ପ୍ରଥମ ଅଲ୍ ଓଡ଼ିଶା ଅଣ୍ଡର୍-୧୪ କ୍ରିକେଟ୍: ଜୁଭେନାଇଲର ବୃହତ ବିଜୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲାଇଭ୍ ଲିଜେଣ୍ଡ୍ କ୍ରିକେଟ୍ କ୍ଲବ୍ (LLCC) ପକ୍ଷରୁ ଚାଲିଥିବା ପ୍ରଥମ ଅଲ୍ ଓଡ଼ିଶା ୧୪ ବର୍ଷରୁ କମ୍ ଡ୍ୟୁଜ୍ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଆଜି ଖେଳାଯାଇଥିବା ତୃତୀୟ ମ୍ୟାଚରେ କଟକର ଜୁଭେନାଇଲ୍ କ୍ଲବ୍ ୧୬୭ ରନର ବୃହତ ବ୍ୟବଧାନରେ ରାଇଜିଂ ଷ୍ଟୁଡେଣ୍ଟକୁ ହରାଇଛି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଜୁଭେନାଇଲ୍ ନିର୍ଦ୍ଧାରିତ ୩୦ ଓଭରରେ ୭ ୱିକେଟ୍ ହରାଇ ୨୪୮ ରନ୍ କରିଥିଲା। ଦଳ ପକ୍ଷରୁ ପ୍ରତ୍ୟୁଷ ରଥ ୮୦, ସିଦ୍ଧାନ୍ତ […]

llcc

llcc

Ranjit Kumar Jena
  • Published: Tuesday, 23 February 2021
  • Updated: 23 February 2021, 06:59 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲାଇଭ୍ ଲିଜେଣ୍ଡ୍ କ୍ରିକେଟ୍ କ୍ଲବ୍ (LLCC) ପକ୍ଷରୁ ଚାଲିଥିବା ପ୍ରଥମ ଅଲ୍ ଓଡ଼ିଶା ୧୪ ବର୍ଷରୁ କମ୍ ଡ୍ୟୁଜ୍ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଆଜି ଖେଳାଯାଇଥିବା ତୃତୀୟ ମ୍ୟାଚରେ କଟକର ଜୁଭେନାଇଲ୍ କ୍ଲବ୍ ୧୬୭ ରନର ବୃହତ ବ୍ୟବଧାନରେ ରାଇଜିଂ ଷ୍ଟୁଡେଣ୍ଟକୁ ହରାଇଛି।

ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଜୁଭେନାଇଲ୍ ନିର୍ଦ୍ଧାରିତ ୩୦ ଓଭରରେ ୭ ୱିକେଟ୍ ହରାଇ ୨୪୮ ରନ୍ କରିଥିଲା। ଦଳ ପକ୍ଷରୁ ପ୍ରତ୍ୟୁଷ ରଥ ୮୦, ସିଦ୍ଧାନ୍ତ ଗୁପ୍ତା ୫୮, ପିୟୂଷ ରଞ୍ଜନ ମନ୍ତ୍ରୀ ୩୧ ରନ୍ କରିଥିବା ବେଳେ ରାଇଜିଂ ଷ୍ଟୁଡେଣ୍ଟର ଅମନଦୀପ ଦେ ଓ ରାଜେଶ ମହାକୁଡ଼ ୨ଟି ଲେଖାଏ ୱିକେଟ୍‌ ନେଇଥିଲେ।

୨୪୯ ରନର ବଡ଼ ଲକ୍ଷ୍ୟର ପିଛା କରୁଥିବା ରାଇଜିଂ ଷ୍ଟୁଡେଣ୍ଟ ୩୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୮୧ ରନ୍ କରିବାକୁ ସକ୍ଷମ ହୋଇଥିଲା। ବିଶ୍ୱଜିତ୍ ଦାସ ୩୨ ଓ ଅମନଦୀପ ଦେ ୧୬ ରନ୍ କରିଥିଲା। ଜୁଭେନାଇଲ୍ ପକ୍ଷରୁ ଆସ୍ତିକ୍ ମହାନ୍ତିୀ ୨ଟି, ବିଶ୍ୱଜିତ୍ ପଟ୍ଟନାୟକ ଓ ପ୍ରତ୍ୟୁଷ ରଥ ଗୋଟିଏ ଲେଖାଏ ୱିକେଟ୍‌ ହାସଲ କରିଥିଲେ।

ଆଜି ମ୍ୟାଚରେ ପୂର୍ବତନ ରଣଜୀ କ୍ରିକେଟର ସତ୍ୟରଞ୍ଜନ ଶତପଥୀ ଅତିଥି ଭାବେ ଯୋଗଦେଇ ବିଜେତା ଦଳର ପ୍ରତ୍ୟୁଷ ରଥଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରିଥିଲେ। ବିଭୁ ଚୌଧୁରୀ ଓ ସୁଶାନ୍ତ ଦାଶ ଖେଳ ପରିଚାଳନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story