ବିଶ୍ୱକପ୍‌ ଟି-୨୦: ଭାରତ-ପାକ୍‌ ମ୍ୟାଚ୍ ଧର୍ମଶାଳାରେ ହିଁ ହେବ

ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ୱକପ୍‌ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ଧର୍ମଶାଳାରେ ହିଁ ଖେଳା ଯିବ ବୋଲି ଗୁରୁବାର ବିସିସିଆଇ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି। ଏ ସଂପର୍କରେ ସୂଚନା ଦେଇ ବିସିସିଆଇ ସଚିବ ଅନୁରାଗ ଠାକୁର କହିଛନ୍ତି ଯେ ଏହି ବହୁ ପ୍ରତିକ୍ଷିତ ମ୍ୟାଚ୍‌ଟି ପୂର୍ବ ନିର୍ଦ୍ଧାରିତ ମ୍ୟାଚ୍‌ ସୂଚୀ ଅନୁଯାୟୀ ମାର୍ଚ୍ଚ ୧୯ ତାରିଖରେ ଧର୍ମଶାଳାରେ ହିଁ ଖେଳା ଯିବ। ଅନୁରାଗ କହିଛନ୍ତି,“ମାର୍ଚ୍ଚ ୧୯ ତାରିଖରେ ଭାରତ-ପାକିସ୍ତାନ ମୁକାବିଲା ହିମାଚଳ […]

anurag_thakur

anurag_thakur

Rakesh Mallick
  • Published: Thursday, 03 March 2016
  • Updated: 03 March 2016, 12:30 PM IST

Sports

Latest News

anurag_thakurନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ୱକପ୍‌ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ଧର୍ମଶାଳାରେ ହିଁ ଖେଳା ଯିବ ବୋଲି ଗୁରୁବାର ବିସିସିଆଇ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି। ଏ ସଂପର୍କରେ ସୂଚନା ଦେଇ ବିସିସିଆଇ ସଚିବ ଅନୁରାଗ ଠାକୁର କହିଛନ୍ତି ଯେ ଏହି ବହୁ ପ୍ରତିକ୍ଷିତ ମ୍ୟାଚ୍‌ଟି ପୂର୍ବ ନିର୍ଦ୍ଧାରିତ ମ୍ୟାଚ୍‌ ସୂଚୀ ଅନୁଯାୟୀ ମାର୍ଚ୍ଚ ୧୯ ତାରିଖରେ ଧର୍ମଶାଳାରେ ହିଁ ଖେଳା ଯିବ।

ଅନୁରାଗ କହିଛନ୍ତି,“ମାର୍ଚ୍ଚ ୧୯ ତାରିଖରେ ଭାରତ-ପାକିସ୍ତାନ ମୁକାବିଲା ହିମାଚଳ ପ୍ରଦେଶ କ୍ରିକେଟ୍ ସଂଘର ଷ୍ଟାଡିୟମରେ ହେବ। ବିସିସିଆଇ ପକ୍ଷରୁ ଏହା ସୁନିଶ୍ଚିତ। ଏନେଇ ଗତକାଲି ମୁଁ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ବୀରଭନ୍ଦ୍ର ସିଂହଙ୍କ ସହିତ ବିସ୍ତୃତ ଆଲୋଚନା କରିଛି। ଏହି ମ୍ୟାଚ୍‌ ଆୟୋଜନ ନେଇ ଉପୁଜିଥିବା ପ୍ରତିବନ୍ଧକଗୁଡ଼ିକୁ ହଟାଇବା ପାଇଁ ସେ ପ୍ରସ୍ତୁତ ଥିବା ଆଲୋଚନା ବେଳେ କହିଥିଲେ। ହିମାଚଳ ପ୍ରଦେଶ ସରକାର ଆଉ ଦିନେ ଦୁଇ ଦିନ ମଧ୍ୟରେ ତାଙ୍କର ପକ୍ଷ ସ୍ପଷ୍ଟ କରିବେ। ମ୍ୟାଚକୁ ବିରୋଧ କରୁଥିବା ପକ୍ଷଗୁଡ଼ିକୁ ସେ ବୁଝାଇବାକୁ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।”

ଅନୁରାଗ କହିଛନ୍ତି ଯେ ମାର୍ଚ୍ଚ ୧୯ ତାରିଖରେ ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ଏକ ବିଶ୍ୱକପ୍ ମ୍ୟାଚ୍। ତେଣୁ ଏହାର ଦେଶର ସମ୍ମାନ ସହିତ ବି ଜଡ଼ିତ। ସେ ଏ କଥା ବି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି। ସେ କହିଛନ୍ତି,“ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ବେଳେ ମୁଁ କହିଥିଲି ଯେ ଦେଶରେ ଘଟୁଥିବା ଆତଙ୍କବାଦୀ କାର୍ଯ୍ୟକଳାପ ଯୋଗୁଁ ପାକିସ୍ତାନ ସହିତ ଦ୍ୱିପାକ୍ଷିକ ସିରିଜ୍ ଖେଳିବା ସପକ୍ଷରେ ନାହିଁ ବିସିସିଆଇ। କିନ୍ତୁ ମାର୍ଚ୍ଚ ୧୯ରେ ଏହି ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌ ହେଉଛି ଏକ ବିଶ୍ୱକପ୍ ମ୍ୟାଚ୍। ତେଣୁ ଏହା ଆମ ଦେଶର ସମ୍ମାନର ପ୍ରଶ୍ନ।”

ହିମାଚଳ ପ୍ରଦେଶ ସରକାର ଏହି ମ୍ୟାଚ୍ ନେଇ ସବୁ ପ୍ରକାର ସହାୟତା ଯୋଗାଇବା ଏବଂ ଏନେଇ ଅର୍ଦ୍ଧସାମରିକ ବଳର ସହଯୋଗ ଲୋଡ଼ା ପଡ଼ିବ ନାହିଁ ବୋଲି ସେ ଆଶାବାଦୀ ଥିବା କହିଛନ୍ତି ଅନୁରାଗ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story