ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ୍‌:ବାଂଲାଦେଶକୁ ୭୨ ରନ୍‌ରେ ହରାଇଲା ଭାରତ

ବେଙ୍ଗାଲୁରୁ: ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଆଜି ବେଙ୍ଗାଲୁରୁର ଏମ୍.ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ବାଂଲାଦେଶକୁ ୭୨ ରନ୍‌ରେ ପରାଜିତ କରିଛି ଭାରତ। ବଢ଼ିଆ ବ୍ୟାଟିଂ ଓ ବୋଲିଂ କରି ଭାରତୀୟ ମହିଳା ଦଳ ବିଜୟରୁ ଏହି ବିଶ୍ୱକପ୍‌ରେ ଅଭିଯାନ ଆରମ୍ଭ କରିଛି। ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ୱିକେଟ୍ ହରାଇ ୧୬୩ ରନ୍ କରିଥିଲା। ତେବେ ବାଂଲାଦେଶ ୨୦ ଓଭରରେ ୫ ୱିକେଟ୍ ହରାଇ ମାତ୍ର ୯୧ ରନ୍‌ରେ ଆଉଟ୍ ହୋଇଯାଇଥିଲା। […]

INDIA WON BY 72 RUNS

INDIA WON BY 72 RUNS

Rakesh Mallick
  • Published: Tuesday, 15 March 2016
  • Updated: 15 March 2016, 05:20 PM IST

Sports

Latest News

ବେଙ୍ଗାଲୁରୁ: ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଆଜି ବେଙ୍ଗାଲୁରୁର ଏମ୍.ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ବାଂଲାଦେଶକୁ ୭୨ ରନ୍‌ରେ ପରାଜିତ କରିଛି ଭାରତ। ବଢ଼ିଆ ବ୍ୟାଟିଂ ଓ ବୋଲିଂ କରି ଭାରତୀୟ ମହିଳା ଦଳ ବିଜୟରୁ ଏହି ବିଶ୍ୱକପ୍‌ରେ ଅଭିଯାନ ଆରମ୍ଭ କରିଛି। ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ୱିକେଟ୍ ହରାଇ ୧୬୩ ରନ୍ କରିଥିଲା। ତେବେ ବାଂଲାଦେଶ ୨୦ ଓଭରରେ ୫ ୱିକେଟ୍ ହରାଇ ମାତ୍ର ୯୧ ରନ୍‌ରେ ଆଉଟ୍ ହୋଇଯାଇଥିଲା। ଭାରତର ହରମନପ୍ରୀତ କୌରଙ୍କୁ ‘ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌’ ପୁରସ୍କାର ପ୍ରଦାନ କରାଯାଇଥିଲା।

ବାଂଲାଦେଶ ଟସ୍ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା।  ମିଥାଲି ରାଜ୍‌ ୪୨ ରନ୍ (୩୫ ବଲ୍,୪ଟି ଚୌକା),ଭି.ବନୀତା ୩୮ (୨୪ ବଲ୍‌, ୭ ଚୌକା), ହରମନପ୍ରୀତ କୌର ୪୦ (୨୯ ବଲ୍,୩ଟି ଚୌକା,୨ଟି ଛକା) ଓ ବେଦ କ୍ରୀଷ୍ଣାମୂର୍ତ୍ତିଙ୍କ ଅପରାଜିତ ୩୬ ରନ୍ (୨୪ ବଲ୍‌,୨ଟି ଛକା) ସହାୟତାରେ ଦଳ ୧୬୩ ରନ୍ ସଂଗ୍ରହ କରିଥିଲା। ବାଂଲାଦେଶ ପକ୍ଷରୁ ରୁମାନା ଅହମ୍ମଦ ଓ ଫହିମା ଖାତୁନ୍‌ ୨ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ନାହିଦା ଅକତାର ଗୋଟିଏ ୱିକେଟ୍ ନେଇଥିଲେ।

୧୬୪ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ବ୍ୟାଟିଂ ଆରମ୍ଭ କରିଥିଲା। ତେବେ ଭାରତୀୟ ବୋଲରଙ୍କ ମାପଚୁପ ବୋଲିଂ ଯୋଗୁଁ ରନ୍ ବାହାର କରି ପାରି ନ ଥିଲା ଦଳ। ନିର୍ଦ୍ଧାରିତ ଓଭରରେ ୫ ୱିକେଟ୍ ହରାଇ ଦଳ ମାତ୍ର ୯୧ ରନ୍ କରିଥିଲା।  ଏସ୍‌ ଅଖତାର ୨୧ ରନ୍(୨୭ ବଲ୍‌,୩ଟି ଚୌକା), ନିଗାର ସୁଲତାନାଙ୍କ ଅପରାଜିତ ୨୭ରନ୍ (୨୫ ବଲ୍‌,ଗୋଟିଏ ଚୌକା) ଓ ଜାହାନାରା ଆଲାମ୍‌ଙ୍କ ଅପରାଜିତ ୧୦ ରନ୍‌ (୧୩ ବଲ୍‌) କରିଥିଲା ବେଳେ ଆୟଶା ୪ରନ୍, ସାଞ୍ଜିଦା ଇସଲାମ୍‌ ୨, ରୁମାନା ଅହମ୍ମଦ ୧୨ ରନ ଓ ପହିମା ଖାତୁନ୍‌ ୧୪ରନ୍‌ କରିଥିଲେ।

ଭାରତ ପକ୍ଷରୁ ଅନୁଜା ପଟେଲ୍‌ ଓ ପୁନମ୍‌ ପାଣ୍ଡେ ୨ଟି ଲେଖାଏଁ ୱିକେଟ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story