ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଭାରତର ଶୋଚନୀୟ ପରାଜୟ

ନାଗପୁର: ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ସୁପର ଟେନ୍‌ରେ ନାଗପୁରରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଆଜି ଭାରତ ନ୍ୟୁଜିଲାଣ୍ଡଠାରୁ ଶୋଚନୀୟ ଭାବେ ପରାସ୍ତ ହୋଇଛି। ଭାରତ ନ୍ୟୁଜିଲାଣ୍ଡ ଠାରୁ ୪୭ ରନ୍‌ରେ ପରାସ୍ତ ହୋଇଛି। ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ ୧୨୬ ରନ୍‌ କରିଥିବା ବେଳେ ଭାରତ ଏହାକୁ ପିଛା କରି ୧୮.୧ରେ ସମସ୍ତ ୱିକେଟ ହରାଇ ମାତ୍ର ୭୯ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଆଣ୍ଡରସନ୍‌ ୩୪ ରନ୍‌(୪୨ […]

india defeated

india defeated

Rakesh Mallick
  • Published: Tuesday, 15 March 2016
  • Updated: 15 March 2016, 06:00 PM IST

ନାଗପୁର: ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ସୁପର ଟେନ୍‌ରେ ନାଗପୁରରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଆଜି ଭାରତ ନ୍ୟୁଜିଲାଣ୍ଡଠାରୁ ଶୋଚନୀୟ ଭାବେ ପରାସ୍ତ ହୋଇଛି। ଭାରତ ନ୍ୟୁଜିଲାଣ୍ଡ ଠାରୁ ୪୭ ରନ୍‌ରେ ପରାସ୍ତ ହୋଇଛି। ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ ୧୨୬ ରନ୍‌ କରିଥିବା ବେଳେ ଭାରତ ଏହାକୁ ପିଛା କରି ୧୮.୧ରେ ସମସ୍ତ ୱିକେଟ ହରାଇ ମାତ୍ର ୭୯ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା।

ନ୍ୟୁଜିଲାଣ୍ଡ ପକ୍ଷରୁ ଆଣ୍ଡରସନ୍‌ ୩୪ ରନ୍‌(୪୨ ବଲ୍‌,ଗୋଟଏ ଚୌକା), ମିଚେଲ୍‌ ୧୮(୧୭ ବଲ୍‌, ୨ଟି ଚୌକା) ଓ ଲ୍ୟୁକ୍‌ ରୋଞ୍ଜିଙ୍କ ଅପରାଜିତ ୨୧(୧୧ ବଲ୍‌,୨ଟି ଚୌକା,୧ ଗୋଟିଏ ଛକା) ରନ୍‌ କରିଥିଲେ। ଭାରତ ପକ୍ଷରୁ ଜେଡେଜା, ଅଶ୍ୱିନ୍, ନେହେରା, ବୁମରା ଓ ରାଇନା ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

୧୨୭ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଆଉ ନିୟମିତ ୱିକେଟ ପତନ ଯୋଗୁଁ ଦଳ ୧୮.୧ ଓଭରରେ ମାତ୍ର ୭୯ ରନ୍‌ କରି ଅଲ୍‌ ଆଉଟ ହୋଇଯାଇଥିଲା।

ଭାରତ ପକ୍ଷରୁ ବିରାଟ କୋହଲି ୨୩ ରନ୍‌(୨୭ ବଲ୍‌,୨ଟି ଚୌକା),ଧୋନି ୩୦(୩୦ ବଲ୍, ଗୋଟିଏ ଚୌକା) ଓ ଅଶ୍ୱିନ୍‌ ୧୦(୨୦ବଲ୍‌)ରନ୍‌ କରିଥିଲା ବେଳେ ୮ଜଣ ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ।

ନ୍ୟୁଜିଲାଣ୍ଡ ପକ୍ଷରୁ ମିଚେଲ୍‌ ୪ଟି,ଇଶ୍‌ ଶୋଧୀ ୩ଟି, ନାଥନ୍‌ ମ୍ୟାକ୍‌କୁଲମ୍‌ ୨ଟି ଓ ଆଦାମ୍‌ ଗୋଟିଏ ୱିକେଟ୍‌ ନେଇଥିଲେ।

ମିଚେଲ ସାନ୍ତନେର୍‌ଙ୍କୁ ‘ମ୍ୟାନ୍ ଅଫ୍‌ ଦି ମ୍ୟାଚ୍‌’ ପୁରସ୍କାର ପ୍ରଦାନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story