ଫିଫା ୧୭ ରେଟିଂରେ ମେସୀଙ୍କଠାରୁ ରୋନାଲ୍ଡୋ ଆଗୁଆ 

ମାଦ୍ରିଦ୍‌ (ସ୍ପେନ୍‌): ଫିଫା ୧୭ ଗେମ୍ସ ପାଇଁ ସଦ୍ୟ ପ୍ରକାଶିତ ଇଏ ସ୍ପୋର୍ଟ୍ସ ପୁରୁଷ ଫିଫା ରେଟିଂରେ ରିଏଲ ମାଦ୍ରିଦ୍‌ ସୁପରଷ୍ଟାର ଖ୍ରୀଷ୍ଟିଆନୋ ରୋନାଲ୍ଡୋ ବାର୍ସୋଲିନାର ସୁପରଷ୍ଟାର ଲିଓନେଲ୍ ମେସୀଙ୍କ ଠାରୁ ଟିକେ ଆଗୁଆ ରହିଛନ୍ତି। ରୋନାଲ୍ଡୋ ୯୪.୧ ପଏଣ୍ଟ ସହ ମେସୀଙ୍କ ଠାରୁ ଗୋଟିଏ ପଏଣ୍ଟରେ ଆଗୁଆ ରହିଛନ୍ତି। ମେସୀଙ୍କଠାରୁ ସେ ପାସିଂ ଓ  ଡ୍ରିବିଲିଂରେ ଶୀର୍ଷସ୍ଥାନ ଅଧିକାର କରିଛନ୍ତି। ରୋନାଲ୍ଡୋ ଚାମ୍ପିଅନ୍‌ ଲିଗ୍‌ ଓ ୟୁରୋପିଆନ୍ ଚାମ୍ପିଅନ୍‌ସିପ୍‌ ଜିତିଛନ୍ତି। ଏହାସହ ଗତ ମାସରେ ଶେଷ […]

ronaldo

ronaldo

Rakesh Mallick
  • Published: Saturday, 03 September 2016
  • Updated: 03 September 2016, 04:58 PM IST

Sports

Latest News

ମାଦ୍ରିଦ୍‌ (ସ୍ପେନ୍‌): ଫିଫା ୧୭ ଗେମ୍ସ ପାଇଁ ସଦ୍ୟ ପ୍ରକାଶିତ ଇଏ ସ୍ପୋର୍ଟ୍ସ ପୁରୁଷ ଫିଫା ରେଟିଂରେ ରିଏଲ ମାଦ୍ରିଦ୍‌ ସୁପରଷ୍ଟାର ଖ୍ରୀଷ୍ଟିଆନୋ ରୋନାଲ୍ଡୋ ବାର୍ସୋଲିନାର ସୁପରଷ୍ଟାର ଲିଓନେଲ୍ ମେସୀଙ୍କ ଠାରୁ ଟିକେ ଆଗୁଆ ରହିଛନ୍ତି।

ରୋନାଲ୍ଡୋ ୯୪.୧ ପଏଣ୍ଟ ସହ ମେସୀଙ୍କ ଠାରୁ ଗୋଟିଏ ପଏଣ୍ଟରେ ଆଗୁଆ ରହିଛନ୍ତି। ମେସୀଙ୍କଠାରୁ ସେ ପାସିଂ ଓ  ଡ୍ରିବିଲିଂରେ ଶୀର୍ଷସ୍ଥାନ ଅଧିକାର କରିଛନ୍ତି।

ରୋନାଲ୍ଡୋ ଚାମ୍ପିଅନ୍‌ ଲିଗ୍‌ ଓ ୟୁରୋପିଆନ୍ ଚାମ୍ପିଅନ୍‌ସିପ୍‌ ଜିତିଛନ୍ତି। ଏହାସହ ଗତ ମାସରେ ଶେଷ ହୋଇଥିବା ୟୁରୋପ୍‌ ଟ୍ରଫିରେ ସେ ୟୁଇଏଫ୍ଏର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ।

ନେମାର, ଲୁଇସ୍‌ ସୁଆରେଜ୍‌ ଓ ମାନୁଏଲ ନେୟୁର ପରି ଖେଳାଳି ୯୨ ଓଭରଅଲ୍‌ ସ୍କୋର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos