ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଅଷ୍ଟ୍ରେଲିଆକୁ ହରାଇ ସେମିରେ ଭାରତ

ମୋହଲି: ମୋହାଲିରେ ଖେଳାଯାଇଥିବା ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ଏକ ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୬ ୱିକେଟ୍ ହରାଇ ସେମି ଫାଇନାଲ୍‌ ଖେଳିବାକୁ ଯୋଗ୍ୟାତା ହାସଲ କରିଛି ଭାରତ। ବିରାଟ କୋହଲିଙ୍କ ଅପରାଜିତ ଦମ୍‌ଦାର ୮୨ ରନ୍‌(୫୧ ବଲ, ୯ ଚୌକା ଓ ୨ ଛକା) ବଳରେ ଭାରତ ପ୍ରଥମ ଏସୀୟ ରାଷ୍ଟ୍ର ଭାବେ ସେମିରେ ପହଞ୍ଚିଛି। ‌ଏହି ମ୍ୟାଚ୍‌ରେ ଦମ୍‌ଦାର ବ୍ୟାଟିଂ ପାଇଁ କୋହଲିଙ୍କୁ ‘ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌’ ଘୋଷଣା କରାଯାଇଛି। ଦଳ ସେମି ଫାଇନାଲରେ […]

India won by 6 wickets

India won by 6 wickets

Rakesh Mallick
  • Published: Sunday, 27 March 2016
  • Updated: 28 March 2016, 03:22 AM IST

Sports

Latest News

India won by 6 wicketsମୋହଲି: ମୋହାଲିରେ ଖେଳାଯାଇଥିବା ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ଏକ ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୬ ୱିକେଟ୍ ହରାଇ ସେମି ଫାଇନାଲ୍‌ ଖେଳିବାକୁ ଯୋଗ୍ୟାତା ହାସଲ କରିଛି ଭାରତ। ବିରାଟ କୋହଲିଙ୍କ ଅପରାଜିତ ଦମ୍‌ଦାର ୮୨ ରନ୍‌(୫୧ ବଲ, ୯ ଚୌକା ଓ ୨ ଛକା) ବଳରେ ଭାରତ ପ୍ରଥମ ଏସୀୟ ରାଷ୍ଟ୍ର ଭାବେ ସେମିରେ ପହଞ୍ଚିଛି। ‌ଏହି ମ୍ୟାଚ୍‌ରେ ଦମ୍‌ଦାର ବ୍ୟାଟିଂ ପାଇଁ କୋହଲିଙ୍କୁ ‘ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌’ ଘୋଷଣା କରାଯାଇଛି। ଦଳ ସେମି ଫାଇନାଲରେ ୱେଷ୍ଟଇଣ୍ଡିଜ୍‌କୁ ଭେଟିବ। ଗୁରୁବାର ଏହି ମ୍ୟାଚ୍‌ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ୍‌ରେ ଖେଳାଯିବ।

ଭାରତ ୧୬୧ ରନ୍‌କୁ ପିଛା କରି ବ୍ୟାଟିଂ ଆରମ୍ଭ କରିଥିଲା। ଦଳ ପକ୍ଷରୁ ରୋହିତ ଶର୍ମା ୧୭ ବଲର୍‌ରୁ ୧୨ ରନ୍‌, ଶିଖର ଧାୱନ୍‌ ୧୨ ବଲରୁ ୧୩ ରନ୍‌, ସୁରେଶ ରାଇନା ୭ ବଲ୍‌ରୁ ୧୦, ଯୁବରାଜ ୧୮ ବଲ୍‌ରୁ ୨୧ ରନ୍‌ କରିଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ସେନ୍‌ ୱାଟସନ୍‌ ୨ଟି, ନାଥନ୍‌ ଓ ଜେମ୍ସ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ। ଆରମ୍ଭରୁ ହିଁ ଆକ୍ରମଣାତ୍ମକ ବ୍ୟାଟିଂ ଆରମ୍ଭ କରିଥିଲା ଅଷ୍ଟ୍ରେଲିଆ। ଦଳ ନିର୍ଦ୍ଧାରିତ ଓଭରରେ ୬ ୱିକେଟ ହରାଇ ୧୬୦ ରନ୍‌ କରିଥିଲା। ଦଳ ପକ୍ଷରୁ ଉସ୍‌ମାନ୍‌ ଖାୱାଜା ୧୬ ବଲରୁ ୨୬ରନ୍‌, ଆରୋନ୍‌ ଫିଞ୍ଚ୍ ୩୪ ବଲରୁ ୪୩, ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ୨୮ ବଲରୁ ୩୧, ସେନ୍‌ ୱାଟ୍‌ସନ୍‌ ଅପରାଜିତ ୧୬ ବଲରୁ ୧୮ ଓ ପିଟର ନେଭେଲି ଅପରାଜିତ ୨ ବଲ୍‌ରୁ ୧୦ ରନ୍‌ କରିଥିଲେ।

ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ୱିକେଟ ନେଥିବା ବେଳେ ଆଶିଷ ନେହେରା, ଜସପ୍ରୀତ ବୁମରା, ଆର. ଅଶ୍ୱିନ୍‌ ଓ ଯୁବରାଜ ସିଂହ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story