ମାଲିଙ୍ଗା ଓ ନାରିନଙ୍କ ରେକର୍ଡ ଭାଙ୍ଗିଲେ କାଗିସୋ ରାବଡା

ଶାରଜା: ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ତଥା ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳୁଥିବା କାଗିସୋ ରାବଡା ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଆଇପିଏଲରେ ୫୦ଟି ୱିକେଟ ନେବାରେ ଦ୍ରୁତତମ ବୋଲର ହୋଇଛନ୍ତି। ଆଜି ଚେନ୍ନାଇ ବିପକ୍ଷ ମ୍ୟାଚ୍‌ରେ ରାବଡା ଏହି ରେକର୍ଡ ହାସଲ କରିଛନ୍ତି। ଆଜିର ମ୍ୟାଚ୍‌ରେ ସେ ଡୁପ୍ଲେସିସିଙ୍କୁ ଆଉଟ କରିବା କ୍ଷଣି ଆଇପିଏଲରେ ୫୦ତମ ୱିକେଟ ଦଖଲ କରିବାର ରେକର୍ଡ କରିଥିଲେ। ଦିଲ୍ଲୀ ପାଇଁ ଲଗାତର ୨୩ଟି ମ୍ୟାଚ୍‌ରେ ଅତିକମ୍‌ରେ ଗୋଟିଏ […]

v

v

Hemant Lenka
  • Published: Saturday, 17 October 2020
  • Updated: 17 October 2020, 10:07 PM IST

Sports

Latest News

ଶାରଜା: ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ତଥା ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳୁଥିବା କାଗିସୋ ରାବଡା ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଆଇପିଏଲରେ ୫୦ଟି ୱିକେଟ ନେବାରେ ଦ୍ରୁତତମ ବୋଲର ହୋଇଛନ୍ତି। ଆଜି ଚେନ୍ନାଇ ବିପକ୍ଷ ମ୍ୟାଚ୍‌ରେ ରାବଡା ଏହି ରେକର୍ଡ ହାସଲ କରିଛନ୍ତି।

ଆଜିର ମ୍ୟାଚ୍‌ରେ ସେ ଡୁପ୍ଲେସିସିଙ୍କୁ ଆଉଟ କରିବା କ୍ଷଣି ଆଇପିଏଲରେ ୫୦ତମ ୱିକେଟ ଦଖଲ କରିବାର ରେକର୍ଡ କରିଥିଲେ। ଦିଲ୍ଲୀ ପାଇଁ ଲଗାତର ୨୩ଟି ମ୍ୟାଚ୍‌ରେ ଅତିକମ୍‌ରେ ଗୋଟିଏ ୱିକେଟ ନେବାର ବିରଳ ରେକର୍ଡ ମଧ୍ୟ ତାଙ୍କ ନାଁରେ ରହିଛି।
ଆଇପିଏଲରେ ୫୦ଟି ୱିକେଟ ନେବା ପାଇଁ ରାବଡା ୨୭ଟି ମ୍ୟାଚ୍‌ ଖେଳିଛନ୍ତି।

ପୂର୍ବରୁ ଆଇପିଏଲରେ ଦ୍ରୁତ ୫୦ଟି ୱିକେଟ ନେବାର ରେକର୍ଡ ସୁନୀଲ ନାରିନଙ୍କ ନାଁରେ ରହିଥିଲା। ସେ ୩୨ଟି ମ୍ୟାଚ୍‌ରେ ୫୦ଟି ୱିକେଟ ଦଖଲ କରିଥିଲେ। ହେଲେ ରାବଡା ୫ଟି ମ୍ୟାଚ୍‌ ପୂର୍ବରୁ ଏହି ରେକର୍ଡ ହାସଲ କରିଛନ୍ତି। ଦ୍ରୁତ ୫୦ଟି ୱିକେଟ ଦଖଲ କରିଥିବା ତାଲିକାର ତୃତୀୟ ସ୍ଥାନରେ ଲସିଥ ମାଲିଙ୍ଗା(୩୩ଟି ମ୍ୟାଚ୍‌) ଥିବା ବେଳେ ୪ର୍ଥ ସ୍ଥାନରେ ଇମରାନ ତାହିର(୩୫ଟି ମ୍ୟାଚ୍‌) ଓ ପଞ୍ଚମ ସ୍ଥାନରେ ମିଚେଲ ମ୍ୟାଘଲେନ(୩୬ଟି ମ୍ୟାଚ୍‌) ରହିଛନ୍ତି।

ରାବଡା କେବଳ ମ୍ୟାଚ୍‌ ନୁହେଁ, ଆଇପିଏଲ ଇତିହାସରେ ସବୁଠାରୁ କମ ବଲ୍‌ରେ ବି ୫୦ଟି ୱିକେଟ ଦଖଲ କରିଛନ୍ତି। ରାବଡା ମୋଟ ୬୧୬ଟି ବଲ୍‌ ବୋଲିଂ କରି ୫୦ଟି ୱିକେଟ ନେଇଛନ୍ତି। ଏହା ପୂର୍ବରୁ ଏହି ରେକର୍ଡ ମାଲିଙ୍ଗାଙ୍କ ନାଁରେ ଥିଲା। ମାଲିଙ୍ଗା ୭୪୯ଟି ବଲ ବୋଲିଂ କରି ୫୦ଟି ୱିକେଟ ଦଖଲ କରିଥିଲେ।

୨୦୧୭ରେ ରାବଡା ଆଇପିଏଲରେ ଡେବ୍ୟୁ କରିଥିଲେ। ଏହି ସିଜିନ୍‌ରେ ସେ ୬ଟି ମ୍ୟାଚ୍‌ ଖେଳି ୬ଟି ୱିକେଟ ନେଇଥିଲେ। ୨୦୧୮ ଆଇପିଏଲରେ ସେ ଖେଳି ନଥିଲେ। କିନ୍ତୁ ୨୦୧୯ରେ ଜବରଦସ୍ତ କମ୍‌ବ୍ୟାକ କରି ୨୫ଟି ୱିକେଟ ନେଇଥିଲେ। ସେହିପରି ୨୦୨୦ ଆଇପିଏଲରେ ଏଯାଏ ସେ ୯ଟି ମ୍ୟାଚ୍‌ ଖେଳି ୧୯ଟି ୱିକେଟ ନେଇଛନ୍ତି। ଚଳିତ ସିଜିନ୍‌ରେ ବାଇଗଣୀ ଟୋପି ମଧ୍ୟ ତାଙ୍କ ପାଖରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story