କୋଲକାତାରେ ପହଞ୍ଚିଲା ଟିମ୍ ଇଣ୍ଡିଆ

କୋଲକାତା: ଭ୍ରମଣକାରୀ ବାଂଲାଦେଶକୁ ପ୍ରଥମ ଟେଷ୍ଟରେ ବଡ଼ ବ୍ୟବଧାନରେ ହରାଇଥିବା ଟିମ୍ ଇଣ୍ଡିଆର ନଜର ଏବେ ୨୨ ତାରିଖରୁ କୋଲକାତାରେ ହେବାକୁଥିବା ଐତିହାସିକ ଟେଷ୍ଟ ମ୍ୟାଚ୍ ଉପରେ ରହିଛି। ଦୁଇ ଟିମ୍ ମଧ୍ୟରେ ଶୁକ୍ରବାରଠାରୁ ଇଡେନ୍ ଗାର୍ଡେନ୍ସଠାରେ ପିଙ୍କ୍ ବଲରେ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳାଯିବ। ଉଭୟ ଦଳ ଏହି ମ୍ୟାଚକୁ ସ୍ମରଣୀୟ କରିବା ପାଇଁ ଜୋରଦାର ପ୍ରସ୍ତୁତି କରିଛନ୍ତି। ଏହି ଐତିହାସିକ ଟେଷ୍ଟ ପାଇଁ ମଙ୍ଗଳବାର ସକାଳେ ଭାରତୀୟ କ୍ରିକେଟ୍ ଟିମ୍ କୋଲକାତାରେ ପହଞ୍ଚିଛି। #TeamIndia […]

team-india

team-india

Ranjit Kumar Jena
  • Published: Tuesday, 19 November 2019
  • Updated: 19 November 2019, 09:18 PM IST

Sports

Latest News

କୋଲକାତା: ଭ୍ରମଣକାରୀ ବାଂଲାଦେଶକୁ ପ୍ରଥମ ଟେଷ୍ଟରେ ବଡ଼ ବ୍ୟବଧାନରେ ହରାଇଥିବା ଟିମ୍ ଇଣ୍ଡିଆର ନଜର ଏବେ ୨୨ ତାରିଖରୁ କୋଲକାତାରେ ହେବାକୁଥିବା ଐତିହାସିକ ଟେଷ୍ଟ ମ୍ୟାଚ୍ ଉପରେ ରହିଛି। ଦୁଇ ଟିମ୍ ମଧ୍ୟରେ ଶୁକ୍ରବାରଠାରୁ ଇଡେନ୍ ଗାର୍ଡେନ୍ସଠାରେ ପିଙ୍କ୍ ବଲରେ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳାଯିବ। ଉଭୟ ଦଳ ଏହି ମ୍ୟାଚକୁ ସ୍ମରଣୀୟ କରିବା ପାଇଁ ଜୋରଦାର ପ୍ରସ୍ତୁତି କରିଛନ୍ତି। ଏହି ଐତିହାସିକ ଟେଷ୍ଟ ପାଇଁ ମଙ୍ଗଳବାର ସକାଳେ ଭାରତୀୟ କ୍ରିକେଟ୍ ଟିମ୍ କୋଲକାତାରେ ପହଞ୍ଚିଛି।

ଭାରତୀୟ କ୍ୟାପଟେନ୍ ବିରାଟ୍ କୋହଲି ଓ ଭାଇସ୍ କ୍ୟାପଟେନ୍ ଆଜିଙ୍କ୍ୟ ରାହାଣେ ସକାଳ ୯.୪୦ରେ କୋଲକାତାରେ ପହଞ୍ଚିଥିଲେ। ଏୟାରପୋର୍ଟରେ ପ୍ରଶଂସକ ପିଙ୍କ୍ ଟି-ଶାର୍ଟ ପିନ୍ଧି ଟିମକୁ ସ୍ୱାଗତ କରିଥିଲେ। ତେବେ ମିଳିଥିବା ଖବର ଅନୁଯାୟୀ, ରୋହିତ୍ ଶର୍ମା, ମହମ୍ମଦ ଶାମି ଓ ଉମେଶ ଯାଦବ ବୁଧବାର ଟିମ୍ ସହ ଯୋଗ ଦେବେ। ଏହା ପୂର୍ବରୁ ଭାରତୀୟ ଟିମର କୋଚ୍ ରବି ଶାସ୍ତ୍ରୀ ଓ ଟିମ୍ ଇଣ୍ଡିଆର ସପୋର୍ଟ ଷ୍ଟାଫ୍ ସଦସ୍ୟ ଇନ୍ଦୋରରେ ଭଗବାନ ମହାକାଳଙ୍କ ଦର୍ଶନ କରିଥିଲେ। ତେବେ ଶାସ୍ତ୍ରୀ ଓ ବାଂଲାଦେଶ କୋଚ୍ ରସେଲ ଡୋମିଙ୍ଗୋ କୋଲକାତାରେ ପହଞ୍ଚିବା ପରେ ସିଧାସଳଖ ଇଡେନ୍ ଗାର୍ଡେନ୍ସ ଷ୍ଟାଡିୟମକୁ ଯିବେ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, କୋହଲିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଇନ୍ଦୋର ଟେଷ୍ଟରେ ବାଂଲାଦେଶକୁ ଅଢ଼େଇ ଦିନରେ ଇନିଂସ୍ ଓ ୧୩୦ ରନରେ ପରାସ୍ତ କରିଥିଲା। ଟିମର ଓପନିଂ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲ୍ ଜବରଦସ୍ତ ଫର୍ମରେ ଅଛନ୍ତି। ସେହିପରି ଭାରତୀୟ ବୋଲିଂ ଆଟାକ୍ ମଧ୍ୟ ପୂରା ଫର୍ମରେ ଅଛି। ତେବେ କୋଲକାତା ପିଚକୁ ନେଇ ମନରେ ଅନେକ ପ୍ରଶ୍ନ ଉଠୁଛି। ଟିମ୍ ଇଣ୍ଡିଆ ପ୍ରଥମଥର ପିଙ୍କ୍ ବଲରେ ଦିବାରାତ୍ର ଟେଷ୍ଟ ଖେଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story