ଫ୍ରେଞ୍ଚ୍ ଓପନ୍: ଇଭାନୋଭିକଙ୍କୁ ହରାଇ ଫାଇନାଲରେ ସାଫାରୋଭା

ପ୍ୟାରିସ: ଏଠାରେ ଚାଲିଥିବା ଫ୍ରେଞ୍ଚ୍ ଓପନର ମହିଳା ଏକକ ଫାଇନାଲରେ ପ୍ରବେଶ କରିଛନ୍ତି ସାଫାରୋଭା। ସପ୍ତମ ସିଡ୍ ଖେଳାଳି ଆନା ଇଭାନୋଭିକଙ୍କୁ ଗୁରୁବାର ସିଧାସଳଖ ସେଟରେ ହରାଇ ସାଫାରୋଭା ପ୍ରଥମ ଥର ପାଇଁ ଫ୍ରେଞ୍ଚ୍ ଓପନର ଫାଇନାଲରେ ପ୍ରବେଶ କରିଛନ୍ତି। ଏହା ସହିତ ଗତ ୩୪ ବର୍ଷରେ ଫ୍ରେଞ୍ଚ୍ ଓପନର ଫାଇନାଲରେ ପ୍ରବେଶ କରିବାରେ ସେ ହେଉଛନ୍ତି ଚେକ୍ ରିପବ୍ଲିକର ପ୍ରଥମ ମହିଳା। ୧୩ ତମ ସିଡ୍ ସାଫାରୋଭା ଦ୍ୱିତୀୟ ସେମିଫାଇନାଲର ବିଜେତାଙ୍କୁ ଫାଇନାଲରେ ଭେଟିବେ। ଦ୍ୱିତୀୟ ସେମି […]

safarova

safarova

Rakesh Mallick
  • Published: Thursday, 04 June 2015
  • Updated: 04 June 2015, 05:08 PM IST

Sports

Latest News

ପ୍ୟାରିସ: ଏଠାରେ ଚାଲିଥିବା ଫ୍ରେଞ୍ଚ୍ ଓପନର ମହିଳା ଏକକ ଫାଇନାଲରେ ପ୍ରବେଶ କରିଛନ୍ତି ସାଫାରୋଭା। ସପ୍ତମ ସିଡ୍ ଖେଳାଳି ଆନା ଇଭାନୋଭିକଙ୍କୁ ଗୁରୁବାର ସିଧାସଳଖ ସେଟରେ ହରାଇ ସାଫାରୋଭା ପ୍ରଥମ ଥର ପାଇଁ ଫ୍ରେଞ୍ଚ୍ ଓପନର ଫାଇନାଲରେ ପ୍ରବେଶ କରିଛନ୍ତି। ଏହା ସହିତ ଗତ ୩୪ ବର୍ଷରେ ଫ୍ରେଞ୍ଚ୍ ଓପନର ଫାଇନାଲରେ ପ୍ରବେଶ କରିବାରେ ସେ ହେଉଛନ୍ତି ଚେକ୍ ରିପବ୍ଲିକର ପ୍ରଥମ ମହିଳା। ୧୩ ତମ ସିଡ୍ ସାଫାରୋଭା ଦ୍ୱିତୀୟ ସେମିଫାଇନାଲର ବିଜେତାଙ୍କୁ ଫାଇନାଲରେ ଭେଟିବେ। ଦ୍ୱିତୀୟ ସେମି ଫାଇନାଲରେ ଟପ୍ ସିଡ୍ ସେରେନା ୱିଲିୟମସ ଓ ୨୩ ତମ ସିଡ୍ ତିମେଆ ବାସିନସ୍କିଙ୍କ ମଧ୍ୟରେ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story