ଫୁଟବଲ୍ ରେଫରୀ ପରି ଅମ୍ପାୟାର ମଧ୍ୟ ଏବେ ବିଶୃଙ୍ଖଳା ପାଇଁ ଖେଳାଳିଙ୍କୁ ପଡ଼ିଆରୁ ବାହାର କରିପାରିବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇସିସି ଏବେ ସମସ୍ତ ଅନ୍ତର୍ଜାତୀୟ କ୍ରିକେଟ୍‌ ନିୟମରେ ପରିବର୍ତ୍ତନ ଆଣିଛି। ଆସନ୍ତା ୨୮ ସେପ୍ଟେମ୍ବର ପର ଠାରୁ ଏହି ନିୟମ ଲାଗୁ ହେବାକୁ ଯାଉଛି। ଏହି ନିୟମ ଲାଗୁହେବା ପରେ କ୍ରିକେଟ୍‌ ମ୍ୟାଚ୍‌ ସମୟରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ। ନୂଆ ନିୟମର ପ୍ରଭାବ ଦକ୍ଷିଣ ଆଫ୍ରିକା-ବାଂଲାଦେଶ ଓ ଶ୍ରୀଲଙ୍କା-ପାକିସ୍ତାନ ସିରିଜ ଉପରେ ପଡିବ। ଅଷ୍ଟ୍ରେଲିଆ-ଭାରତ ଦିନିକିଆ ସିରିଜ ପୁରୁଣା ନିୟମ ଅନୁସାରେ ଖେଳାଯାଇଥିବା ଶେଷ ସିରିବ ହେବ। ନୂଆ ନିୟମ ଅନୁସାରେ ଅମ୍ପାୟାର […]

Rakesh Mallick
  • Published: Tuesday, 26 September 2017
  • Updated: 26 September 2017, 01:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇସିସି ଏବେ ସମସ୍ତ ଅନ୍ତର୍ଜାତୀୟ କ୍ରିକେଟ୍‌ ନିୟମରେ ପରିବର୍ତ୍ତନ ଆଣିଛି। ଆସନ୍ତା ୨୮ ସେପ୍ଟେମ୍ବର ପର ଠାରୁ ଏହି ନିୟମ ଲାଗୁ ହେବାକୁ ଯାଉଛି। ଏହି ନିୟମ ଲାଗୁହେବା ପରେ କ୍ରିକେଟ୍‌ ମ୍ୟାଚ୍‌ ସମୟରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ। ନୂଆ ନିୟମର ପ୍ରଭାବ ଦକ୍ଷିଣ ଆଫ୍ରିକା-ବାଂଲାଦେଶ ଓ ଶ୍ରୀଲଙ୍କା-ପାକିସ୍ତାନ ସିରିଜ ଉପରେ ପଡିବ। ଅଷ୍ଟ୍ରେଲିଆ-ଭାରତ ଦିନିକିଆ ସିରିଜ ପୁରୁଣା ନିୟମ ଅନୁସାରେ ଖେଳାଯାଇଥିବା ଶେଷ ସିରିବ ହେବ। ନୂଆ ନିୟମ ଅନୁସାରେ ଅମ୍ପାୟାର କୌଣସି ଖେଳାଳିଙ୍କୁ ବିଶୃଙ୍ଖଳା ପାଇଁ ପଡିଆରୁ ବାହାର କରିବା ସହ ଅନ୍ୟମ୍ୟାଚରୁ ମଧ୍ୟ ବାସନ୍ଦ କରିପାରିବେ। ଏବେ ଫୁଟବଲ ମ୍ୟାଚ୍‌ର ରେଫରୀ ଭଳି ଅମ୍ପାୟାର ମଧ୍ୟ କୌଣସି ଖେଳାଳିଙ୍କୁ ପିଡିଆରୁ ବାହାର କରିପାରିବେ। ଯଦି ଏମିତି ହୁଏ ତେବେ କୌଣସି ଟିମ୍‌କୁ ୧୦ଜଣ ଖେଳାଳିଙ୍କୁ ନେଇ ମ୍ୟାଚ୍‌ ଖେଳିବାକୁ ପଡିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story