ଆଇସିସି ଚାମ୍ପିୟନ୍ସ ଟ୍ରଫି ପାଇଁ ପୁରସ୍କାର ରାଶି ବୃଦ୍ଧି: ବିଜେତାକୁ ମିଳିବ ୧୪କୋଟି

ନୂଆଦିଲ୍ଲୀ: ମିନି ବିଶ୍ୱକପ କୁହାଯାଉଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫି ଆସନ୍ତା ଜୁନ୍‌ ୧ତାରିଖ ଠାରୁ ଇଂଲଣ୍ଡରେ ଆରମ୍ଭ ହେବାକୁ ଯାଉଛି। ଏହି ଚାମ୍ପିୟନ୍ସଟ୍ରଫି ପାଇଁ ଆଇସିସି ପୁରସ୍କାର ରାଶି ଘୋଷଣା କରିଛି। ଯେଉଁଥିରେ ବିଜେତା ଟିମ୍‌କୁ ୧୪କୋଟି ଟଙ୍କା ପ୍ରଦାନ କରାଯିବ। ଚଳିତ ପ୍ରତିଯୋଗିତାରେ ପୁରସ୍କାର ରାଷି ପୂର୍ବ ବର୍ଷ ଅପେକ୍ଷା ଅଧା ମିଲିୟନ ଡଲାର ବୃଦ୍ଧି କରାଯାଇଛି। ଅନ୍ୟପଟେ ରନର୍ସପ୍‌ ଟିମ୍‌କୁ ୭କୋଟିରୁ ଉର୍ଦ୍ଧ ଟଙ୍କା ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି। ବିଶ୍ୱକପ ପରେ ଆଇସିସିର […]

icc

icc

Rakesh Mallick
  • Published: Sunday, 14 May 2017
  • Updated: 14 May 2017, 04:35 PM IST

Sports

Latest News

ନୂଆଦିଲ୍ଲୀ: ମିନି ବିଶ୍ୱକପ କୁହାଯାଉଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫି ଆସନ୍ତା ଜୁନ୍‌ ୧ତାରିଖ ଠାରୁ ଇଂଲଣ୍ଡରେ ଆରମ୍ଭ ହେବାକୁ ଯାଉଛି। ଏହି ଚାମ୍ପିୟନ୍ସଟ୍ରଫି ପାଇଁ ଆଇସିସି ପୁରସ୍କାର ରାଶି ଘୋଷଣା କରିଛି। ଯେଉଁଥିରେ ବିଜେତା ଟିମ୍‌କୁ ୧୪କୋଟି ଟଙ୍କା ପ୍ରଦାନ କରାଯିବ। ଚଳିତ ପ୍ରତିଯୋଗିତାରେ ପୁରସ୍କାର ରାଷି ପୂର୍ବ ବର୍ଷ ଅପେକ୍ଷା ଅଧା ମିଲିୟନ ଡଲାର ବୃଦ୍ଧି କରାଯାଇଛି। ଅନ୍ୟପଟେ ରନର୍ସପ୍‌ ଟିମ୍‌କୁ ୭କୋଟିରୁ ଉର୍ଦ୍ଧ ଟଙ୍କା ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି।

ବିଶ୍ୱକପ ପରେ ଆଇସିସିର ଏହା ଦ୍ୱିତୀୟ ସର୍ବଶ୍ରେଷ୍ଠ ଟୁର୍ଣ୍ଣାମେଣ୍ଟ। ଏହି ପ୍ରତିଯୋଗିତାରେ ମୋଟ୍‌ ୪.୫ ମିଲିୟନ ଡଲାର ଖର୍ଚ୍ଚ କରାଯିବ। ଭାରତ ତାର ପ୍ରଥମ ମ୍ୟାଚ୍‌ ପାକିସ୍ତାନ ବିପକ୍ଷରେ ଜୁନ୍‌ ୪ ତାରିଖରେ ଖେଳିବ।

News Picture Courtesy – aajtak

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story