ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ପାଇଁ ହୀନା ଓ ଅଙ୍କୁରଙ୍କ ନାଁ ସୁପାରିସ୍

ନୂଆଦିଲ୍ଲୀ: ଭାରତୀୟ ଜାତୀୟ ରାଇଫଲ୍ ସଂଘ (ଏନଆରଏଆଇ) ମହିଳା ଶୁଟର୍ ହୀନା ସିଦ୍ଧୁ ଓ ଅଙ୍କୁର ମିତ୍ତଲଙ୍କ ନାମ ସମ୍ମାନଜନକ ରାଜୀବ ଗାନ୍ଧି ‘ଖେଳ ରତ୍ନ’ ପାଇଁ ସୁପାରିସ୍ କରିଛି। ଏସିଆନ୍ ଗେମ୍ସର ବ୍ରୋଞ୍ଜ ପଦକ ବିଜେତା ହୀନା ପ୍ରଥମ ଭାରତୀୟ ମହିଳା ଭାବେ ୨୦୧୩ରେ ଆଇଏସଏସଏଫ୍ ୱାର୍ଲ୍ଡ କପ୍ ଫାଇନାଲରେ ୧୦ ମିଟର୍ ଏୟାର ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହାଛଡ଼ା ୨୯ ବର୍ଷୀୟ ହୀନା ମହିଳାଙ୍କ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ […]

heena

heena

Hemant Lenka
  • Published: Monday, 29 April 2019
  • Updated: 29 April 2019, 06:10 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ଜାତୀୟ ରାଇଫଲ୍ ସଂଘ (ଏନଆରଏଆଇ) ମହିଳା ଶୁଟର୍ ହୀନା ସିଦ୍ଧୁ ଓ ଅଙ୍କୁର ମିତ୍ତଲଙ୍କ ନାମ ସମ୍ମାନଜନକ ରାଜୀବ ଗାନ୍ଧି 'ଖେଳ ରତ୍ନ' ପାଇଁ ସୁପାରିସ୍ କରିଛି।

ଏସିଆନ୍ ଗେମ୍ସର ବ୍ରୋଞ୍ଜ ପଦକ ବିଜେତା ହୀନା ପ୍ରଥମ ଭାରତୀୟ ମହିଳା ଭାବେ ୨୦୧୩ରେ ଆଇଏସଏସଏଫ୍ ୱାର୍ଲ୍ଡ କପ୍ ଫାଇନାଲରେ ୧୦ ମିଟର୍ ଏୟାର ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ଏହାଛଡ଼ା ୨୯ ବର୍ଷୀୟ ହୀନା ମହିଳାଙ୍କ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ରୌପ୍ୟ ଓ ୨୫ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ୨୦୧୪ରେ ତାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

ଅନ୍ୟପକ୍ଷରେ ଅଙ୍କୁର ୨୦୧୮ରେ ଦକ୍ଷିଣ କୋରିଆର ଚାଙ୍ଗୱନଠାରେ ଆୟୋଜିତ ଆଇଏସଏସଏଫ୍ ୱାର୍ଲ୍ଡ ଶୁଟିଂ ଚାମ୍ପିଅନଶିପର ଡବଲ୍ ଟ୍ରାପରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହାବ୍ୟତୀତ ସେ ୨୦୧୭ ୱାର୍ଲ୍ଡ ଚାମ୍ପିଅନଶିପରେ ରୌପ୍ୟ ପଦକ ନିଜ ନାମରେ କରିଥିଲେ। ଅଙ୍କୁରଙ୍କୁ ଗତବର୍ଷ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା।

ଏହାବ୍ୟତୀତ ଏନଆରଏଆଇ ଅର୍ଜୁନ ପୁରସ୍କାର ପାଇଁ ଅଞ୍ଜୁମ ମୁଗଦିଲ୍, ଶାହଜାର ରିଜବୀ ଓ ଓମପ୍ରକାଶ ମିଥରୱାଲଙ୍କ ନାମ ସୁପାରିସ କରିଛି। ତେବେ ଦ୍ରୋଣାଚାର୍ଯ୍ୟ ପାଇଁ ଯଶପାଲ୍ ରାଣା ଓ ରୋନକ୍ ପଣ୍ଡିତଙ୍କ ନାମରେ ସୁପାରିସ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story