ଭାରତ-ବାଂଲାଦେଶ ଟେଷ୍ଟ: ଲଞ୍ଚ ସୁଦ୍ଧା ବିନା ୱିକେଟରେ ୧୦୭ ରନ ସଂଗ୍ରହ କଲା ଭାରତ

ଫତୁଲ୍ଲା: ବୁଧବାରଠାରୁ ବାଂଲାଦେଶ ଓ ଭାରତ ମଧ୍ୟରେ ଆରମ୍ଭ ହୋଇଥିବା ଟେଷ୍ଟ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂକରି ଲଞ୍ଚ ସୁଦ୍ଧା ବିନା ୱିକେଟରେ ୧୦୭ ରନ ସଂଗ୍ରହ କରିଛି। ଭାରତର ଦୁଇ ଓପନର ମୂରଲୀ ବିଜୟ ଓ ଶିଖର ଧୱନ ବ୍ୟାଟିଂ ଜାରି ରଖିଛନ୍ତି। ମୂରଲୀ ବିଜୟ ୭୦ ବଲରୁ ୩୩ ରନ ସଂଗ୍ରହ କରିଥିବାବେଳେ ଶିଖର ଧୱନ ୭୧ ବଲରୁ ଆକ୍ରମଣତ୍ମକଭାବେ ଖେଳୀ ୭୪ ରନ ସଂଗ୍ରହ କରିଛନ୍ତି। ଅନ୍ୟପକ୍ଷରେ ବାଙ୍ଗଲାଦେଶର ଆକ୍ରମଣାତ୍ମକ ବୋଲର ମହମ୍ମଦ […]

Shikhar Dhawan

Shikhar Dhawan

Rakesh Mallick
  • Published: Wednesday, 10 June 2015
  • Updated: 10 June 2015, 06:45 AM IST

Sports

Latest News

ଫତୁଲ୍ଲା: ବୁଧବାରଠାରୁ ବାଂଲାଦେଶ ଓ ଭାରତ ମଧ୍ୟରେ ଆରମ୍ଭ ହୋଇଥିବା ଟେଷ୍ଟ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂକରି ଲଞ୍ଚ ସୁଦ୍ଧା ବିନା ୱିକେଟରେ ୧୦୭ ରନ ସଂଗ୍ରହ କରିଛି। ଭାରତର ଦୁଇ ଓପନର ମୂରଲୀ ବିଜୟ ଓ ଶିଖର ଧୱନ ବ୍ୟାଟିଂ ଜାରି ରଖିଛନ୍ତି। ମୂରଲୀ ବିଜୟ ୭୦ ବଲରୁ ୩୩ ରନ ସଂଗ୍ରହ କରିଥିବାବେଳେ ଶିଖର ଧୱନ ୭୧ ବଲରୁ ଆକ୍ରମଣତ୍ମକଭାବେ ଖେଳୀ ୭୪ ରନ ସଂଗ୍ରହ କରିଛନ୍ତି। ଅନ୍ୟପକ୍ଷରେ ବାଙ୍ଗଲାଦେଶର ଆକ୍ରମଣାତ୍ମକ ବୋଲର ମହମ୍ମଦ ସାହୀଦ ୫ ଓଭର ବୋଲିଂ କରି ୨ଟି ମେଡେନ ନେଇ  ୨୫ ରନ ଦେଇଛନ୍ତି।

 ଭାରତ ଏହି ଟେଷ୍ଟ ମ୍ୟାଚକୁ ୬-୫ କମ୍ବିନେଶନରେ ଓହ୍ଲାଇଛି । ଆର. ଅଶ୍ୱିନୀ ନିଜ ସ୍ଥାନ ବଜାଇ ରଖିଥିବା ବେଳେ ଦୀର୍ଘଦିନ ହେଲା ଜାତୀୟ ଦଳରୁ ଦୂରେଇ ରହିଥିବା ଟପ୍ ସ୍ପିନର ହରଭଜନ ସିଂହ ଖେଳିବାର ସୁଯୋଗ ପାଇଛନ୍ତି । ଏହାସହ ବ୍ୟାଟିଂରେ ଶିଖର ଧୱନ, ମୂରଲୀ ବିଜୟ, ରୋହିତ ଶର୍ମା, ବିରାଟ କୋହିଲୀ, ଆଜିଙ୍କ୍ୟ ରାହାଣେ ଓ ରିଦ୍ଧିମାନ୍ ଶାହା ରହିଛନ୍ତି । ମହେନ୍ଦ୍ର ସିଂହ ଧୋନି ଟେଷ୍ଟ ଫର୍ମାଟରୁ ଅବସର ନେବା ପରେ ଦଳର ନେତୃତ୍ୱ ଯୁବ ବ୍ୟାଟସମ୍ୟାନ ବିରାଟ କୋହଲି ନେଇଛନ୍ତି । ଅଧିନାୟକ ନିଯୁକ୍ତ ହେବା ପରଠାରୁ କୋହଲି ଭିନ୍ନ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ପ୍ରତିପକ୍ଷ ଦଳକୁ ଦୁର୍ବଳ ନ ଭାବିବାକୁ ସେ ଖେଳାଳୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଅନ୍ୟପକ୍ଷେ ଶକ୍ତିଶାଳୀ ଭାରତୀୟ ଦଳର ମୁକାବିଲା କରିବାକୁ ବାଂଲାଦେଶ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇରହିଛି । ଘରୋଇ ପିଚ‍୍‌, ଘରୋଇ ବାତାବରଣ ଓ ଦର୍ଶକଙ୍କ ସମର୍ଥନକୁ ଆଧାର କରି ଏହି ଟେଷ୍ଟ ବାଂଲାଦେଶ ବିଜୟୀ ହେବ ବୋଲି ଆଶା ରଖିଛି । ପୂର୍ବରୁ ଦୁଇ ଦେଶ ୭ଟି ଟେଷ୍ଟରେ ପରସ୍ପରକୁ ଭେଟିଥିଲେ । ଏଥିରୁ ଭାରତ ୬ଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚ ଅମୀମାଂସିତ ଭାବେ ଶେଷ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story