ନୂଆଦିଲ୍ଲୀ: ଇଣ୍ଟରନ୍ୟାଶନାଲ୍ ଆସୋସିଏସନ୍ ଅଫ୍ ଆଥଲେଟିକ୍ସ ଫେଡେରେସନ୍ (ଆଇଏଏଏଫ୍)କୁ ଏବେ ୱାର୍ଲ୍ଡ ଆଥଲେଟିକ୍ସ ନାଁରେ ସମ୍ବୋଧିତ କରାଯିବ। ଏହି ଅନ୍ତର୍ଜାତୀୟ ସ୍ପୋର୍ଟ୍ସ ଗଭର୍ଣ୍ଣିଂ ବଡି କେବଳ ତା'ର ଟ୍ୱିଟର୍ ହ୍ୟାଣ୍ଡଲ୍ ନାଁ ପରିବର୍ତ୍ତନ କରିନାହିଁ, ବରଂ ତା'ର ଅଫିସିଆଲ୍ ୱେବସାଇଟର ୟୁଆରଏଲ୍ ମଧ୍ୟ ପରିବର୍ତ୍ତନ କରିଛି।
ୱେବସାଇଟରେ ଉଲ୍ଲେଖ ହୋଇଛି, ନୂଆ ୱାର୍ଲ୍ଡ ଆଥଲେଟିକ୍ସ ୱେବସାଇଟକୁ ଆପଣଙ୍କୁ ସ୍ୱାଗତ କରୁଛୁ। ଏହା ଏଭଳି ଏକ ସ୍ଥାନ, ଯେଉଁଠାରେ ଆପଣଙ୍କୁ ସବୁ ଖେଳର ସୂଚନା ମିଳିଛି। ଆମେ ଆପଣଙ୍କ ପାଇଁ ଖେଳାଳି ଏବଂ ଖେଳର ନୂଆ ଫିଚର୍ସ ଆଣିବୁ। ଏହାବ୍ୟତୀତ ଖେଳ ସହ ଜଡ଼ିତ ସବୁ ତଥ୍ୟ ଖୋଜିବାରେ ସହଜ ମଧ୍ୟ ହେବ।
ସେହିପରି ୱାର୍ଲ୍ଡ ଆଥଲେଟିକ୍ସ ଲେଖିଛି ଯେ, ଏଠାରେ ଆପଣଙ୍କୁ ଖେଳକୁ ନେଇ ଜଡ଼ିତ ଖବର, ଏହାର ନିୟମ, ଐତିହାସିକ ରେକର୍ଡ ଏବଂ ଏଭଳି ଫିଚର୍ ମିଳିବ, ଯାହା ସମସ୍ତଙ୍କୁ ସକ୍ରିୟ ରହିବା ପାଇଁ ପ୍ରେରିତ କରିବ। ଆଗାମୀ ଦିନ ଗୁଡ଼ିକରେ ଆମେବ ଆହୁରି କଣ୍ଟେଟ୍ ଯୋଡ଼ିବୁ ଏବଂ ଏଥିରେ ସୁଧାର ମଧ୍ୟ ଆଣିବୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
DMK ଶାସନର ଅନ୍ତ ନ ହେବା ଯାଏ ଚପଲ ପିନ୍ଧିବେନି ଆନ୍ନାମଲାଇ: କହିଲେ- ୬ଥର ଜାବୁକ ମାରିହେବି
ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିରୁ ଡିଏମକେ ସରକାର ବିପର୍ଯ୍ୟସ୍ତ କରି ଦେଇଥିବା ଅଭିଯୋଗ କରି ଆନ୍ନାମଲାଇ ବଡ଼ ଘୋଷଣା କରିଛନ୍ତି।
National
ବାଜପେୟୀଙ୍କ ସ୍ମୃତିପୀଠରେ ‘ରଘୁପତି ରାଘବ’କୁ ନେଇ ବିବାଦ: ସରି କହିଲେ ସିଙ୍ଗର୍
କାର୍ଯ୍ୟକ୍ରମ ବେଳେ ଗାୟିକା ଦେବୀ ଷ୍ଟେଜ ଉପରେ ମହାତ୍ମା ଗାନ୍ଧିଙ୍କ ସହ ଜଡ଼ିତ ରଘୁପତି ରାଘବ ରାଜା ରାମ ଗୀତ ଗାଇବା ଆରମ୍ଭ କରିଥିଲେ। ତେବେ ଏହାକୁ ସେଠାରେ ଉପସ୍ଥିତ କିଛି ଲୋକ ବିରୋଧ କରିଥିଲେ।
National
କିନ୍ନରଙ୍କୁ ପ୍ରେମ ବିବାହ କରିବାକୁ ନିଷ୍ପତ୍ତି ନେଲା ପୁଅ, ଜୀବନ ହାରିଦେଲେ ବାପା-ମା’
ଘରର ଏକମାତ୍ର ପୁଅର ଏପରି କିନ୍ନର ପ୍ରେମକୁ ବାପା ମା’ ବିରୋଧ କରିଥିଲେ। ସେମାନେ ପୁଅକୁ ବୁଝାସୁଝା ମଧ୍ୟ କରିଥିଲେ।
National
ସେଲେବ୍ରିଟିମାନେ ଫ୍ୟାନ୍ମାନଙ୍କୁ ନିୟନ୍ତ୍ରଣରେ ରଖିବା ଦରକାର: ରେବନ୍ତ ରେଡ୍ଡୀ
ଅଲ୍ଲୁ ଅର୍ଜୁନଙ୍କ ବାପା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ ଭେଟିଛନ୍ତି। ତାଙ୍କ ସହ ଟଲିଉଡ ଇଣ୍ଡଷ୍ଟ୍ରିର ଅଧିକାଂଶ କଳାକାର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରିଛନ୍ତି।
National
ଅଳ୍ପକେ ବର୍ତ୍ତିଲେ ଶିଶୁ, ହେଲିକପ୍ଚର ରାଇଡ୍ ଚାଲିଥିବା ସମୟରେ ଖୋଲିଗଲା ଡୋର୍
ମେଳାରେ ଛୋଟ ପିଲାଙ୍କ ପାଇଁ ଉର୍ଦ୍ଧିଷ୍ଟ ଥିବା ହେଲିକପ୍ଚର ରାଇଡ ଚାଲିଥିବା ସମୟରେ ଖୋଲିଗଲା ଡୋର୍।