ଅଧିକ ବାଉଣ୍ଡରୀ ପାଇଁ ରାଜସ୍ଥାନକୁ ହରାଇଲା ଗୁଜରାଟ୍‌

ସୁରଟ: ସୟଦ ମୁସ୍ତାକ ଅଲୀ ଟି-୨୦ ଟୁର୍ଣ୍ଣାମେଣ୍ଟରେ କ୍ରିକେଟ୍‌ ପ୍ରେମୀ ସବୁଠାରୁ ରୋମାଞ୍ଚଭରା ମ୍ୟାଚ୍ ଦେଖିବାକୁ ପାଇଛନ୍ତି। ଏହି ମ୍ୟାଚ୍‌ରେ ଅଧିକ ବାଉଣ୍ଡରୀ ମାରିଥିବାରୁ ଗୁଜରାଟ୍ ପ୍ରତିପକ୍ଷ ରାଜସ୍ଥାନକୁ ପରାସ୍ତ କରିବାରେ ସକ୍ଷମ ହୋଇଛି। ପ୍ରଥମେ ଗୁଜରାଟ ଓ ରାଜସ୍ଥାନ ମଧ୍ୟରେ ଚାଲିଥିବା ମ୍ୟାଚ୍‌ ଟାଇ ହୋଇଥିଲା। ଫଳରେ ନିୟମ ଅନୁଯାୟୀ ସୁପର ଓଭର ମଧ୍ୟ ଖେଳାଯାଇଥିଲା। କିନ୍ତୁ ସୁପର ଓଭର୍‌ରେ ମଧ୍ୟ ଉଭୟ ଦଳ ସମାନ ସଂଖ୍ୟକ ରନ୍‌ କରିଥିଲେ। ଶେଷରେ ମ୍ୟାଚ୍‌ର ଫଳାଫଳ ପାଇଁ […]

f

f

Hemant Lenka
  • Published: Saturday, 23 February 2019
  • Updated: 23 February 2019, 02:36 PM IST

Sports

Latest News

ସୁରଟ: ସୟଦ ମୁସ୍ତାକ ଅଲୀ ଟି-୨୦ ଟୁର୍ଣ୍ଣାମେଣ୍ଟରେ କ୍ରିକେଟ୍‌ ପ୍ରେମୀ ସବୁଠାରୁ ରୋମାଞ୍ଚଭରା ମ୍ୟାଚ୍ ଦେଖିବାକୁ ପାଇଛନ୍ତି। ଏହି ମ୍ୟାଚ୍‌ରେ ଅଧିକ ବାଉଣ୍ଡରୀ ମାରିଥିବାରୁ ଗୁଜରାଟ୍ ପ୍ରତିପକ୍ଷ ରାଜସ୍ଥାନକୁ ପରାସ୍ତ କରିବାରେ ସକ୍ଷମ ହୋଇଛି।

ପ୍ରଥମେ ଗୁଜରାଟ ଓ ରାଜସ୍ଥାନ ମଧ୍ୟରେ ଚାଲିଥିବା ମ୍ୟାଚ୍‌ ଟାଇ ହୋଇଥିଲା। ଫଳରେ ନିୟମ ଅନୁଯାୟୀ ସୁପର ଓଭର ମଧ୍ୟ ଖେଳାଯାଇଥିଲା। କିନ୍ତୁ ସୁପର ଓଭର୍‌ରେ ମଧ୍ୟ ଉଭୟ ଦଳ ସମାନ ସଂଖ୍ୟକ ରନ୍‌ କରିଥିଲେ।

ଶେଷରେ ମ୍ୟାଚ୍‌ର ଫଳାଫଳ ପାଇଁ କେଉଁ ଦଳ କେତୋଟି ବାଉଣ୍ଡରୀ ମାରିଛି, ତାକୁ ଗଣା ଯାଇଥିଲେ। ଏଥିରେ ରାଜସ୍ଥାନ ଅପେକ୍ଷା ଗୁଜରାଟ ଅଧିକ ବାଉଣ୍ଡରୀ ମାରିଥିବା ଜଣାପଡ଼ିଥିଲା। ତେଣୁ ଗୁଜରାଟକୁ ବିଜୟୀ ଘୋଷଣା କରାଯାଇଛି।

ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍‌ରେ ୭ ୱିକେଟ୍‌ ହରାଇ ୧୪୩ ରନ୍‌ କରିଥିଲା। ଏହାର ଜବାବରେ ଗୁଜରାଟ ମଧ୍ୟ ୨୦ ଓଭର୍‌ରେ ୭ ୱିକେଟ୍‌ ହରାଇ ସାମନ ୧୪୩ ରନ୍‌ କରିଥିଲା।

ଏହାପରେ ସୁପର ଓଭର୍‌ ଖେଳା ଯାଇଥିଲା। ଏଥିରେ ଗୁଜରାଟ ପ୍ରଥମେ ବ୍ୟାଟିଂ କରି ଗୋଟିଏ ଓଭର୍‌ରେ ଗୋଟିଏ ୱିକେଟ୍‌ ହରାଇ ୪ ରନ୍‌ କରିଥିଲା। ଏହାର ଜବାବରେ ରାଜସ୍ଥାନ ମଧ୍ୟ ଗୋଟିଏ ଓଭର୍‌ରେ ୨ଟି ୱିକେଟ ହରାଇ ସମାନ ୪ ରନ୍‌ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story