ଫ୍ରେଞ୍ଚ ଓପନ୍ : ସେରେନା ଚାମ୍ପିଅନ୍

ପ୍ୟାରିସ: ଫ୍ରେଞ୍ଚ୍ ଓପନର ମହିଳା ଏକକ ବର୍ଗରେ ଚାମ୍ପିଅନ୍ ହୋଇଛନ୍ତି ସେରେନା ୱିଲିୟମ୍ସ। ଶନିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ସେ ସାଫାରୋଭାଙ୍କୁ ୬-୩,୬-୭ (୨/୭), ୬-୨ରେ ପରାସ୍ତ କରି ଚାମ୍ପିଅନ ହୋଇଛନ୍ତି। ଏହା ତାଙ୍କର ତୃତୀୟ  ଫ୍ରେଞ୍ଚ୍ ଓପନ୍ ଟାଇଟଲ୍। ସେହିପରି ଆଜିର ଏହି ଟାଇଟଲ୍ ସହିତ ସେ ୨୦ଟି ଗ୍ରାଣ୍ଡ ସ୍ଲାମ୍ ଟାଇଟଲ ଜିତିଛନ୍ତି। ଷ୍ଟେଫି ଗ୍ରାଫ୍ ୨୨ଟି ଗ୍ରାଣ୍ଡ ସ୍ଲାମ ଟାଇଟଲ ଜିତିଥିଲ। ଆଉ ଏବେ ତାଙ୍କ ପଛକୁ ରହିଛନ୍ତି ସେରେନା। ଆଉ ତିନୋଟି […]

serena

serena

Rakesh Mallick
  • Published: Saturday, 06 June 2015
  • Updated: 06 June 2015, 04:00 PM IST

Sports

Latest News

ପ୍ୟାରିସ: ଫ୍ରେଞ୍ଚ୍ ଓପନର ମହିଳା ଏକକ ବର୍ଗରେ ଚାମ୍ପିଅନ୍ ହୋଇଛନ୍ତି ସେରେନା ୱିଲିୟମ୍ସ। ଶନିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ସେ ସାଫାରୋଭାଙ୍କୁ ୬-୩,୬-୭ (୨/୭), ୬-୨ରେ ପରାସ୍ତ କରି ଚାମ୍ପିଅନ ହୋଇଛନ୍ତି। ଏହା ତାଙ୍କର ତୃତୀୟ  ଫ୍ରେଞ୍ଚ୍ ଓପନ୍ ଟାଇଟଲ୍। ସେହିପରି ଆଜିର ଏହି ଟାଇଟଲ୍ ସହିତ ସେ ୨୦ଟି ଗ୍ରାଣ୍ଡ ସ୍ଲାମ୍ ଟାଇଟଲ ଜିତିଛନ୍ତି। ଷ୍ଟେଫି ଗ୍ରାଫ୍ ୨୨ଟି ଗ୍ରାଣ୍ଡ ସ୍ଲାମ ଟାଇଟଲ ଜିତିଥିଲ। ଆଉ ଏବେ ତାଙ୍କ ପଛକୁ ରହିଛନ୍ତି ସେରେନା। ଆଉ ତିନୋଟି ଗ୍ରାଣ୍ଡ ସ୍ଲାମ ଟାଇଟଲ୍ ଜିତିଲେ ସେ ଷ୍ଟେଫି ଗ୍ରାଫଙ୍କ ରେକର୍ଡକୁ ଅତିକ୍ରମ କରିଯିବେ।

ଅନ୍ୟପକ୍ଷରେର ଚେକ୍ ରିପବ୍ଲିକର ସାଫାରୋଭାଙ୍କର ଏହା ଥିଲା ପ୍ରଥମ ଗ୍ରାଣ୍ଡ ସ୍ଲାମ୍ ଫାଇନାଲରେ ଖେଳିବାର ଅନୁଭୁତି। ଆସନ୍ତାକାଲି ସେ ମହିଳା ଡବଲ୍ସର ଫାଇନାଲରେ ମଧ୍ୟ ଖେଳିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story