୨୦୧୯ ବିଶ୍ୱକପ୍‌ ଯାଏଁ ଧୋନି ଦଳର ନେତୃତ୍ୱ ନିଅନ୍ତୁ: ସେହୱାଗ୍

ନୂଆଦିଲ୍ଲୀ:୨୦୧୯ ବିଶ୍ୱକପ୍ ପର୍ଯ୍ୟନ୍ତ ଧୋନି ଭାରତୀୟ ଦିନିକିଆ ଦଳର ନେତୃତ୍ୱ ନିଅନ୍ତୁ ବୋଲି କହିଛନ୍ତି ନିକଟରେ ଅବସର ଗ୍ରହଣ କରିଥିବା ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହୱାଗ। ସେ କହିଛନ୍ତି,“ଧୋନି ଆହୁରି ୨ରୁ୩ ବର୍ଷ ଆରମରେ ଖେଳିପାରିବେ। ସେ ୨୦୧୯ ବିଶ୍ୱକପ୍ ପର୍ଯ୍ୟନ୍ତ ଖେଳିବା ଉଚିତ୍। ସେ ଟେଷ୍ଟରୁ ଅବସର ନେଇ ସାରିଛନ୍ତି। ତେଣୁ ସେ ନିଜ ଫିଟ୍‌ନେସ୍ ରଖିପାରିବେ। ଏବେ ଧୋନି ଅବସର ନେଇଯିବା ଉଚିତ୍ ବୋଲି ଯେଉଁ ଆଲୋଚନା ହେଉଛି ଠିକ୍ ସେମିତି ଆଲୋଚନା ୨୦୧୧ରେ […]

sehwag

sehwag

Rakesh Mallick
  • Published: Monday, 07 March 2016
  • Updated: 07 March 2016, 12:20 PM IST

Sports

Latest News

ନୂଆଦିଲ୍ଲୀ:୨୦୧୯ ବିଶ୍ୱକପ୍ ପର୍ଯ୍ୟନ୍ତ ଧୋନି ଭାରତୀୟ ଦିନିକିଆ ଦଳର ନେତୃତ୍ୱ ନିଅନ୍ତୁ ବୋଲି କହିଛନ୍ତି ନିକଟରେ ଅବସର ଗ୍ରହଣ କରିଥିବା ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହୱାଗ।

ସେ କହିଛନ୍ତି,“ଧୋନି ଆହୁରି ୨ରୁ୩ ବର୍ଷ ଆରମରେ ଖେଳିପାରିବେ। ସେ ୨୦୧୯ ବିଶ୍ୱକପ୍ ପର୍ଯ୍ୟନ୍ତ ଖେଳିବା ଉଚିତ୍। ସେ ଟେଷ୍ଟରୁ ଅବସର ନେଇ ସାରିଛନ୍ତି। ତେଣୁ ସେ ନିଜ ଫିଟ୍‌ନେସ୍ ରଖିପାରିବେ। ଏବେ ଧୋନି ଅବସର ନେଇଯିବା ଉଚିତ୍ ବୋଲି ଯେଉଁ ଆଲୋଚନା ହେଉଛି ଠିକ୍ ସେମିତି ଆଲୋଚନା ୨୦୧୧ରେ ସଚିନଙ୍କୁ ନେଇ ହୋଇଥିଲା। କିନ୍ତୁ ସଚିନ୍ ଅବସର ନେଇ ନ ଥିଲେ।”

ସେହୱାଗ କହିଛନ୍ତି ଯେ ଏବେ ବି ଧୋନି ସାରା ବିଶ୍ୱର ବୋଲରମାନଙ୍କୁ ପ୍ରହାର କରି ଥରହର କରି ଦେବାର କ୍ଷମତା ରଖୁଛନ୍ତି। ସେ ଯଦି ନିରବଚ୍ଛିନ୍ନ ଭାବେ ନମ୍ବର ୪ରେ ବ୍ୟାଟିଂ କରିବେ, ତା’ହେଲେ ଭାରତ ପାଇଁ ଅଧିକରୁ ଅଧିକ ମ୍ୟାଚ୍ ଜିତି ପାରିବେ। କାରଣ ସେ ଉଭୟ ପେସ୍‌ର ଓ ସ୍ପିନରଙ୍କୁ ସମାନ ଭାବେ ଖେଳି ପାରିବେ। ସେ ଜାଣିଛନ୍ତି କେତେବେଳେ ଧିମା ଖେଳିବାକୁ ହୁଏ ଓ କେତେବେଳେ ଗତି ବଢ଼ାଇବାକୁ ହୁଏ।

ସୂଚନାଯୋଗ୍ୟ, ଗତକାଲି ଏସିଆ କପ୍ ଫାଇନାଲରେ ବାଂଲାଦେଶ ବିରୁଦ୍ଧରେ ଧୋନି ୪ ନମ୍ବରରେ ବ୍ୟାଟିଂ କରିବାକୁ ଆସି ଭାରତର ବିଜୟକୁ ସହଜ କରି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story