ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ବାଂଲାଦେଶକୁ ୧ ରନ୍‌ରେ ହରାଇଲା ଭାରତ

ବେଙ୍ଗାଲୁରୁ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଆଜି ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଖେଳା ଯାଇଥିବା ମ୍ୟାଚ୍‌ରେ ଭାରତ ଏକ ରନ୍‌ରେ ବାଂଲାଦେଶକୁ ପରାସ୍ତ କରିଛି। ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୪୬ ରନ୍‌ କରିଥିଲା। ୧୪୭ ରନ୍‌ର ବିଜୟ ଲକ୍ଷ୍ୟ  ନେଇ ପଡ଼ିଆକୁ ଓହ୍ଲାଇ ଥିବା ବାଂଲାଦେଶ ନିର୍ଦ୍ଧାରିତ ଓଭରରେ ୯ ୱିକେଟ୍ ହରାଇ ୧୪୫ ରନ୍‌ କରିବା ସକ୍ଷମ ହୋଇଥିଲା। ୪ ଓଭରରେ ୨୦ ରନ୍‌ […]

india_bangladesh_live_video_stream

india_bangladesh_live_video_stream

Rakesh Mallick
  • Published: Wednesday, 23 March 2016
  • Updated: 24 March 2016, 03:11 AM IST

Sports

Latest News

ବେଙ୍ଗାଲୁରୁ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଆଜି ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଖେଳା ଯାଇଥିବା ମ୍ୟାଚ୍‌ରେ ଭାରତ ଏକ ରନ୍‌ରେ ବାଂଲାଦେଶକୁ ପରାସ୍ତ କରିଛି। ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୪୬ ରନ୍‌ କରିଥିଲା। ୧୪୭ ରନ୍‌ର ବିଜୟ ଲକ୍ଷ୍ୟ  ନେଇ ପଡ଼ିଆକୁ ଓହ୍ଲାଇ ଥିବା ବାଂଲାଦେଶ ନିର୍ଦ୍ଧାରିତ ଓଭରରେ ୯ ୱିକେଟ୍ ହରାଇ ୧୪୫ ରନ୍‌ କରିବା ସକ୍ଷମ ହୋଇଥିଲା। ୪ ଓଭରରେ ୨୦ ରନ୍‌ ଦେଇ ୨ ୱିକେଟ୍ ନେଇଥିବା ରବିଚନ୍ଦ୍ରନ ଅଶ୍ୱିନଙ୍କୁ ‘ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌’ ପୁରସ୍କାର ଦିଆଯାଇଥିଲା।

ଭାରତ ଆଜି ବଡ଼ ସ୍କୋର କରି ପାରି ନ ଥିଲା। ରୋହିତ ଶର୍ମା ୧୬ ବଲ୍‌ରୁ ୧୮ ରନ୍‌ କରିଥିବା ବେଳେ ଶିଖର ଧାୱନ ୨୨ ବଲ୍‌ରୁ ୨୩, ବିରାଟ କୋହିଲ ୨୪ ବଲ୍‌ରୁ ୨୪, ସୁରେଶ ରାଇନା ୨୩ ବଲ୍‌ରୁ ୩୦, ହାର୍ଦ୍ଦିକ ପାଣ୍ଡ୍ୟା ୭ ବଲରୁ ୧୫, ଏମ୍‌ଏସ୍‌ ଧୋନୀ ୧୨ ବଲ୍‌ରୁ ୧୩, ଯୁବରାଜ ସିଂ ୬ ବଲ୍‌ରୁ ୩, ରବୀନ୍ଦ୍ର ଜାଡେଜା ୮ ବଲ୍‌ରୁ ୧୨ ରନ୍‌ କରି ଆଉଟ୍‌ ହୋଇଥିଲେ। ଅଶ୍ୱିନ ୨ଟି ବଲ୍‌ରେ ୫ ରନ୍‌ କରି ଅପରାଜିତ ରହିଥିଲେ। ବାଂଲାଦେଶ ପକ୍ଷରୁ ଅଲ୍ ଆମିନ ହୁସେନ ଓ ମୁସ୍ତାଫିଜୁର ରେହମାନ ୨ଟି ଲେଖାଏଁ, ସୁଭଗତ ହୁମ୍‌, ସକିବ ଉଲ୍‌ ହସନ ଓ ମହମୁଦୁଲ୍ଲା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ବାଂଲାଦେଣ ପକ୍ଷରୁ ତାମିମ ଇମୱାଲ ୩୨ ବଲ୍‌ରୁ ୩୫,  ମହମ୍ମଦ ମିଥୁନ ୩ ବଲ୍‌ରୁ ୧, ସବିର ରହମାନ ୧୫ ବଲ୍‌ରୁ ୨୬,  ସକିବ ଉଲ୍‌ ହସନ ୧୫ ବଲ୍‌ରୁ ୨୨ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ଭାରତ ପକ୍ଷରୁ ଅଶ୍ୱିନ, ଜାଡେଜା ଓ ପାଣ୍ଡ୍ୟା ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ନେହେରା ଓ ସୁରେଶ ରାଇନା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଏହି ମ୍ୟାଚ୍‌ ଜିତିବାପରେ ଭାରତ ୩ଟି ମ୍ୟାଚ୍‌ରୁ ୨ଟି ବିଜୟ ଗୋଟିଏ ପରାଜୟ ସହ ୪ ପଏଣ୍ଟ ପାଇ ଟେବୁଲ୍‌ର ଦ୍ୱିତୀୟ ସ୍ଥାନରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story