ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୱିକେଟ୍ ପଛରେ ଧୋନୀଙ୍କ ଆଉ ଏକ୍ ରେକର୍ଡ। ୱିକେଟ୍ ପଛରେ ରହି ଧୋନୀ ଏପର୍ଯ୍ୟନ୍ତ ଦିନିକିଆରେ ୪୦୦ ଜଣଙ୍କୁ ଶିକାର କରିସାରିଲେଣି। ପ୍ରଥମ ଭାରତୀୟ ଭାବେ ଧୋନୀ ଏହି କେରର୍ଡର ଅଧିକାରୀ ହୋଇଛନ୍ତି। ସେ ୩୧୫ଟି ଦିନିକିଆ ମ୍ୟାଚରୁ ୱିକେଟ୍ ପଛରେ ୨୯୪ଟି କ୍ୟାଚ୍ ଓ ୧୦୬ଟି ଷ୍ଟମ୍ପିଂ ଆଉଟ୍ କରିଛନ୍ତି।
ଏହି ମାମଲାରେ ଶ୍ରୀଲଙ୍କାର କୁମାର ସଙ୍ଗାକାରା ପ୍ରଥମ ସ୍ଥାନରେ ଅଛନ୍ତି। ସେ ୱିକେଟ୍ରେ ପଛରେ ରହି ୪୮୨ ଜଣଙ୍କୁ ଶିକାର କରିଛନ୍ତି। ଦ୍ୱିତୀୟ ସ୍ଥାନରେ ଅଷ୍ଟ୍ରେଲିଆର ଗିଲଖ୍ରୀଷ୍ଟ ରହିଛନ୍ତି। ସେ ୱିକେଟ୍ ପଛରେ ରହି ୪୭୨ ଜଣଙ୍କ ଶିକାର କରିଛନ୍ତି। ସେହିପରି ଦକ୍ଷିଣ ଆଫ୍ରିକାର ବାଉଚର ୪୨୪ ୱିକେଟ୍ ନେଇ ତୃତୀୟ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ବିଶ୍ୱର ୪ର୍ଥ ସ୍ଥାନରେ ପହଞ୍ଚିଛନ୍ତି ଧୋନୀ। ଦିନିକିଆରେ ଧୋନୀ ୯୯୦୨ରନ କରିଥିବା ବେଳେ ରହିଛି ୧୦ଟି ଶତକ। ଦିନିକିଆ ବ୍ୟାତୀତ ଧୋନୀ ୯୦ଟି ଟେଷ୍ଟ ଓ ୮୬ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିସାରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମୁମ୍ବାଇ ୨୬/୧୧ ହମଲାକୁ ପୂରିଲା ୧୬ ବର୍ଷ: ଆତଙ୍କୀଙ୍କୁ କଡ଼ା ବାର୍ତ୍ତା ଦେଲେ ମୋଦି
ମୁମ୍ବାଇ ୨୬/୧୧ ହମଲାର ୧୬ ବର୍ଷ ପୂର୍ତ୍ତିରେ ଆତଙ୍କବାଦୀ ଓ ସେମାନଙ୍କ ଆକ୍କାମାନଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Crime
ସର୍ଭିସ ଆପାର୍ଟମେଣ୍ଟକୁ ଏକାଠି ଯାଇଥିଲେ, ୩ ଦିନ ପରେ ମିଳିଲା ପ୍ରେମିକାଙ୍କ ମୃତଦେହ
ଆପାର୍ଟମେଣ୍ଟ ଭିତରୁ ୩ ଦିନ ପରେ ମିଳିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ। ତାଙ୍କ ପ୍ରେମିକ ସେଠାରେ ନଥିବାରୁ ସେ ହିଁ ପୂରା ଘଟଣାର କାର୍ପଟଦାର ବୋଲି ପୁଲିସ ସନ୍ଦେହ କରୁଛି।
National
ରାହୁଲ ଗାନ୍ଧିଙ୍କ ଦ୍ୱୈତ ନାଗରିକତା ପ୍ରସଙ୍ଗ: କେନ୍ଦ୍ରକୁ ଜବାବ ମାଗିଲେ କୋର୍ଟ
ଆଜିର ଏହାର ଶୁଶାଣି ବେଳେ କେନ୍ଦ୍ର ସରକାର ଘଟଣାର ଯାଞ୍ଚ କରୁଥିବା କୋର୍ଟଙ୍କୁ ଅବଗତ କରାଇଛନ୍ତି। ଏହା ଶୁଣିବା ପରେ କୋର୍ଟ କେନ୍ଦ୍ର ସରକାରଙ୍କୁ ବିସ୍ତୃତ ତଥ୍ୟ ଦେବାକୁ ୩ ସପ୍ତାହର ସମୟ ଦେଇଛନ୍ତି।
National
ରାସ୍ତାରେ ବହିଲା ରକ୍ତର ସ୍ରୋତ! ଲୋକେ ଭୟଭୀତ
ରାସ୍ତାରେ ଯେମିତି ରକ୍ତର ସ୍ରୋତ ଚାଲିଛି ବୋଲି ଆଶଙ୍କା କରି ଲୋକମାନେ ପୂରା ଆତଙ୍କିତ ହୋଇପଡ଼ିଥିଲେ।