ହଂକଂ ଓପନ: ସିନ୍ଧୁ ଓ ସାଇନାଙ୍କ ଉପରେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ: ଏକାଧିକ ବଡ଼ ବଡ଼ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରୁ ବିଦାୟ ନେଉଥିବା ଭାରତର ଦୁଇ ମହିଳା ଷ୍ଟାର ଶଟଲର ପିଭି ସିନ୍ଧୁ ଏବଂ ସାଇନା ନେହ୍ୱାଲଙ୍କ ଉପରେ ଏବେ ସମସ୍ତଙ୍କ ନଜର। ଆସନ୍ତାକାଲିଠାରୁ ହଂକଂ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ସେଥିରେ ଏହି ଦୁଇ ଖେଳାଳି କେମିତି ପ୍ରଦର୍ଶନ କରୁଛନ୍ତି, ତାହା ଏବେ ସମସ୍ତଙ୍କର ଫୋକସରେ ରହିଛି। ଅନ୍ୟପକ୍ଷରେ ପୁରୁଷ ଡବଲ୍ସରେ ଦମଦାର ପ୍ରଦର୍ଶନ କରିଥିବା ଭାରତୀୟ ଯୋଡ଼ି ସାତ୍ତ୍ୱିକସାଇରାଜ ଓ […]

qe

qe

Hemant Lenka
  • Published: Monday, 11 November 2019
  • Updated: 11 November 2019, 06:11 PM IST

Sports

Latest News

ନୂଆଦିଲ୍ଲୀ: ଏକାଧିକ ବଡ଼ ବଡ଼ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରୁ ବିଦାୟ ନେଉଥିବା ଭାରତର ଦୁଇ ମହିଳା ଷ୍ଟାର ଶଟଲର ପିଭି ସିନ୍ଧୁ ଏବଂ ସାଇନା ନେହ୍ୱାଲଙ୍କ ଉପରେ ଏବେ ସମସ୍ତଙ୍କ ନଜର। ଆସନ୍ତାକାଲିଠାରୁ ହଂକଂ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ସେଥିରେ ଏହି ଦୁଇ ଖେଳାଳି କେମିତି ପ୍ରଦର୍ଶନ କରୁଛନ୍ତି, ତାହା ଏବେ ସମସ୍ତଙ୍କର ଫୋକସରେ ରହିଛି।

ଅନ୍ୟପକ୍ଷରେ ପୁରୁଷ ଡବଲ୍ସରେ ଦମଦାର ପ୍ରଦର୍ଶନ କରିଥିବା ଭାରତୀୟ ଯୋଡ଼ି ସାତ୍ତ୍ୱିକସାଇରାଜ ଓ ଚିରାଗ ସେଟ୍ଟୀ ହଂକଂ ଓପନରେ ପଦକ ଜିତିବେ ବୋଲି ସମସ୍ତେ ଆଶା ରଖିଛନ୍ତି। ବିଶ୍ୱର ୯ନଂ ସ୍ଥାନରେ ଥିବା ଚିରାଗ ଓ ସାତ୍ତ୍ୱିକସାଇରାଜ ଫ୍ରେଞ୍ଚ ଓପନ ଫାଇନାଲରେ ପ୍ରବେଶ କରିଥିବା ବେଳେ ଚାଇନା ଓପନର ସେମିରେ ଲଢ଼େଇ କରି ପରାସ୍ତ ହୋଇଥିଲେ। ତେଣୁ ସେମାନେ ହଂକଂ ଓପନରେ ଭଲ ପ୍ରଦର୍ଶନ କରିବେ ବୋଲି ସମସ୍ତେ ଆଶା ରଖିଛନ୍ତି।

ଅଗଷ୍ଟ ମାସରେ ଶେଷ ହୋଇଥିବା ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ରେ ସିନ୍ଧୁ ବିଜେତା ହୋଇଥିଲେ। ହେଲେ ସେବେଠାରୁ ସେ ଆଦୌ ଭଲ ପ୍ରଦର୍ଶନ କରିପାରି ନାହାନ୍ତି। ଫ୍ରେଞ୍ଚ ଓପନର କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଥିବା ସିନ୍ଧୁ ଚାଇନା ଓପନର ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇଥିଲେ।

ସାଇନା ମଧ୍ୟ ଇଣ୍ଡୋନେସିଆ ମାଷ୍ଟର ଚାମ୍ପିୟନ ଠାରୁ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖିଛନ୍ତି। ସେ ଫ୍ରେଞ୍ଚ ଓ ଚାଇନା ଓପନର ପ୍ରଥମ ପର୍ଯ୍ୟାୟରୁ ହିଁ ବିଦାୟ ନେଇଛନ୍ତି। ତେଣୁ ଏମାନେ ହଂକଂ ଓପନରେ ଭଲ ପ୍ରଦର୍ଶନ କରିବେ ବୋଲି ସମସ୍ତେ ଆଶା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story