ଫ୍ରେଞ୍ଚ ଓପନ୍:  ୮୨ ବର୍ଷ ପରେ କ୍ୱାର୍ଟର ଫାଇନାଲରେ ଜଣେ ଜାପାନୀ

ପ୍ୟାରିସ: ଏଠାରେ ଚାଲିଥିବା ଫ୍ରେଞ୍ଚ୍ ଓପନରେ ରବିବାର ଜାପାନକୁ ମିଳିଛି ଐତିହାସିକ ସଫଳତା। ୮୨ ବର୍ଷ ପରେ ପ୍ରଥମ ଥର ପାଇଁ ଜଣେ ଜାପାନୀ ଖେଳାଳି ଫ୍ରେଞ୍ଚ ଓପନର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ତାଙ୍କ ନାଁ କୀ ନିଶିକୋରି। ସେ ରୁଷର ତେୟମୁରାଜ ଗାବାଶଭିଲିଙ୍କୁ ୬-୩, ୬-୪ ଓ ୬-୨ ସେଟରେ ହରାଇ ଦେଶ ପାଇଁ ଏହି ଗୌରବ ଆଣି ଦେଇଛନ୍ତି। ସେମି ଫାଇନାଲରେ ସ୍ଥାନ ପାଇବା ପାଇଁ ୫ମ ସିଡେଡର ନିଶିକୋରିଙ୍କୁ ଚେକର ୪ର୍ଥ […]

kie

kie

Rakesh Mallick
  • Published: Sunday, 31 May 2015
  • Updated: 31 May 2015, 05:11 PM IST

Sports

Latest News

ପ୍ୟାରିସ: ଏଠାରେ ଚାଲିଥିବା ଫ୍ରେଞ୍ଚ୍ ଓପନରେ ରବିବାର ଜାପାନକୁ ମିଳିଛି ଐତିହାସିକ ସଫଳତା। ୮୨ ବର୍ଷ ପରେ ପ୍ରଥମ ଥର ପାଇଁ ଜଣେ ଜାପାନୀ ଖେଳାଳି ଫ୍ରେଞ୍ଚ ଓପନର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ତାଙ୍କ ନାଁ କୀ ନିଶିକୋରି। ସେ ରୁଷର ତେୟମୁରାଜ ଗାବାଶଭିଲିଙ୍କୁ ୬-୩, ୬-୪ ଓ ୬-୨ ସେଟରେ ହରାଇ ଦେଶ ପାଇଁ ଏହି ଗୌରବ ଆଣି ଦେଇଛନ୍ତି।

ସେମି ଫାଇନାଲରେ ସ୍ଥାନ ପାଇବା ପାଇଁ ୫ମ ସିଡେଡର ନିଶିକୋରିଙ୍କୁ ଚେକର ୪ର୍ଥ ସିଡେଡ ଖେଳାଳି ଟୋମାସ ବର୍ଡିଚ ଅବା ୧୪ତମ ସିଡେଡର ଜୋ-ୱିଲଫ୍ରାଇଡ୍ ସୋଙ୍ଗାଙ୍କ ସହିତ ମୁହାଁମୁହିଁ ହୋଇପାରନ୍ତି।

ଶେଷ ଥର ପାଇଁ ୧୯୩୩ରେ ଜାପାନର ଜିରୋ ସାତୋହ ଫ୍ରେଞ୍ଚ ଓପନର ସେମ ଫାଇନାଲରେ ପ୍ରବେଶ କରିଥିଲା। ତା’ପୂର୍ବରୁ ୧୯୩୧ରେ ମଧ୍ୟ ସେ ସେମି ଫାଇନାଲରେ ପ୍ରବେଶ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story