'ଗଡ୍ ଅଫ୍ କ୍ରିକେଟ୍' @ ୪୭

ମୁମ୍ବାଇ: କ୍ରିକେଟ୍ କଥା ଯଦି ଉଠିବ, ତାହେଲେ ଏଥିରେ ସର୍ବପ୍ରଥମ ନାଁ ସଚିନ ତେନ୍ଦୁଲକରଙ୍କ ଆସିବ। ଯାହାଙ୍କୁ କ୍ରିକେଟପ୍ରେମୀ ଗଡ୍ ଅଫ୍ କ୍ରିକେଟ୍ ବା କ୍ରିକେଟର୍ ଭଗବାନର ଆଖ୍ୟା ଦେଇଛନ୍ତି। ଭାରତର ଏହି ସର୍ବକାଳୀନ ମହାନ୍ ବ୍ୟାଟ୍ସମ୍ୟାନ୍ ଆଜି ୪୭ ବର୍ଷ ବୟସରେ ପାଦ ଥାପିଛନ୍ତି। ୨୪ବର୍ଷରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିଥିବା ସଚିନ୍ ଚଳିତ ବର୍ଷ ନିଜର ଜନ୍ମଦିନ ପାଳନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି। ସାରା ବିଶ୍ୱରେ କରୋନାଭାଇରସର ପ୍ରକୋପକୁ ଆଖିଆଗରେ ରଖି […]

sachin

sachin

Ranjit Kumar Jena
  • Published: Friday, 24 April 2020
  • Updated: 24 April 2020, 01:02 PM IST

Sports

Latest News

ମୁମ୍ବାଇ: କ୍ରିକେଟ୍ କଥା ଯଦି ଉଠିବ, ତାହେଲେ ଏଥିରେ ସର୍ବପ୍ରଥମ ନାଁ ସଚିନ ତେନ୍ଦୁଲକରଙ୍କ ଆସିବ। ଯାହାଙ୍କୁ କ୍ରିକେଟପ୍ରେମୀ ଗଡ୍ ଅଫ୍ କ୍ରିକେଟ୍ ବା କ୍ରିକେଟର୍ ଭଗବାନର ଆଖ୍ୟା ଦେଇଛନ୍ତି। ଭାରତର ଏହି ସର୍ବକାଳୀନ ମହାନ୍ ବ୍ୟାଟ୍ସମ୍ୟାନ୍ ଆଜି ୪୭ ବର୍ଷ ବୟସରେ ପାଦ ଥାପିଛନ୍ତି। ୨୪ବର୍ଷରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିଥିବା ସଚିନ୍ ଚଳିତ ବର୍ଷ ନିଜର ଜନ୍ମଦିନ ପାଳନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି। ସାରା ବିଶ୍ୱରେ କରୋନାଭାଇରସର ପ୍ରକୋପକୁ ଆଖିଆଗରେ ରଖି ସଚିନ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ କ୍ରିକେଟପ୍ରେମୀ ହୁଅନ୍ତି କି କ୍ରିକେଟର, ସଚିନଙ୍କୁ ଶୁଭେଚ୍ଛା ଜଣାଇବାକୁ ପଛାଇ ନାହାନ୍ତି।

