ସେମିଫାଇନାଲ୍‌ରେ ଦୂତୀ ଚାନ୍ଦ

ଜାକର୍ତ୍ତା: ଓଡ଼ିଆ ଧାବିକା ଦୂତୀ ଚାନ୍ଦ ଚଳିତ ଏସିଆନ୍‌ ଗେମ୍ସରେ ନିଜର ଯାଦୁ ଦେଖାଇଛନ୍ତି। ମହିଳା ୧୦୦ ମିଟର୍‌ ଦୌଡ଼ ଇଭେଣ୍ଟରେ ଦୂତୀ ସେମି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଆଜିର ଯୋଗ୍ୟତା ପର୍ଯ୍ୟାୟର ଦ୍ୱିତୀୟ ହିଟ୍‌ରେ ଭାଗ ନେଇଥିବା ଦୂତୀ ୧୧.୩୮ ସେକେଣ୍ଡରେ ୧୦୦ ମିଟର ଦୂରତା ଅତିକ୍ରମ କରି ଏହି ସଫଳତା ପାଇଛନ୍ତି। ଏହି ହିଟ୍‌ରେ ଦୂତୀ ୪ର୍ଥ ଧାଡ଼ିରେ ଥିଲେ। କିନ୍ତୁ ସେ ଅନ୍ୟ ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଦଖଲ […]

file-photo

file-photo

Hemant Lenka
  • Published: Saturday, 25 August 2018
  • Updated: 25 August 2018, 01:28 PM IST

Sports

Latest News

ଜାକର୍ତ୍ତା: ଓଡ଼ିଆ ଧାବିକା ଦୂତୀ ଚାନ୍ଦ ଚଳିତ ଏସିଆନ୍‌ ଗେମ୍ସରେ ନିଜର ଯାଦୁ ଦେଖାଇଛନ୍ତି। ମହିଳା ୧୦୦ ମିଟର୍‌ ଦୌଡ଼ ଇଭେଣ୍ଟରେ ଦୂତୀ ସେମି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଆଜିର ଯୋଗ୍ୟତା ପର୍ଯ୍ୟାୟର ଦ୍ୱିତୀୟ ହିଟ୍‌ରେ ଭାଗ ନେଇଥିବା ଦୂତୀ ୧୧.୩୮ ସେକେଣ୍ଡରେ ୧୦୦ ମିଟର ଦୂରତା ଅତିକ୍ରମ କରି ଏହି ସଫଳତା ପାଇଛନ୍ତି।

ଏହି ହିଟ୍‌ରେ ଦୂତୀ ୪ର୍ଥ ଧାଡ଼ିରେ ଥିଲେ। କିନ୍ତୁ ସେ ଅନ୍ୟ ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଦଖଲ କରିଛନ୍ତି। ଏହି ସଫଳତା ସହ ସେ ପଦକ ଦୌଡ଼ରେ ନିଜକୁ ସାମିଲ କରିପାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos