ସୋମବାରରୁ ଆରମ୍ଭ ହେବ ଆଇଟିଏଫ୍‌ ଜୁନିଅର ଟେନିସ ଚାମ୍ପିଅନସିପ୍‌

କୋଲକାତା: ଆନ୍ତର୍ଜାତିକ ଟେନିସ୍‌ ଫେଡେରେସନ (ଆଇଟିଏଫ୍‌) ଜୁନିଅର ଚାମ୍ପିଅନସିପ୍‌ ଆସନ୍ତା ସୋମବାରଠାରୁ ଆରମ୍ଭ ହେବ। ଡାକସିନ୍‌ କଲିକତା ସଂସଦ (ଡିକେଏସ୍‌) ସ୍ପୋର୍ଟ୍ସ କମ୍ପେକ୍ସରେ ସବୁ ମ୍ୟାଚ୍‌ ଖେଳାଯିବ। ଏଥିରେ ୧୪ଟି ଦେଶର ଖେଳାଳି ଅଂଶଗ୍ରହଣ କରୁଛନ୍ତି। ଚାମ୍ପିଅନସିପ୍‌ରେ ସିଙ୍ଗିଲ୍ସ ବିଜେତା ୬୦ ରେଟିଂ ଏବଂ ଡବଲ୍ସ ବିଜେତା ୫୦ ରେଟିଂ ପଏଣ୍ଟ ପାଇବେ। ସେହିପରି ସିଙ୍ଗିଲ୍ସ ଉପବିଜେତା ୪୫ ଏବଂ ଡବଲ୍ସ ଉପବିଜେତା ୩୦ ରେଟିଂ ପଏଣ୍ଟ ପାଇବେ। ନ୍ୟାସନାଲ ଚାମ୍ପିଅନ ନିତିନ୍‌ ସିଂହ୍ନାଙ୍କ ନେତୃତ୍ୱରେ ଭାରତ […]

Nitin-Sinha

Nitin-Sinha

Rakesh Mallick
  • Published: Friday, 13 January 2017
  • Updated: 13 January 2017, 07:39 PM IST

Sports

Latest News

କୋଲକାତା: ଆନ୍ତର୍ଜାତିକ ଟେନିସ୍‌ ଫେଡେରେସନ (ଆଇଟିଏଫ୍‌) ଜୁନିଅର ଚାମ୍ପିଅନସିପ୍‌ ଆସନ୍ତା ସୋମବାରଠାରୁ ଆରମ୍ଭ ହେବ। ଡାକସିନ୍‌ କଲିକତା ସଂସଦ (ଡିକେଏସ୍‌) ସ୍ପୋର୍ଟ୍ସ କମ୍ପେକ୍ସରେ ସବୁ ମ୍ୟାଚ୍‌ ଖେଳାଯିବ। ଏଥିରେ ୧୪ଟି ଦେଶର ଖେଳାଳି ଅଂଶଗ୍ରହଣ କରୁଛନ୍ତି।

ଚାମ୍ପିଅନସିପ୍‌ରେ ସିଙ୍ଗିଲ୍ସ ବିଜେତା ୬୦ ରେଟିଂ ଏବଂ ଡବଲ୍ସ ବିଜେତା ୫୦ ରେଟିଂ ପଏଣ୍ଟ ପାଇବେ। ସେହିପରି ସିଙ୍ଗିଲ୍ସ ଉପବିଜେତା ୪୫ ଏବଂ ଡବଲ୍ସ ଉପବିଜେତା ୩୦ ରେଟିଂ ପଏଣ୍ଟ ପାଇବେ।

ନ୍ୟାସନାଲ ଚାମ୍ପିଅନ ନିତିନ୍‌ ସିଂହ୍ନାଙ୍କ ନେତୃତ୍ୱରେ ଭାରତ ଚାମ୍ପିଅନସିପ୍‌କୁ ଯିବ। ନିତିନଙ୍କ ସହ ପ୍ରତିକ୍ଷୀତ ସୋମାନୀ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ।

ଚାମ୍ପିଅନସିପ୍‌ରେ ଭାରତ ସମେତ ୟୁଏସ୍‌ଏ, ଚାଇନିଜ୍‌ ତାଇପେଇ, କ୍ରୋଟିଆ, କାଜିକସ୍ତାନ, ଫିଲିଫାଇନ୍ସ, ଥାଇଲ୍ୟାଣ୍ଡ, ଇଣ୍ଡୋନେସିଆ, କୋରିଆ, ବେଲଜିୟମ, ରୁଷିଆ, ୟୁଜବେକିସ୍ତାନ, ପାକିସ୍ତାନ, ସିରିଆ ଅଂଶଗ୍ରହଣ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story