୧୯୮୯, ନଭେମ୍ବର ୧୫ ତାରିଖରେ ମାତ୍ର ୧୬ ବର୍ଷ ବୟସରେ ପାକିସ୍ତାନ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିବା ସଚିନ ଆଜି ଯେଉଁ କୀର୍ତ୍ତିମାନ ଅର୍ଜନ କରିଛନ୍ତି, ତାହା ହୁଏତ ବିଶ୍ୱର କୌଣସି ବ୍ୟାଟ୍ସମ୍ୟାନ୍ ହାସଲ କରିପାରିନାହାନ୍ତି। ସେହିବର୍ଷ ଅର୍ଥାତ୍ ୧୯୮୯, ଡିସେମ୍ବର ୧୮ ତାରିଖରେ ସଚିନ ଦିନିକିଆ ପଦାର୍ପଣ ମଧ୍ୟ କରିଥିଲେ। ଡିସେମ୍ବର, ୨୦୧୨ରେ ଦିନିକିଆ କ୍ରିକେଟରୁ ଏବଂ ଅକ୍ଟୋବର, ୨୦୧୩ରେ ଟି-୨୦ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ ସଚିନ୍। କିନ୍ତୁ ନଭେମ୍ବର ୧୩, ୨୦୧୨ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ନିଜର ୨୦୦ତମ ଟେଷ୍ଟ ମ୍ୟାଚ୍ ଖେଳିବା ପରେ ସଚିନ କ୍ରିକେଟର ସବୁ ଫର୍ମାଟକୁ ଗୁଡବାଏ କହିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ସଚିନଙ୍କ ନାଁରେ ମୋଟ ୩୪,୩୫୭ ରନ୍ ରହିଛି। ସଚିନ ୨୦୦ ଟେଷ୍ଟରେ ୧୫,୯୨୧ ରନ୍‌, ୪୬୩ ଦିନିକିଆରେ ୧୮୪୨୬ ରନ୍ ଏବଂ ଏକମାତ୍ର ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ୧୦ ରନ୍ କରିଛନ୍ତି।

ସଚିନ୍ ଅନ୍ତର୍ଜାତୀୟ କ୍ରିକେଟରେ ଏଭଳି କିଛି ରେକର୍ଡ ସ୍ଥାପନ କରିଥିଲେ, ଯାହା ପୂର୍ବରୁ କୌଣସି ବ୍ୟାଟ୍ସମ୍ୟାନ୍ କରିନଥିଲେ। ଫେବୃଆରୀ ୨୪, ୨୦୧୦ରେ ଗ୍ୱାଲିଅରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସଚିନ ୧୪୭ ବଲରେ ଅପରାଜିତ ୨୦୦ ରନ୍ କରିଥିଲେ। ଏହା ମଧ୍ୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ କୌଣସି ବ୍ୟାଟ୍ସମ୍ୟାନଙ୍କ ପକ୍ଷେ ପ୍ରଥମ ଦ୍ୱିଶତକ ଥିଲା।

ଏହାବାଦ୍ ମାର୍ଚ୍ଚ ୧୬, ୨୦୧୨ରେ ସଚିନ ବିଶ୍ୱର ପ୍ରଥମ କ୍ରିକେଟର୍ ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୧୦୦ତମ ଶତକ ମାରିବାର ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ। କିନ୍ତୁ ସଚିନଙ୍କ ଏହି ଐତିହାସିକ ଶତକରେ ଭାରତ ପରାସ୍ତ ହୋଇଥିଲା। ବାଂଲାଦେଶ ବିପକ୍ଷ ଏହି ମ୍ୟାଚରେ ସଚିନ ୧୪୭ ବଲରେ ୧୧୪ ରନ୍ କରିବାକୁ ସକ୍ଷମ ହୋଇଥିଲେ। ଏହାଛଡ଼ା ସଚିନ ଭାରତ ପକ୍ଷରୁ ୬ଟି ବିଶ୍ୱକପରେ ପ୍ରତିନିଧିତ୍ୱ କରିଛନ୍ତି। କିନ୍ତୁ ୨୦୧୧ରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଶ୍ରୀଲଙ୍କାକୁ ହରାଇ ଭାରତ ବିଶ୍ୱ ବିଜେତା ହୋଇଥିଲା। ଏଥିସହ ସଚିନଙ୍କର ବିଶ୍ୱକପ୍ ଜିତିବା ସ୍ୱପ୍ନ ମଧ୍ୟ ସାକାର ହୋଇଥିଲା।

ଆଇସିସି ତା'ର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲରେ ସଚିନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛି। ଆଇସିସି ଟ୍ୱିଟ୍ କରିଛି, ଦୁନିଆର ସର୍ବକାଳୀନ ମହାନ ବ୍ୟାଟ୍ସମ୍ୟାନ୍ ସଚିନ୍ ତେନ୍ଦୁଲକରଙ୍କୁ ଜନ୍ମଦିନର ଅଭିନନ୍ଦନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story