ନୁର୍‌-ସୁଲତାନରେ ହେବ ଭାରତ-ପାକ୍ ଡେଭିସ୍ କପ୍ ମ୍ୟାଚ୍‌

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଡେଭିସ୍ କପ୍ ଟାଇ ଭେନ୍ୟୁ ଶେଷରେ ନିର୍ଦ୍ଧାରିତ ହୋଇଛି। ନଭେମ୍ବର ୨୯ ଓ ୩୦ ତାରିଖରେ ଏହି ଦୁଇ ପ୍ରତିଦ୍ୱନ୍ଦ୍ୱୀ ମଧ୍ୟରେ ଡେଭିସ୍ କପ୍ ଟାଇ କଜାଖସ୍ତାନ ରାଜଧାନୀ ନୁର୍‌-ସୁଲତାନରେ ଖେଳାଯିବ। ତେବେ ପାକିସ୍ତାନ ଅନ୍ତର୍ଜାତୀୟ ଟେନିସ୍ ଫେଡେରେସନ୍ (ଆଇଟିଏଫ)କୁ ଯେଉଁ ଅପିଲ୍ କରିଥିଲା, ତାହା ଖାରଜ ହୋଇଯାଇଛି। ଆଇଟିଏଫର ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଗତ ନଭେମ୍ବର ୪ ତାରିଖରେ ଡେଭିସ୍ କପ୍ କମିଟି ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଉପରେ […]

davis-cup

davis-cup

Ranjit Kumar Jena
  • Published: Tuesday, 19 November 2019
  • Updated: 19 November 2019, 06:33 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଡେଭିସ୍ କପ୍ ଟାଇ ଭେନ୍ୟୁ ଶେଷରେ ନିର୍ଦ୍ଧାରିତ ହୋଇଛି। ନଭେମ୍ବର ୨୯ ଓ ୩୦ ତାରିଖରେ ଏହି ଦୁଇ ପ୍ରତିଦ୍ୱନ୍ଦ୍ୱୀ ମଧ୍ୟରେ ଡେଭିସ୍ କପ୍ ଟାଇ କଜାଖସ୍ତାନ ରାଜଧାନୀ ନୁର୍‌-ସୁଲତାନରେ ଖେଳାଯିବ। ତେବେ ପାକିସ୍ତାନ ଅନ୍ତର୍ଜାତୀୟ ଟେନିସ୍ ଫେଡେରେସନ୍ (ଆଇଟିଏଫ)କୁ ଯେଉଁ ଅପିଲ୍ କରିଥିଲା, ତାହା ଖାରଜ ହୋଇଯାଇଛି।

ଆଇଟିଏଫର ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଗତ ନଭେମ୍ବର ୪ ତାରିଖରେ ଡେଭିସ୍ କପ୍ କମିଟି ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଉପରେ ମୋହର ଲଗାଇ ଏହି ମୁକାବିଲା ନିରପେକ୍ଷ ସ୍ଥାନରେ କରିବା ନେଇ ସ୍ପଷ୍ଟ କରିଥିଲା, ଯାହା ବିରୋଧରେ ପାକିସ୍ତାନ ଟେନିସ୍ ମହାସଂଘ (ପିଟିଏଫ୍‌) ଅପିଲ୍ କରିଥିଲା। ପାକିସ୍ତାନ ପକ୍ଷରୁ କୁହାଯାଇଥିଲା ଯେ, ଯଦି ଭାରତୀୟ ତୀର୍ଥଯାତ୍ରୀ ବିନା କୌଣସି ସୁରକ୍ଷା ଚିନ୍ତାରେ ପାକିସ୍ତାନ ଯାଇପାରୁଛନ୍ତି, ତାହେଲେ ଭାରତୀୟ ଟିମ୍ ଇସଲାମାବାଦରେ ମ୍ୟାଚ୍ କାହିଁକି ଖେଳିପାରିବ ନାହିଁ।

ଅନ୍ୟପକ୍ଷରେ ଅଲ୍ ଇଣ୍ଡିଆ ଟେନିସ୍ ଆସୋସିଏସନ୍ (ଏଆଇଟିଏ)ର ସିଇଓ କହିଛନ୍ତି, ନୁର୍‌-ସୁଲତାନରେ ଡେଭିସ୍ କପ୍ ମ୍ୟାଚ୍ ଆୟୋଜନ ନେଇ ଆମକୁ ଆଇଟିଏଫ୍ ପକ୍ଷରୁ ସୂଚନା ମିଳିଛି। ତେବେପିଟିଏଫର ଅପିଲ୍ ଖାରଜ ହୋଇଛି କି ନାହିଁ, ତାହା ଆମେ ଜାଣିନାହୁଁ । ଆମକୁ ବିଳମ୍ବିତ ରାତିରେ ନୂଆ ଭେନ୍ୟୁର ଖବର ମିଳିଥିଲା।

