ଆଇସିସି ଟେଷ୍ଟ ମାନ୍ୟତା: ଟପ୍ ଟେନରେ ବିରାଟ

ଦୁବାଇ: ଆଇସିସି ପକ୍ଷରୁ ଟେଷ୍ଟ ବ୍ୟାଟ୍ସମ୍ୟାନ୍ ଓ ବୋଲର ମାନଙ୍କର ସଦ୍ୟ ମାନତ୍ୟ ଜାରି କରାଯାଇଛି। ଏଥିରେ ଭାରତରୁ କେବଳ ଅଧିନାୟକ ବିରାଟ କୋହଲି ଟପ୍ ଟେନ୍ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଜାଗା ବନାଇ ପାରିଛନ୍ତି। ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଲଡର୍ସରେ ପ୍ରଥମ ଟେଷ୍ଟ ଶେଷ ହେବା ପରେ ଆଇସିସି ପକ୍ଷରୁ ଏହି ସୂଚୀ ଜାରି କରାଯାଇଛି। ବିରାଟ ଟପ୍ ଟେନ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସ୍ଥାନ ପାଇଥିବା ବେଳେ ମୂରଲୀ ବିଜୟ ମାନତ୍ୟ ତାଲିକାର ୨୪ ନମ୍ବର […]

ViratKohli

ViratKohli

Rakesh Mallick
  • Published: Thursday, 28 May 2015
  • Updated: 28 May 2015, 03:00 AM IST

Sports

Latest News

ଦୁବାଇ: ଆଇସିସି ପକ୍ଷରୁ ଟେଷ୍ଟ ବ୍ୟାଟ୍ସମ୍ୟାନ୍ ଓ ବୋଲର ମାନଙ୍କର ସଦ୍ୟ ମାନତ୍ୟ ଜାରି କରାଯାଇଛି। ଏଥିରେ ଭାରତରୁ କେବଳ ଅଧିନାୟକ ବିରାଟ କୋହଲି ଟପ୍ ଟେନ୍ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଜାଗା ବନାଇ ପାରିଛନ୍ତି। ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଲଡର୍ସରେ ପ୍ରଥମ ଟେଷ୍ଟ ଶେଷ ହେବା ପରେ ଆଇସିସି ପକ୍ଷରୁ ଏହି ସୂଚୀ ଜାରି କରାଯାଇଛି। ବିରାଟ ଟପ୍ ଟେନ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସ୍ଥାନ ପାଇଥିବା ବେଳେ ମୂରଲୀ ବିଜୟ ମାନତ୍ୟ ତାଲିକାର ୨୪ ନମ୍ବର ସ୍ଥାନରେ ରହିଛନ୍ତି। ସେହିପରି ଚେତେଶ୍ୱର ପୂଜାରା ୨୫ ଓ ଆଜିଙ୍କ୍ୟ ରାହାଣେ ୨୬ ନମ୍ବର ସ୍ଥାନରେ ରହିଛନ୍ତି।

ଟେଷ୍ଟ୍ ବୋଲର ସୂଚୀର ଟପ୍ ଟେନରେ କୌଣସି ଭାରତୀୟ ବୋଲର ସ୍ଥାନ ପାଇ ନାହାନ୍ତି। ରବିଚନ୍ଦ୍ରନ ଅଶ୍ୱିନୀ ୧୩ ତମ ସ୍ଥାନରେ ରହିଛନ୍ତି। ଆଉ ଏହା ସହିତ ସେ ଟେଷ୍ଟରେ ଭାରତର ନମ୍ବର ୧ ବୋଲର ବନି ଯାଇଛନ୍ତି।

ଟେଷ୍ଟ୍ ଅଲରାଉଣ୍ଡର ତାଲିକାର ଟପ୍ ଟେନରେ ରବିଚନ୍ଦ୍ରନ ଅଶ୍ୱିନୀ ନିଜ ସ୍ଥାନ ବଜାୟ ରଖିଛନ୍ତି। ସେ ପୂର୍ବବତ ୩ ନମ୍ବର ସ୍ଥାନରେ ରହିଛନ୍ତି।

ଆଇସିସିର ଏହି ସଦ୍ୟ ଟେଷ୍ଟ ମାନ୍ୟତା ତାଲିକାରେ ସବୁଠୁ ଅଧିକ ଉନ୍ନତି ହୋଇଛି ଇଂଲଣ୍ଡର ବେନ୍ ଷ୍ଟୋକ୍ସଙ୍କର। ବ୍ୟାଟିଂ, ବୋଲିଂ ଓ ଅଲରାଉଣ୍ଡର ବର୍ଗରେ ସେ ଉପରକୁ ଉନ୍ନୀତ ହୋଇଛନ୍ତି। ଲଡର୍ସରେ ନ୍ୟୁଜିଲାଣ୍ଡକୁ ପ୍ରଥମ ଟେଷ୍ଟରେ ୧୨୪ ରନରେ ହରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଷ୍ଟୋକ୍ସ ବ୍ୟାଟିଂ ବର୍ଗରେ ସିଧା ୨୭ଟି ସ୍ଥାନ ଉପରକୁ ଉଠି ୪୪ତମ ସ୍ଥାନରେ ପହଞ୍ଚିଛନ୍ତି। ସେହିଭଳି ବୋଲିଂ ସୂଚୀରେ ସେ ୪ଟି ସ୍ଥାନ ଉଠି ୫୧ ନମ୍ବର ସ୍ଥାନରେ ପହଞ୍ଚ ଯାଇଛନ୍ତି। ଅଲରାଉଣ୍ଡର ବର୍ଗରେ ୧୨ଟି ସ୍ଥାନ ଉଠି ୧୩ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି ଇଂଲଣ୍ଡର ଏହି ଖେଳାଳି। ଏହି ତିନି ବର୍ଗରେ ଏହା ହେଉଛି ଷ୍ଟୋକ୍ସଙ୍କର ବର୍ତ୍ତମାନ ସୁଦ୍ଧା ସର୍ବଶ୍ରେଷ୍ଠ ରାଙ୍କିଙ୍ଗ୍। ସେହିପରି ଇଂଲଣ୍ଡର ଉପ-ଅଧିନାୟକ ଜୋ ରୁଟ୍ ପ୍ରଥମ ଥର ପାଇଁ ଟେଷ୍ଟ ବ୍ୟାଟ୍ସମ୍ୟାନ ତାଲିକାର ପ୍ରଥମ ୫ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ଦୁଇ ପାଳିରେ ସେ ଯଥାକ୍ରମେ ୯୮ ଓ ୮୪ ରନ୍ କରିଥିଲେ। ଇଂଲଣ୍ଡର ଅଧିନାୟକ ଏଲିଷ୍ଟର କୁକ୍ ୧୬୨ ରନ୍ କରି ପୁଣି ଥରେ ପ୍ରଥମ ୨୦ ଜଣ ବ୍ୟାଟ୍ସମ୍ୟାନ ତାଲିକାରେ ସ୍ଥାନିତ ହୋଇଛି। ସେ ୨୪ ନମ୍ବର ସ୍ଥାନରୁ ଉଠି ୧୮ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story