ଧର୍ମଶାଳା ଟି-ଟ୍ୱେଣ୍ଟି ପାଇଁ ଅର୍ଦ୍ଧସାମରିକ ବାହିନୀକୁ ମୁତୟନ କରାଯିବ: ରାଜନାଥ

ନୂଆଦିଲ୍ଲୀ: ମାର୍ଚ୍ଚ ୧୯ ତାରିଖରେ ହିମାଚଳ ପ୍ରଦେଶର ଧର୍ମଶାଳାରେ ହେବାକୁ ଥିବା ଭାରତ ଓ ପାକିସ୍ତାନ ମଧ୍ୟସ୍ଥ ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍ ମ୍ୟାଚ୍ ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ଶୁକ୍ରବାର କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଏହି ମ୍ୟାଚ୍‌ ବେଳେ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀର ଯବାନମାନଙ୍କୁ ମୁତୟନ କରାଯିବ। ଯଦି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁରକ୍ଷା ବ୍ୟବସ୍ଥା ଚାହିଁବେ, ତା’ହେଲେ ଏହି ମ୍ୟାଚ୍ ପାଇଁ […]

dharamshala-cricket-stadium

dharamshala-cricket-stadium

Rakesh Mallick
  • Published: Friday, 04 March 2016
  • Updated: 04 March 2016, 01:49 PM IST

Sports

Latest News

dharamshala-cricket-stadiumନୂଆଦିଲ୍ଲୀ: ମାର୍ଚ୍ଚ ୧୯ ତାରିଖରେ ହିମାଚଳ ପ୍ରଦେଶର ଧର୍ମଶାଳାରେ ହେବାକୁ ଥିବା ଭାରତ ଓ ପାକିସ୍ତାନ ମଧ୍ୟସ୍ଥ ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍ ମ୍ୟାଚ୍ ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ଶୁକ୍ରବାର କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଏହି ମ୍ୟାଚ୍‌ ବେଳେ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀର ଯବାନମାନଙ୍କୁ ମୁତୟନ କରାଯିବ। ଯଦି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁରକ୍ଷା ବ୍ୟବସ୍ଥା ଚାହିଁବେ, ତା’ହେଲେ ଏହି ମ୍ୟାଚ୍ ପାଇଁ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀର ଯବାନଙ୍କୁ ଷ୍ଟାଡିୟମରେ ମୁତୟନ କରାଯିବ ବୋଲି ସେ କହିଛନ୍ତି।

ଜାନୁଆରୀ ୨ ତାରିଖରେ ପଠାନକୋଟ୍ ସ୍ଥିତ ଭାରତୀୟ ବିମାନ ଘାଟିରେ ହୋଇଥିବା ଆତଙ୍କବାଦୀ ହମଲାକୁ ନେଇ ହିମାଚଳ ପ୍ରଦେଶର ପୂର୍ବତନ ସାମରିକ ଅଧିକାରୀମାନେ ଧର୍ମଶାଳାରେ ହେବାକୁ ଥିବା ଭାରତ-ପାକ୍ ମ୍ୟାଚ୍‌କୁ ବିରୋଧ କରୁଛନ୍ତି। ଏନେଇ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଏକ ଚିଠି ମଧ୍ୟ ଲେଖିଥିଲେ। ସେ ଲେଖିଥିଲେ ଯେ ରାଜ୍ୟର ପୂର୍ବତନ ସେନା ଅଧିକାରୀ ଓ ଯବାନମାନେ ଏହି ମ୍ୟାଚ୍ ନ କରାଯିବାକୁ ଦାବି କରୁଛନ୍ତି। ସେମାନେ କ୍ରିକେଟ୍‌କୁ ବିରୋଧ କରୁ ନାହାନ୍ତି। କିନ୍ତୁ ସେମାନେ ପାକିସ୍ତାନକୁ ବିରୋଧ କରୁଛନ୍ତି। ସେମାନେ ଚାହୁଁନାହାନ୍ତି ଯେ ପାକିସ୍ତାନ ହିମାଚଳ ପ୍ରଦେଶରେ ମ୍ୟାଚ୍ ଖେଳୁ। ଏହି ମ୍ୟାଚ୍ ପାଇଁ ରାଜ୍ୟ ସରକାର ସୁରକ୍ଷା ଯୋଗାଇ ପାରିବେ ନାହିଁ।

ଅନ୍ୟପକ୍ଷରେ ବିସିସିଆଇ ସଚିବ ଅନୁରାଗ ଠାକୁର ନିଶ୍ଚିତ ଅଛନ୍ତି ଯେ ଏହି ମ୍ୟାଚ୍ ଧର୍ମଶାଳାରେ ସୁରୁଖୁରୁରେ ଖେଳାଯିବ। ରାଜ୍ୟ ସରକାର ଏଥିପାଇଁ ବ୍ୟବସ୍ଥା କରିବେ ବୋଲି ସେ ଦୃଢ଼ ବିଶ୍ୱାସ ରଖିଛନ୍ତି। ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ଗତକାଲି ସେ ଏ କଥା କହିଥିଲେ।

ଏପର୍ଯ୍ୟନ୍ତ ମାର୍ଚ୍ଚ ୧୯ରେ ଧର୍ମଶାଳାରେ ଭାରତ-ପାକ୍ ମ୍ୟାଚ୍ ହେବା ନେଇ କିଛି ସ୍ପଷ୍ଟ ହୋଇ ନ ଥିବା ବେଳେ ପାକିସ୍ତାନ କ୍ରିକେଟ୍ ବୋର୍ଟ ମୁଖ୍ୟ ଶାହାରୟାର ଖାନ୍ ବିସିସିଆଇକୁ ଚିଠି ଲେଖି ପାକିସ୍ତାନୀ ଖେଳାଳିଙ୍କ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story