ଜାକର୍ତ୍ତା: ଓଡ଼ିଆ ଧାବିକା ଦୂତୀ ଚାନ୍ଦ ଚଳିତ ଏସିଆନ୍ ଗେମ୍ସରେ ନିଜର ଯାଦୁ ଦେଖାଇଛନ୍ତି। ମହିଳା ୧୦୦ ମିଟର୍ ଦୌଡ଼ ଇଭେଣ୍ଟରେ ଦୂତୀ ସେମି ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଆଜିର ଯୋଗ୍ୟତା ପର୍ଯ୍ୟାୟର ଦ୍ୱିତୀୟ ହିଟ୍ରେ ଭାଗ ନେଇଥିବା ଦୂତୀ ୧୧.୩୮ ସେକେଣ୍ଡରେ ୧୦୦ ମିଟର ଦୂରତା ଅତିକ୍ରମ କରି ଏହି ସଫଳତା ପାଇଛନ୍ତି।
ଏହି ହିଟ୍ରେ ଦୂତୀ ୪ର୍ଥ ଧାଡ଼ିରେ ଥିଲେ। କିନ୍ତୁ ସେ ଅନ୍ୟ ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଦଖଲ କରିଛନ୍ତି। ଏହି ସଫଳତା ସହ ସେ ପଦକ ଦୌଡ଼ରେ ନିଜକୁ ସାମିଲ କରିପାରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପୁଣି ବାଟବଣା କଲା ଗୁଗୁଲ: ନାଗାଲାଣ୍ଡ ପଳାଇଲା ଆସାମ ପୁଲିସ, ବାନ୍ଧିଲେ ଲୋକେ
ଅଭିଯୁକ୍ତଙ୍କୁ ଧରିବା ଲାଗି ଚଢ଼ାଉ ପାଇଁ ଯାଉଥିଲା ଆସାମ ପୁଲିସ। ସଠିକ୍ ରାସ୍ତା ପାଇଁ ସେ ଗୁଗୁଲ ମ୍ୟାପ୍ର ସାହାରା ନେଇଥିଲା।
National
ତିରୁପତି ମନ୍ଦିରରେ ଦଳାଚକଟା, ସାମ୍ନାକୁ ଆସିଲା ପ୍ରକୃତ କାରଣ
ଟିକେଟ୍ କାଉଣ୍ଟରରେ ଟୋକେନ୍ ପାଇଁ ପ୍ରବଳ ଭିଡ଼ ଜମିଥିଲା। ଗେଟ୍ ଖୋଲିବା ମାତ୍ରେ ଦଳାଚକଟା ପରସ୍ଥିତି ଉପୁଜିଥିଲା। ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି।
National
କୋଟାରେ ଅଘଟଣ, ୨୪ ଘଣ୍ଟାରେ ଝୁଲି ପଡ଼ିଲେ ଦୁଇ ଛାତ୍ର
JEE ପାଇଁ ପ୍ରସ୍ତୁତ ହେଉଥିବା ଜଣେ ୨୦ ବର୍ଷୀୟ ଓ ଆଉ ଜଣେ ୧୯ ବର୍ଷୀୟ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
National
ସ୍ପେସ୍ ଡକିଂ ସ୍ଥଗିତ ରଖିଲା ଇସ୍ରୋ
ସ୍ପେଡେକ୍ସ ମିଶନରେ ଯାଇ ମହାକାଶରେ ଘୁରି ବୁଲୁଥିବା ୨ଟି ସ୍ପେସ୍କ୍ରାଫ୍ଟ ଚେଜର୍ ଓ ଟାର୍ଗେଟକୁ ଯୋଡ଼ାଯିବା ପାଇଁ ଆଜି ସମୟ ଧାର୍ଯ୍ୟ ହୋଇଥିଲା। ଏବେ ଏହାକୁ ସ୍ଥଗିତ ରଖାଯାଇଥିବା ନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି।
National
ତିରୁପତିରେ ମନ୍ଦିର ବାହାରେ ଦଳାଚକଟା; ୬ ମୃତ, ଅନେକ ଆହତ
ତିରୁପତିସ୍ଥିତ ପ୍ରଭୁ ଭେଙ୍କଟେଶ୍ୱରଙ୍କ ବୈକୁଣ୍ଠ ଦ୍ୱାର ଦର୍ଶନ ପାଇଁ ଟୋକନ୍ ବଣ୍ଟନ ସମୟରେ ଦଳାଚକଟା।