ଭାରତ ଏକ ନମ୍ବର ଟି-ଟ୍ୱେଣ୍ଟି ଟିମ୍

ଦୁବାଇ: ସୋମବାର ପ୍ରକାଶିତ ଆଇସିସି ଟି-ଟ୍ୱେଣ୍ଟି ମାନ୍ୟତା ତାଲିକାରେ ଏକ ନମ୍ବର ସ୍ଥାନ ଅଧିକାର କରିଛି ଭାରତ। ଗତକାଲି ବାଂଲାଦେଶକୁ ୮ ୱିକେଟରେ ହରାଇ ଷଷ୍ଠ ଥର ପାଇଁ ଏସିଆ କପ୍ ଚାମ୍ପିଅନ୍ ହୋଇଥିବା ଧୋନି ବାହିନୀ ଆସନ୍ତାକାଲିଠାରୁ ଭାରତରେ ଆରମ୍ଭ ହେବାକୁ ଯାଉଥିବା ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ୧ ନମ୍ବର ଦଳ ଭାବେ ଖେଳିବ। ଆଇସିସି ଟି଼-ଟ୍ୱେଣ୍ଟି ମାନ୍ୟତାରେ ଭାରତ ଶୀର୍ଷରେ ରହିଥିବା ବେଳେ ତା’ପଛକୁ ରହିଛି ୱେଷ୍ଟ ଇଣ୍ଡିଜ୍‌। ସେହିପରି ଦକ୍ଷିଣ ଆଫ୍ରିକା ତୃତୀୟ […]

team-india

team-india

Rakesh Mallick
  • Published: Monday, 07 March 2016
  • Updated: 07 March 2016, 01:06 PM IST

Sports

Latest News

ଦୁବାଇ: ସୋମବାର ପ୍ରକାଶିତ ଆଇସିସି ଟି-ଟ୍ୱେଣ୍ଟି ମାନ୍ୟତା ତାଲିକାରେ ଏକ ନମ୍ବର ସ୍ଥାନ ଅଧିକାର କରିଛି ଭାରତ। ଗତକାଲି ବାଂଲାଦେଶକୁ ୮ ୱିକେଟରେ ହରାଇ ଷଷ୍ଠ ଥର ପାଇଁ ଏସିଆ କପ୍ ଚାମ୍ପିଅନ୍ ହୋଇଥିବା ଧୋନି ବାହିନୀ ଆସନ୍ତାକାଲିଠାରୁ ଭାରତରେ ଆରମ୍ଭ ହେବାକୁ ଯାଉଥିବା ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ୧ ନମ୍ବର ଦଳ ଭାବେ ଖେଳିବ।

ଆଇସିସି ଟି଼-ଟ୍ୱେଣ୍ଟି ମାନ୍ୟତାରେ ଭାରତ ଶୀର୍ଷରେ ରହିଥିବା ବେଳେ ତା’ପଛକୁ ରହିଛି ୱେଷ୍ଟ ଇଣ୍ଡିଜ୍‌। ସେହିପରି ଦକ୍ଷିଣ ଆଫ୍ରିକା ତୃତୀୟ ସ୍ଥାନରେ ଥିବା ବେଳେ ନ୍ୟୁଜିଲାଣ୍ଡ ଚତୁର୍ଥ, ଇଂଲଣ୍ଡ ପଞ୍ଚମ, ଅଷ୍ଟ୍ରେଲିଆ ଷଷ୍ଠ, ପାକିସ୍ତାନ ସପ୍ତମ, ଶ୍ରୀଲଙ୍କା ଅଷ୍ଟମ, ଆଫଗାନିସ୍ତାନ ନବମ ଓ ବାଂଲାଦେଶ ଦଶମ ସ୍ଥାନରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos