ବିସିସିଆଇ ଚୟନ କମିଟି ପାଇଁ ଆବେଦନ କଲେ ଶିବସୁନ୍ଦର ଦାସ

ମୁମ୍ୱାଇ: ବିସିସିଆଇ ଚୟନ କମିଟି ସଦସ୍ୟ ପାଇଁ ତିନି ଚୟନ ପଦବୀ ଖାଲି ରହିଛି। ଏହି ତିନି ପଦବୀ ପାଇଁ ବିସିସିଆଇ ବିଜ୍ଞପ୍ତି ଜାରି କରିଥିଲା। ଆଜିଥିଲା ଆବେଦନର ଶେଷ ତାରିଖ। ଏଥିପାଇଁ ଭାରତର ପୂର୍ବତନ କ୍ରିକେଟର ଅଜିତ ଅଗରକର, ଚେତନ ଶର୍ମା, ମନିନ୍ଦର ସିଂ ଏବଂ ଓଡ଼ିଆ ଅନ୍ତର୍ଜାତୀୟ ଖେଳାଳି ଶିବ ସୁନ୍ଦର ଦାସ ଆବେଦନ କରିଛନ୍ତି। ଏହି ଚାରି ଜଣଙ୍କ ମଧ୍ୟରୁ ତିନି ଜଣ ଚୟନ କମିଟିରେ ସ୍ଥାନ ପାଇବେ। ଅଗରକର ଏବଂ ଚେତନ […]

agarkar shivsundar

agarkar shivsundar

Subhransu Sekhar
  • Published: Sunday, 15 November 2020
  • Updated: 15 November 2020, 07:40 PM IST

Sports

Latest News

ମୁମ୍ୱାଇ: ବିସିସିଆଇ ଚୟନ କମିଟି ସଦସ୍ୟ ପାଇଁ ତିନି ଚୟନ ପଦବୀ ଖାଲି ରହିଛି। ଏହି ତିନି ପଦବୀ ପାଇଁ ବିସିସିଆଇ ବିଜ୍ଞପ୍ତି ଜାରି କରିଥିଲା। ଆଜିଥିଲା ଆବେଦନର ଶେଷ ତାରିଖ। ଏଥିପାଇଁ ଭାରତର ପୂର୍ବତନ କ୍ରିକେଟର ଅଜିତ ଅଗରକର, ଚେତନ ଶର୍ମା, ମନିନ୍ଦର ସିଂ ଏବଂ ଓଡ଼ିଆ ଅନ୍ତର୍ଜାତୀୟ ଖେଳାଳି ଶିବ ସୁନ୍ଦର ଦାସ ଆବେଦନ କରିଛନ୍ତି। ଏହି ଚାରି ଜଣଙ୍କ ମଧ୍ୟରୁ ତିନି ଜଣ ଚୟନ କମିଟିରେ ସ୍ଥାନ ପାଇବେ।

ଅଗରକର ଏବଂ ଚେତନ ଶର୍ମା ପେଶ୍ ବୋଲର ହୋଇଥିବା ବେଳେ ଶିବ ସୁନ୍ଦର ଦାସ ଓପନର୍ ବ୍ୟାଟସମ୍ୟାନ୍। ମନିନ୍ଦର ସିଂ ସ୍ପିନର ରହିଛନ୍ତି। ଅଜିତ ଅଗରକର ଏବଂ ମନିନ୍ଦର ସିଂ ମଧ୍ୟ ଗତଥର ମୁଖ୍ୟ ଚୟନକର୍ତ୍ତା ପାଇଁ ଆବେଦନ କରିଥିଲେ। ହେଲେ ମଦନ ଲାଲଙ୍କ ଅଧ୍ୟକ୍ଷତା ସିଏସି (କ୍ରିକେଟ୍ ଆଡଭାଇଜରି କମିଟି) ଏହି ଦୁଇ ଜଣଙ୍କ ବଦଳରେ ସୁନୀଲ ଜୋଶୀଙ୍କ ନାମ ଉପରେ ମୋହର ମାରିଥିଲା। ସୁନୀଲ ଜୋଶୀଙ୍କ ସହ ହରବିନ୍ଦର ସିଂ ସେ ମଧ୍ୟ ଚୟନ କମିଟିର ସଦସ୍ୟ ହୋଇଥିଲେ।

ବାକି ତିନୋଟି ସ୍ଥାନରେ ଦେବାଙ୍ଗ ଗାନ୍ଧୀ, ଶରମଦୀପ ସିଂ ଓ ଜତୀନ ପରାଞ୍ଜତେରେ ଥିଲେ। ଯେହେତୁ ଏହି ତିନି ଜଣଙ୍କର କାର୍ଯ୍ୟକାଳ ଶେଷ ହୋଇଛି ତେଣୁ ବିସିସିଆଇ ଏହି ଖାଲିଥିବା ତିନି ପଦବୀ ପାଇଁ ନୂଆ ବିଜ୍ଞପ୍ତି ଜାରି କରିଥିଲେ।

ତେବେ ଅଗରକର ଖାଲି ଥିବା ତିନି ପଦବୀରୁ ଗୋଟିଏ ପଦ ପାଇଁ ବଡ଼ ଦାବିଦାର ବୋଲି ଆକଳନ କରାଯାଉଛି। କାରଣ ତାଙ୍କ ପାଖରେ ଅନ୍ତର୍ଜାତୀୟ କ୍ରିକେଟର ଅଭିଜ୍ଞତା ରହିଛି। ସେ ଭାରତ ପାଇଁ ୨୬ଟି ଟେଷ୍ଟ ଖେଳିଥିବା ବେଳେ ୧୯୧ଟି ଦିନିକିଆ ଏବଂ ଚାରୋଟି ଟି-୨୦ ମ୍ୟାଚ ଖେଳିଛନ୍ତି। ଏହି ତିନୋଟି ମ୍ୟାଚରେ ସେ ୨୪୯ ୱିକେଟ୍ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story