ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଭାରତ ନିଶ୍ଚିତ ସେମିଫାଇନାଲକୁ ଯିବ: ରାହୁଲ ଦ୍ରାବିଡ଼

ମୁମ୍ବାଇ: ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ସେମିଫାଇନାଲକୁ ନିଶ୍ଚିତ ଯିବ ଟିମ୍‌ ଇଣ୍ଡିଆ। ଭାରତର ଦଳଗତ ପ୍ରଦର୍ଶନ ଉଚ୍ଚକୋଟିର ଥିବାରୁ ଦଳ ବିଶ୍ୱକପ୍‌ ଜିତିବାର ମଧ୍ୟ ସମ୍ଭାବନା ରହିଛି। ଶନିବାର ଏହା କହିଛନ୍ତି ଭାରତର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼। ସେ କହିଛନ୍ତି, “ଭାରତୀୟ ଦଳ ସବୁ ଦଳ ଅପେକ୍ଷା ‘ଦୁର୍ଜୟ’ ଦଳ। ଟିମ୍‌ ତା’ର ବିଜୟ ଧାରାକୁ ବଜାୟ ରଖିବାକୁ ଚେଷ୍ଟା ଜାରି ରଖିବ। ମୁଁ ଭାବୁଛି ଏହି ଧାରାକୁ ବଜାୟ ରଖି ସେମି ଫାଇନାଲରେ ୪ଟି […]

rahul-dravid-1

rahul-dravid-1

Rakesh Mallick
  • Published: Saturday, 12 March 2016
  • Updated: 12 March 2016, 12:38 PM IST

Sports

Latest News

ମୁମ୍ବାଇ: ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ସେମିଫାଇନାଲକୁ ନିଶ୍ଚିତ ଯିବ ଟିମ୍‌ ଇଣ୍ଡିଆ। ଭାରତର ଦଳଗତ ପ୍ରଦର୍ଶନ ଉଚ୍ଚକୋଟିର ଥିବାରୁ ଦଳ ବିଶ୍ୱକପ୍‌ ଜିତିବାର ମଧ୍ୟ ସମ୍ଭାବନା ରହିଛି। ଶନିବାର ଏହା କହିଛନ୍ତି ଭାରତର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼।

ସେ କହିଛନ୍ତି, “ଭାରତୀୟ ଦଳ ସବୁ ଦଳ ଅପେକ୍ଷା ‘ଦୁର୍ଜୟ’ ଦଳ। ଟିମ୍‌ ତା’ର ବିଜୟ ଧାରାକୁ ବଜାୟ ରଖିବାକୁ ଚେଷ୍ଟା ଜାରି ରଖିବ। ମୁଁ ଭାବୁଛି ଏହି ଧାରାକୁ ବଜାୟ ରଖି ସେମି ଫାଇନାଲରେ ୪ଟି ଶ୍ରେଷ୍ଠ ଦଳଙ୍କ ମଧ୍ୟରେ ରହୁ। ଏହାପରେ କ’ଣ ହେବ ଦେଖିବା।”

ଏହା ସହ ଦଳର ଯୁବ ବ୍ୟାଟ୍ସମ୍ୟାନ ଯଥା ହାର୍ଦ୍ଦିକ ପାଣ୍ଡ୍ୟା ଓ ପବନ ନେଗୀ ପରି  ଅଲରାଉଣ୍ଡର ୮ ଓ୯ ସ୍ଥାନରେ ଆସି ସେମାନଙ୍କ ପାରାକାଷ୍ଠା ଦେଖାଇ ପାରୁଛନ୍ତି ବୋଲି ଦ୍ରାବିଡ଼୍‌ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତର ବୋଲିଂ ଆଟାକ୍‌ ମଧ୍ୟ ଭଲ ରହିଛି। ଦଳରେ ନେହରା, ଅଶ୍ୱିନ୍, ବୁମରା ଓ ଜେଡେଜା ରହିଛନ୍ତି। ତେଣୁ ଏହି ଦଳ ଦୁର୍ଜୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story