ଧୋନିଙ୍କ ରେକର୍ଡ ଭାଙ୍ଗିଲେ ବିରାଟ୍ କୋହଲି

ଇନ୍ଦୋର: ହୋଲକର ଷ୍ଟାଡିୟମରେ ବାଂଲାଦେଶକୁ ଇନିଂସ୍ ଓ ୧୩୦ ରନରେ ହରାଇବା ସହ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ନାଁରେ ଏକାଧିକ ରେକର୍ଡ ଯୋଡ଼ି ହୋଇଛି। ସର୍ବାଧିକ ଇନିଂସ୍ ବିଜୟ ମାମଲାରେ କୋହଲି ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ପଛରେ ପକାଇ ଦେଇଛନ୍ତି। କୋହଲିଙ୍କ ନେତୃତ୍ୱରେ ଭାରତ ତା’ର ଦଶମ ଇନିଂସ୍ ବିଜୟ ହାସଲ କରିଛି। ତେବେ ଧୋନିଙ୍କ ନାଁରେ ୯ଟି ଇନିଂସ୍ ଥିଲା। ମହମ୍ମଦ ଆଝାରୁଦ୍ଦିନଙ୍କ ନାଁରେ ୮ ଏବଂ ସୌରଭ ଗାଙ୍ଗୁଲିଙ୍କ […]

kohli

kohli

Ranjit Kumar Jena
  • Published: Saturday, 16 November 2019
  • Updated: 16 November 2019, 05:09 PM IST

Sports

Latest News

ଇନ୍ଦୋର: ହୋଲକର ଷ୍ଟାଡିୟମରେ ବାଂଲାଦେଶକୁ ଇନିଂସ୍ ଓ ୧୩୦ ରନରେ ହରାଇବା ସହ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ନାଁରେ ଏକାଧିକ ରେକର୍ଡ ଯୋଡ଼ି ହୋଇଛି। ସର୍ବାଧିକ ଇନିଂସ୍ ବିଜୟ ମାମଲାରେ କୋହଲି ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ପଛରେ ପକାଇ ଦେଇଛନ୍ତି। କୋହଲିଙ୍କ ନେତୃତ୍ୱରେ ଭାରତ ତା'ର ଦଶମ ଇନିଂସ୍ ବିଜୟ ହାସଲ କରିଛି। ତେବେ ଧୋନିଙ୍କ ନାଁରେ ୯ଟି ଇନିଂସ୍ ଥିଲା। ମହମ୍ମଦ ଆଝାରୁଦ୍ଦିନଙ୍କ ନାଁରେ ୮ ଏବଂ ସୌରଭ ଗାଙ୍ଗୁଲିଙ୍କ ନାଁରେ ୭ ଇନିଂସ୍ ବିଜୟ ରହିଛି।

ଏହାବ୍ୟତୀତ କୋହଲି ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ଆଲାନ୍ ବର୍ଡରଙ୍କ ୩୨ ଟେଷ୍ଟ ବିଜୟ ରେକର୍ଡ ସହ ସମକକ୍ଷ ହୋଇଛନ୍ତି। କୋହଲି ଏବେ ସର୍ବାଧିକ ଟେଷ୍ଟ ମ୍ୟାଚ୍ ଜିତିବା ମାମଲାରେ ବିଶ୍ୱର ଚତୁର୍ଥ କ୍ୟାପଟେନ୍ ହୋଇଛନ୍ତି। ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ୟାପଟେନ୍ ଗ୍ରେମ୍ ସ୍ମିଥ୍ ୧୦୯ ଟେଷ୍ଟରେ ୫୩ ମ୍ୟାଚ୍ ଜିତି ସବୁଠାରୁ ଆଗରେ ରହିଛନ୍ତି। ତାଙ୍କ ପରେ ଅଷ୍ଟ୍ରେଲିଆର ରିକି ପଣ୍ଟିଂ ୭୭ ଟେଷ୍ଟରେ ୪୮ ବିଜୟ ସହ ଦ୍ୱିତୀୟ ଏବଂ ଷ୍ଟିଭ୍ ୱ' ୫୭ ମ୍ୟାଚରେ ୪୧ ବିଜୟ ସହ ତୃତୀୟ ସ୍ଥାନରେ ରହିଛନ୍ତି।

ଟେଷ୍ଟ କ୍ରିକେଟରେ ଭାରତ ତୃତୀୟଥର ପାଇଁ କ୍ରମାଗତ ତିନୋଟି ମ୍ୟାଚରେ ଇନିଂସ୍ ବିଜୟ ହାସଲ କରି ନୂଆ କୀର୍ତ୍ତିମାନ କରିଛି। ଏହା ପୂର୍ବରୁ ଭାରତ ୧୯୯୨-୯୩ ଏବଂ ୧୯୯୩-୯୪ରେ ଏହି ରେକର୍ଡ କରିଛନ୍ତି। ତେବେ ବାଂଲାଦେଶ ବିପକ୍ଷ ଏହି ଟେଷ୍ଟ ପୂର୍ବରୁ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଏବଂ ତୃତୀୟ ଟେଷ୍ଟରେ ଇନିଂସ୍ ବିଜୟ ହାସଲ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story