ଭାରତୀୟ ଦଳର କୋଚ୍ ଜୀଶାନ୍ ଅଲୀ କହିଛନ୍ତି, ଇନଡୋରରେ ଖେଳିବା ଆମ ଖେଳାଳିଙ୍କ ପାଇଁ ଫଳପ୍ରଦ ହୋଇଛି। ଏହା ଖେଳାଳିମାନଙ୍କୁ କେବଳ ହାର୍ଡ କୋର୍ଟରେ ନୁହେଁ, ବରଂ ଗ୍ରାସ୍ କୋର୍ଟରେ ଭଲ ଖେଳିବାକୁ ସହାୟତା କରିବ। ମୋ ମତରେ ଜଣେ ଟେନିସ୍ ଖେଳାଳି ଯେତେ ଇନଡୋରରେ ଅଭ୍ୟାସ କରିବ, ସେ ସେତେ ଉନ୍ନତ ହେବ। ଟିମରୁ ରୋହନ୍ ବୋପନ୍ନାଙ୍କ ବାଦ୍ ହେବା ନିଶ୍ଚିତ ଭାବେ ବଡ଼ ଝଟକା। ତାଙ୍କ ସ୍ଥାନରେ ଜୀବନ ନେଦୁନଚେଝିୟାନଙ୍କୁ ସାମିଲ୍ କରାଯାଇଛି। ଲିଆଣ୍ଡର୍ ପେସ୍ ଓ ଜୀବନଙ୍କ ଡାହାଣ-ବାମ ହାତୀ କମ୍ବିନେଶନ୍ ନିଶ୍ଚିତ ଫଳପ୍ରଦ ହେବ। ମୋ ମତରେ ପାକିସ୍ତାନ ତୁଳନାରେ ଭାରତ ଅଧିକ ମଜଭୁତ । ତେଣୁ ପାକିସ୍ତାନକୁ ହରାଇବାରେ ଆମକୁ ସେଭଳି କୌଣସି ସମସ୍ୟା ହେବ ନାହିଁ ବୋଲି ଜୀଶାନ୍ କହିଛନ୍ତି।

ସୂଚନାଯୋଗ୍ୟ, ଭାରତ ଓ ପାକିସ୍ତାନ ମଧ୍ୟରେ ଡେଭିସ୍ କପ୍ ମ୍ୟାଚ୍ ସେପ୍ଟେମ୍ବରରେ ଖେଳାଯିବା ନେଇ ସ୍ଥିର ହୋଇଥିଲା। କିନ୍ତୁ ଖେଳାଳିଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରି ଭାରତ ଏହାକୁ ନିରପେକ୍ଷ ଭେନ୍ୟୁରେ ଆୟୋଜିତ କରିବାକୁ ଆଇଟିଏଫ୍ ନିକଟରେ ଦାବି କରିଥିଲା। ପାକିସ୍ତାନ ବିପକ୍ଷ ଏହି ମ୍ୟାଚ୍ ପାଇଁ ଭାରତ ମଜଭୁତ୍ ଟିମର ଘୋଷଣା କରିଛି, କାରଣ ପାକିସ୍ତାନ ଯିବାକୁ ମନା କରିଥିବା ସବୁ ଶୀର୍ଷ ଖେଳାଳି ନିରପେକ୍ଷ ସ୍ଥାନରେ ଖେଳିବାକୁ ପ୍ରସ୍ତୁତ ଅଛନ୍ତି। ଭାରତୀୟ ଟିମର ନେତୃତ୍ୱ ନେବେ ସୁମିତ୍ ନାଗଲ ଓ ରାମକୁମାର ରାମନାଥନ୍। ସେହିପରି ଟିମରେ ଭେଟେରାନ୍ ଲିଆଣ୍ଡର୍ ପେସ୍ ଓ ଜୀବନ ନେଦୁନଚେଝିୟାନ୍ ମଧ୍ୟ ସାମିଲ୍ ହୋଇଛନ୍ତି। ରୋହନ୍ ବୋପନ୍ନା କାନ୍ଧଜନିତ ଆହତ କାରଣରୁ ଟୁର୍ଣ୍ଣାମେଣ୍ଟରୁ ଓହରିଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story