ୟୁ-୧୮ ଏସିଆ କପ୍‌ ପାଇଁ ୧୮ ଜଣିଆ ହକି ଦଳ ଘୋଷିତ

ନୂଆଦିଲ୍ଲୀ: ସେପ୍ଟେମ୍ବର ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ଢାକାରେ ହେବାକୁ ଥିବା ୧୮ ବର୍ଷରୁ କମ୍‌ ଏସିଆ କପ୍‌ ହକି ଟୁର୍ଣ୍ଣାମେଣ୍ଟ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି। ଡିଫେଣ୍ଡର ନିଲମ ସଞ୍ଜୀପ ସେସ୍‌ ଦଳର ନେତୃତ୍ୱ ନେଉଥିବା ବେଳେ ଡିଫିଣ୍ଡର ହାର୍ଦ୍ଦିକ ସିଂହ ଉପ ଅଧିନାୟକ ଭାବେ କାର୍ଯ୍ୟ କରିବେ। ଘୋଷିତ ଟିମ୍‌: ଗୋଲ କିପର: ପଙ୍କଜ କୁମାର ରାଜକ୍‌ ଓ ତନୁଜ ଗୁଲିଆ। ଡିଫେଣ୍ଡର: ନିଲମ ସଞ୍ଜୀପ ସେସ୍‌ (ଅଧିନାୟକ), ହାର୍ଦ୍ଦିକ ସିଂହ(ଉପ-ଅଧିନାୟକ), […]

Hockey29

Hockey29

Rakesh Mallick
  • Published: Monday, 19 September 2016
  • Updated: 19 September 2016, 06:53 PM IST

Sports

Latest News

ନୂଆଦିଲ୍ଲୀ: ସେପ୍ଟେମ୍ବର ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ଢାକାରେ ହେବାକୁ ଥିବା ୧୮ ବର୍ଷରୁ କମ୍‌ ଏସିଆ କପ୍‌ ହକି ଟୁର୍ଣ୍ଣାମେଣ୍ଟ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି। ଡିଫେଣ୍ଡର ନିଲମ ସଞ୍ଜୀପ ସେସ୍‌ ଦଳର ନେତୃତ୍ୱ ନେଉଥିବା ବେଳେ ଡିଫିଣ୍ଡର ହାର୍ଦ୍ଦିକ ସିଂହ ଉପ ଅଧିନାୟକ ଭାବେ କାର୍ଯ୍ୟ କରିବେ।

ଘୋଷିତ ଟିମ୍‌:

ଗୋଲ କିପର: ପଙ୍କଜ କୁମାର ରାଜକ୍‌ ଓ ତନୁଜ ଗୁଲିଆ।

ଡିଫେଣ୍ଡର: ନିଲମ ସଞ୍ଜୀପ ସେସ୍‌ (ଅଧିନାୟକ), ହାର୍ଦ୍ଦିକ ସିଂହ(ଉପ-ଅଧିନାୟକ), ବିଧାନ ପଟେଲ, ହର୍ସଦୀପ କାପୁର ଓ ଶିବମ ଆନନ୍ଦ।

ମିଡ୍‌ଫିଲ୍ଡର: ଧର୍ମନ୍ଦର ସିଂହ, କେ. ସିଂହ, ରବିଚନ୍ଦନ ସିଂହ, କିଶୋର ଆର୍ଯ୍ୟ ଓ ହରିଶ ମୁଟାଗର।

ଫରୱାର୍ଡ: ଦିଲପ୍ରିତ ସିଂହ, ମହମ୍ମଦ ଉମର, ଉନ୍‌ଙ୍ଗୋ ସିଂହ, ସନ୍ନୀ ମଲ୍ଲିକ, ଶିଭମ ଆନନ୍ଦ ଓ ଅଭିଶେଖ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story