ଫ୍ରେଞ୍ଚ ଓପନ୍:  କ୍ୱାର୍ଟରରେ ଇଭାନୋଭିକ୍, ସ୍ୱିତୋଲିନା

ପ୍ୟାରିସ: ପୂର୍ବତନ ଚାମ୍ପିଅନ୍ ଆନା ଇଭାନୋଭିକ୍ ରବିବାର ଚଳିତ ଫ୍ରେଞ୍ଚ ଓପନର କ୍ୱାର୍ଟର ଫାଇନାଲରେ ପହଞ୍ଚି ଯାଇଛନ୍ତି। ସେ ରୁଷର ଇକାଟେରିଆନ ମାକାରୋଭାଙ୍କୁ ୭-୫,୩-୬ ଓ ୬-୧ ସେଟରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। କ୍ୱାର୍ଟର ଫାଇନାଲରେ ସେ ଇଲିନା ସ୍ୱିତୋଲିନା ବିପକ୍ଷରେ ଖେଳିବେ। ୟୁକ୍ରେନର ସ୍ୱିତୋଲିନା ଫ୍ରାନ୍ସର ଏଲିଜେ କର୍ନେଟଙ୍କୁ ହରାଇ କ୍ୱାର୍ଟର ଫାଇନଲରେ ପହଞ୍ଚିଛନ୍ତି। ଇଭାନୋଭିକ୍ ୨୦୦୮ରେ ଫ୍ରେଞ୍ଚ୍ ଓପନ୍ ଚାମ୍ପିଅନ୍ ହୋଇଥିଲେ।

ivanovic

ivanovic

Rakesh Mallick
  • Published: Sunday, 31 May 2015
  • Updated: 01 June 2015, 02:21 AM IST

Sports

Latest News

ପ୍ୟାରିସ: ପୂର୍ବତନ ଚାମ୍ପିଅନ୍ ଆନା ଇଭାନୋଭିକ୍ ରବିବାର ଚଳିତ ଫ୍ରେଞ୍ଚ ଓପନର କ୍ୱାର୍ଟର ଫାଇନାଲରେ ପହଞ୍ଚି ଯାଇଛନ୍ତି। ସେ ରୁଷର ଇକାଟେରିଆନ ମାକାରୋଭାଙ୍କୁ ୭-୫,୩-୬ ଓ ୬-୧ ସେଟରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

କ୍ୱାର୍ଟର ଫାଇନାଲରେ ସେ ଇଲିନା ସ୍ୱିତୋଲିନା ବିପକ୍ଷରେ ଖେଳିବେ। ୟୁକ୍ରେନର ସ୍ୱିତୋଲିନା ଫ୍ରାନ୍ସର ଏଲିଜେ କର୍ନେଟଙ୍କୁ ହରାଇ କ୍ୱାର୍ଟର ଫାଇନଲରେ ପହଞ୍ଚିଛନ୍ତି।

ଇଭାନୋଭିକ୍ ୨୦୦୮ରେ ଫ୍ରେଞ୍ଚ୍ ଓପନ୍ ଚାମ୍ପିଅନ୍ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story