ଭାରତକୁ ଅଲ୍‌ଆଉଟ୍ କରିବା ପରେ ଶ୍ରୀଲଙ୍କା ଚିତ୍‌ପଟାଙ୍ଗ

ବେଙ୍ଗାଲୁରୁ: ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଭାରତକୁ ପ୍ରଥମ ଇନିଂସରେ ୨୫୨ ରନ୍‌ରେ ଅଲ୍ଆଉଟ୍ କରିବା ପରେ ଚିତ୍‌ପଟାଙ୍ଗ ମାରିଛି ଶ୍ରୀଲଙ୍କା। ଭ୍ରମଣକାରୀ ଦଳ ମାତ୍ର ୮୬ ରନ୍‌ରେ ୬ଟି ୱିକେଟ୍ ହରାଇଛି। ନିରୋଶାନ ଡିକୱେଲା ଓ ଲସିଥ ଏମ୍ବୁଲଡେନିୟା ଅପରାଜିତ ରହିଛନ୍ତି ଏବଂ ଆସନ୍ତାକାଲି ପୁଣି ଦଳର ଇନିଂସକୁ ଆଗେଇ ନେବେ। ଭାରତକୁ ୨୫୨ ରନ୍‌ରେ ଅଲ୍‌ଆଉଟ୍ କରିବା ପରେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା ଶ୍ରୀଲଙ୍କା ଟିମ୍‌। କିନ୍ତୁ ୨.୧ ଓଭରରେ ଦଳ ପ୍ରଥମେ କୁଶାଲ […]

India

India

Jitendra Garnayak
  • Published: Saturday, 12 March 2022
  • Updated: 12 March 2022, 10:08 PM IST

Sports

Latest News

ବେଙ୍ଗାଲୁରୁ: ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଭାରତକୁ ପ୍ରଥମ ଇନିଂସରେ ୨୫୨ ରନ୍‌ରେ ଅଲ୍ଆଉଟ୍ କରିବା ପରେ ଚିତ୍‌ପଟାଙ୍ଗ ମାରିଛି ଶ୍ରୀଲଙ୍କା। ଭ୍ରମଣକାରୀ ଦଳ ମାତ୍ର ୮୬ ରନ୍‌ରେ ୬ଟି ୱିକେଟ୍ ହରାଇଛି। ନିରୋଶାନ ଡିକୱେଲା ଓ ଲସିଥ ଏମ୍ବୁଲଡେନିୟା ଅପରାଜିତ ରହିଛନ୍ତି ଏବଂ ଆସନ୍ତାକାଲି ପୁଣି ଦଳର ଇନିଂସକୁ ଆଗେଇ ନେବେ।

ଭାରତକୁ ୨୫୨ ରନ୍‌ରେ ଅଲ୍‌ଆଉଟ୍ କରିବା ପରେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା ଶ୍ରୀଲଙ୍କା ଟିମ୍‌। କିନ୍ତୁ ୨.୧ ଓଭରରେ ଦଳ ପ୍ରଥମେ କୁଶାଲ ମେଣ୍ଡିସ୍‌ଙ୍କୁ ହରାଇଥିଲା। ସେ ମାତ୍ର ୨ ରନ୍ କରି ଆଉଟ୍ ହୋଇଥିଲେ। ଯଶପ୍ରୀତ ବୁମ୍ରାଙ୍କ ବଲ୍‌ରେ ଶ୍ରେୟସ ଆୟରଙ୍କ ଦ୍ୱାରା ସେ କ୍ୟାଚ୍ ଆଉଟ୍ ହୋଇଥିଲେ। ଏହା ପରେ ୪.୧ ଓଭରରେ ଆଉଟ୍ ହୋଇଥିଲେ ୩ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଲାହିରୁ ଥିରିମାନେ। ସେ ୮ ରନ୍ କରିବାକୁ ସମର୍ଥ ହୋଇଥିଲେ। ତାଙ୍କ ୱିକେଟ୍‌ ବି ନେଇଥିଲେ ଯଶପ୍ରୀତ୍।

ପରବର୍ତ୍ତୀ ଓଭର ଅର୍ଥାତ୍ ୫ମ ଓଭରର ପ୍ରଥମ ବଲ୍‌ରେ ଆଉଟ୍ ହୋଇଥିଲେ ଅଧିନାୟକ ଦିମୁତ କରୁଣାରତ୍ନେ। ସେ ୪ ରନ୍ କରିଥିବା ବେଳେ ମହମ୍ମଦ ଶାମିଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ।

୪ ଓ ୫ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଆଞ୍ଜେଲୋ ମାଥ୍ୟୁସ ଓ ଧନଞ୍ଜୟ ଡି’ସିଲ୍‌ଭା ଇନିଂସକୁ ସମ୍ଭାଳିବାକୁ ପ୍ରୟାସ କରିଥିଲେ। କିନ୍ତୁ ୧୧.୫ ଓଭରରେ ଆଉଟ୍ ହୋଇଯାଇଥିଲେ ଧନଞ୍ଜୟ। ୨୪ଟି ବଲ୍‌ରୁ ୧୦ ରନ୍ କରିଥିବା ବେଳେ ତାଙ୍କୁ ଏଲ୍‌ବିଡବ୍ଲ୍ୟୁ କରିଥିଲେ ମହମ୍ମଦ ଶାମି। ଧନଞ୍ଜୟଙ୍କ ପରେ ଚରିତ ଅସଲଙ୍କା ଆଉଟ୍ ହୋଇଥିଲେ। ସେ ଅକ୍ଷର ପଟେଲଙ୍କ ବଲ୍‌ରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ଆଞ୍ଜେଲୋ ମାଥ୍ୟୁସ୍‌ ଇନିଂସକୁ ଆଗେଇ ନେବାକୁ ପ୍ରୟାସ କରିଥିଲେ। କିନ୍ତୁ ୮୫ଟି ବଲ୍‌ର ସମ୍ମୁଖୀନ ହୋଇ ୪୩ ରନ୍ କରିଥିବା ଆଞ୍ଜେଲୋ ୨୮.୧ ଓଭରରେ ଯଶପ୍ରୀତ୍ ବୁମ୍ରାଙ୍କ ବଲ୍‌ରେ ରୋହିତ ଶର୍ମାଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ।

ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା ୩ଟି ୱିକେଟ୍ ନେଇଥିବା ବେଳେ ମହମ୍ମଦ ଶାମି ୨ ଓ ଅକ୍ଷର ପଟେଲ ଗୋଟିଏ ୱିକେଟ୍ ନେଇଛନ୍ତି। ସୂଚନାଯୋଗ୍ୟ, ଶ୍ରେୟସ ଆୟରଙ୍କ ୯୨ ରନ୍ ବଳରେ ଭାରତ ପ୍ରଥମ ଇନିଂସରେ ୨୫୨ ରନ୍ କରିବାକୁ ସମର୍ଥ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story