ଆଫ୍‌ଗାନିସ୍ତାନ ଟିମ୍‌କୁ ଆହୁରି କଠିନ ପରିଶ୍ରମ କରିବାକୁ ହେବ: ଇଞ୍ଜାମାମ୍‌

ନୂଆଦିଲ୍ଲୀ: ଆଫ୍‌ଗାନିସ୍ତାନ କ୍ରିକେଟରଙ୍କୁ ଆହୁରି କଠିନ ପରିଶ୍ରମ କରିବାକୁ ପଡିବ। କଠିନ ପରିଶ୍ରମ କରି ପାରିଲେ ହିଁ ଟେଷ୍ଟ ଖେଳୁଥିବା ଟିମ୍‌କୁ ଆଫଗାନ୍‌ ଦଳ ମାତ୍‌ ଦେଇପାରିବ।  ମଙ୍ଗଳବାର ଏହା କହିଛନ୍ତି ଆଫ୍‌ଗାନିସ୍ତାନ କୋଚ୍‌ ଇଞ୍ଜାମାମ୍‌ ଉଲ୍‌ ହକ୍‌। ସେ କହିଛନ୍ତି ଯେ,“ଚଳିତ ଆଇସିସି ଟି-୨୦ ବିଶ୍ୱକପରେ ପ୍ରଥମ ଦୁଇଟି ମ୍ୟାଚ୍‌ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲେ ମଧ୍ୟ ଦଳର ପ୍ରଦର୍ଶନ ଉଚ୍ଚକୋଟିର ଥିଲା। ପିଲାମାନେ କଠିନ ପରିଶ୍ରମ କରିଥିଲେ। ବିଶ୍ୱକପ୍‌ରେ ସ୍ଥାନ ପାଇବାକୁ ଦଳ […]

India World T20 Cricket Afghanistan South Africa

Rakesh Mallick
  • Published: Tuesday, 22 March 2016
  • Updated: 22 March 2016, 05:23 PM IST

Sports

Latest News

ନୂଆଦିଲ୍ଲୀ: ଆଫ୍‌ଗାନିସ୍ତାନ କ୍ରିକେଟରଙ୍କୁ ଆହୁରି କଠିନ ପରିଶ୍ରମ କରିବାକୁ ପଡିବ। କଠିନ ପରିଶ୍ରମ କରି ପାରିଲେ ହିଁ ଟେଷ୍ଟ ଖେଳୁଥିବା ଟିମ୍‌କୁ ଆଫଗାନ୍‌ ଦଳ ମାତ୍‌ ଦେଇପାରିବ।  ମଙ୍ଗଳବାର ଏହା କହିଛନ୍ତି ଆଫ୍‌ଗାନିସ୍ତାନ କୋଚ୍‌ ଇଞ୍ଜାମାମ୍‌ ଉଲ୍‌ ହକ୍‌।

ସେ କହିଛନ୍ତି ଯେ,“ଚଳିତ ଆଇସିସି ଟି-୨୦ ବିଶ୍ୱକପରେ ପ୍ରଥମ ଦୁଇଟି ମ୍ୟାଚ୍‌ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲେ ମଧ୍ୟ ଦଳର ପ୍ରଦର୍ଶନ ଉଚ୍ଚକୋଟିର ଥିଲା। ପିଲାମାନେ କଠିନ ପରିଶ୍ରମ କରିଥିଲେ। ବିଶ୍ୱକପ୍‌ରେ ସ୍ଥାନ ପାଇବାକୁ ଦଳ ସଦସ୍ୟମାନେ ଯେତିକି ପରିଶ୍ରମ କରିଥିଲେ ଆଗକୁ ମଧ୍ୟ ଏହି ଧାରା ଜାରି ରଖିବ। ଆସନ୍ତାକାଲି ଇଂଲଣ୍ଡ ବିପକ୍ଷରେ ମ୍ୟାଚ୍‌ ଥିବାରୁ ଦଳ ସ୍ୱତନ୍ତ୍ର ପ୍ରସ୍ତୁତି କରିଛି। ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍‌ଙ୍କ ଲୟ ଭାଙ୍ଗିବାକୁ ଆମ ବୋଲର ସକ୍ଷମ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story