାପକୁ ପ୍ରଶଂସା ମଧ୍ୟ କରିଛନ୍ତି ଆଫ୍ରିଦି। ଏହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଏବେ ଆଫ୍ରିଦିଙ୍କୁ କଡା ଜବାବା ଦେଇଛି କଂଗ୍ରେସ।

ରାଜ୍ୟସଭା ସାଂସଦ ଅଭିଷେକ ମାନୁ ସିଙ୍ଘଭି ତାଙ୍କୁ କଡା ଭାଷାରେ ଭର୍ତ୍ସନା କରିଛନ୍ତି। ସାଂସଦ ଆଫ୍ରିଦିଙ୍କୁ ଇଙ୍ଗିତ କରି କହିଛନ୍ତି, 'ତାଲିବାନୀ ସେହି ସକରାତ୍ମକ ମନୋବୃତ୍ତି ନେଇ ଆସିଛନ୍ତି, ଯେଉଁଭଳି ଆଫ୍ରିଦି ବ୍ୟାଟିଂ କରିବାକୁ ପିଚ୍‌କୁ ଓହ୍ଲାଇବା ବେଳେ ହୋଇଥାଏ। ସେ ଚତ୍ମକାର କରିବା ଆଶାରେ ବ୍ୟାଟିଂ କରୁଥିଲେ କିନ୍ତୁ ୧୦ରୁ ୯ଥର ତାଙ୍କ ମସ୍ତିଷ୍କ ଗଡବଡ ହୋଇ ଯାଉଥିଲା।'

ଉଲ୍ଲେଖ ଯୋଗ୍ୟ ଯେ, ଆଫ୍ରିଦି ତାଲିବାନକୁ ପ୍ରଶଂସା କରି କହିଥିଲେ, 'ତାଲିବାନ ଚଳିତ ଥର ବେଶ୍‌ ସକରାତ୍ମକ ଚିନ୍ତାଧାରା ନେଇ ଆସିଛି। ସେ ଆଫଗାନ ମହିଳାଙ୍କୁ କାମ କରିବା ଏବଂ ରାଜନୀତିରେ ପ୍ରବେଶ କରିବା ପାଇଁ ମଞ୍ଜୁରୀ ଦେଇଛି। ଏଭଳି ଜିନିଷ ପ୍ରଥମେ ଦେଖିବାକୁ ମିଳିନଥିଲା। ତାଲିବାନ କ୍ରିକେଟକୁ ମଧ୍ୟ ସମର୍ଥନ କରୁଛି।'

https://twitter.com/DrAMSinghvi/status/1432552453027733507?s=20

ଆଫ୍ରିଦିଙ୍କ ଏହି ମନ୍ତବ୍ୟକୁ ନେଇ ଏବେ ବିବାଦ ବଢ଼ିଛି। ଚାରିଆଡୁ ତାଙ୍କୁ ନିନ୍ଦା କରାଯିବା ସହ ସମାଲୋଚନା ମଧ୍ୟ କରାଯାଉଛି। ପୂର୍ବରୁ ମଧ୍ୟ ଆଫ୍ରିଦି କାଶ୍ମୀର ପ୍ରସଙ୍ଗକୁ ଅନେକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।

ସେପଟେ କିନ୍ତୁ ଆଫଗାନିସ୍ତାନକୁ ତାଲିବାନୀମାନେ କବ୍‌ଜା କରିବା ପରେ ଆଫଗାନିସ୍ତାନର ଷ୍ଟାର କ୍ରିକେଟର ରାଶିଦ ଖାନ ଏବଂ ମହମ୍ମଦ ନବି ଲଗାତର ବିରୋଧ କରୁଛନ୍ତି। ସୋଶାଲ ମିଡିଆ ଜରିଆରେ ସେମାନେ ବିଶ୍ୱ ନେତାମାନଙ୍କୁ ସହାୟତା କରିବା ପାଇଁ ଅପିଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story