ନ୍ୟୁଜିଲ୍ୟାଣ୍ଡକୁ ଜଳକା କଲା ଇଂଲଣ୍ଡ, ରଗବି ଫାଇନାଲ୍‌ରେ ବ୍ରିଟିଶ ଟିମ

ଲଣ୍ଡନ: କ୍ରମାଗତ ତୃତୀୟ ଥର ପାଇଁ ରଗବି ବିଶ୍ୱକପ ଜିତିବାକୁ ଲକ୍ଷ୍ୟ ରଖିଥିବା ନ୍ୟୁଜିଲ୍ୟାଣ୍ଡକୁ ଆୟୋଜକ ଇଂଲଣ୍ଡ ଜବରଦସ୍ତ ଝଟ୍‌କା ଦେଇଛି। ଆଜି ରଗବି ବିଶ୍ୱକପର ସେମି ଫାଇନାଲରେ ଇଂଲଣ୍ଡ ପ୍ରତିପକ୍ଷ ନ୍ୟୁଜିଲ୍ୟାଣ୍ଡକୁ ୧୯-୭ରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରୁ ବିଦା କରିବାରେ ସକ୍ଷମ ହୋଇଛି। ୨୦୧୧ ଓ ୨୦୧୫ରେ ନ୍ୟୁଜିଲ୍ୟାଣ୍ଡ ବିଶ୍ୱକପ ଜିତିଥିଲା। ଏଥର ମଧ୍ୟ ଦଳ ସେମିରେ ପହଞ୍ଚି ନିଜର ଦବଦବା ଦେଖାଇଥିଲା। ହେଲେ ଇଂଲଣ୍ଡ ଏହି ଦଳର ସବୁ ଆଶାରେ ପାଣି ପକାଇ ଦେଇଛି। […]

t

t

Hemant Lenka
  • Published: Saturday, 26 October 2019
  • Updated: 26 October 2019, 06:13 PM IST

Sports

Latest News

ଲଣ୍ଡନ: କ୍ରମାଗତ ତୃତୀୟ ଥର ପାଇଁ ରଗବି ବିଶ୍ୱକପ ଜିତିବାକୁ ଲକ୍ଷ୍ୟ ରଖିଥିବା ନ୍ୟୁଜିଲ୍ୟାଣ୍ଡକୁ ଆୟୋଜକ ଇଂଲଣ୍ଡ ଜବରଦସ୍ତ ଝଟ୍‌କା ଦେଇଛି। ଆଜି ରଗବି ବିଶ୍ୱକପର ସେମି ଫାଇନାଲରେ ଇଂଲଣ୍ଡ ପ୍ରତିପକ୍ଷ ନ୍ୟୁଜିଲ୍ୟାଣ୍ଡକୁ ୧୯-୭ରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରୁ ବିଦା କରିବାରେ ସକ୍ଷମ ହୋଇଛି।

୨୦୧୧ ଓ ୨୦୧୫ରେ ନ୍ୟୁଜିଲ୍ୟାଣ୍ଡ ବିଶ୍ୱକପ ଜିତିଥିଲା। ଏଥର ମଧ୍ୟ ଦଳ ସେମିରେ ପହଞ୍ଚି ନିଜର ଦବଦବା ଦେଖାଇଥିଲା। ହେଲେ ଇଂଲଣ୍ଡ ଏହି ଦଳର ସବୁ ଆଶାରେ ପାଣି ପକାଇ ଦେଇଛି। ପୂର୍ବରୁ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୪୨ଥର ମୁକାବିଲା ହୋଇଥିଲା। ଏଥିରେ ଇଂଲଣ୍ଡ ମାତ୍ର ୮ଥର ଜିତିଥିଲା। ହେଲେ ବିଶ୍ୱକପରେ ଇଂଲଣ୍ଡ ଆଜି ନ୍ୟୁଜିଲ୍ୟାଣ୍ଡକୁ ଜଳକା କରିଦେଇଛି।

ଇଂଲଣ୍ଡର ଫ୍ଲାଏ ହାଫ ଜର୍ଜ ଫୋର୍ଡ ହିଁ ବିଜୟୀରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଇଂଲଣ୍ଡ ଅଧିନାୟକ ୱେନ ଫାରଲେ ଆହତ ହେବାରୁ ଫୋର୍ଡଙ୍କୁ ଗୋଲ କିକିଂ ଦାୟିତ୍ୱ ହସ୍ତାନ୍ତର କରାଯାଥିଲା। ସେ ମଧ୍ୟ ଏହାକୁ ଠିକ୍ ଭାବେ ତୁଲାଇ ଦଳକୁ ବିଜୟୀ କରାଇଛନ୍ତି।

ଇଂଲଣ୍ଡ ଶେଷଥର ପାଇଁ ୨୦୦୩ରେ ବିଶ୍ୱ ବିଜେତା ହୋଇଥିଲା। ଏବେ ଦ୍ୱିତୀୟ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ଓ ୱାଲେସ ମୁହାଁମୁହିଁ ହେବେ। ଏହି ଦୁଇ ଦଳ ମଧ୍ୟରୁ ବିଜୟୀ ଦଳ ଇଂଲଣ୍ଡକୁ ଗ୍ରାଣ୍ଡ ଫାଇନାଲରେ ଭେଟିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story