ଭାରତୀୟ ବ୍ୟାଡମିଣ୍ଟନ ଟିମ୍ ମ୍ୟାନେଜର ନିଜେ ଭିସା ଆବେଦନ ପ୍ରତ୍ୟାହାର କରିଛନ୍ତି: ଚାଇନା

ବେଞ୍ଜିଂ: ଭାରତୀୟ ବ୍ୟାଡମିଣ୍ଟନ ଟିମ୍‌ ମ୍ୟାନେଜରଙ୍କୁ ଭିସା ଦେବାକୁ ଆମେ ମନା କରିନାହୁଁ। ସେ ନିଜେ ତାଙ୍କ ଭିସା ଆବେଦନ ପ୍ରତ୍ୟାହର କରିଛନ୍ତି ବୋଲି ଆଜି ଚାଇନା ପକ୍ଷରୁ କୁହାଯାଇଛି। ବ୍ୟାଡମିଣ୍ଟନ ଟିମ୍ ମ୍ୟାନେଜର ବାମଙ୍ଗ ଟାଗୋ ଅରୁଣାଚଳ ପ୍ରଦେଶର ବାସିନ୍ଦା ହୋଇଥିବାରୁ ତାଙ୍କୁ ଚାଇନା ଭିସା ଦେବାକୁ ମନା କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଗତକାଲି ଭାରତ ପକ୍ଷରୁ ପ୍ରତିବାଦ କରାଯାଇଥିଲା। ତେବେ ଏପରି ଅଭିଯୋଗ ଭିତ୍ତିହୀନ ଓ ଏଥିରେ କୌଣସି ସତ୍ୟତା ନ […]

Bamang-Tago

Bamang-Tago

Rakesh Mallick
  • Published: Friday, 18 November 2016
  • Updated: 18 November 2016, 06:56 PM IST

Sports

Latest News

ବେଞ୍ଜିଂ: ଭାରତୀୟ ବ୍ୟାଡମିଣ୍ଟନ ଟିମ୍‌ ମ୍ୟାନେଜରଙ୍କୁ ଭିସା ଦେବାକୁ ଆମେ ମନା କରିନାହୁଁ। ସେ ନିଜେ ତାଙ୍କ ଭିସା ଆବେଦନ ପ୍ରତ୍ୟାହର କରିଛନ୍ତି ବୋଲି ଆଜି ଚାଇନା ପକ୍ଷରୁ କୁହାଯାଇଛି।

ବ୍ୟାଡମିଣ୍ଟନ ଟିମ୍ ମ୍ୟାନେଜର ବାମଙ୍ଗ ଟାଗୋ ଅରୁଣାଚଳ ପ୍ରଦେଶର ବାସିନ୍ଦା ହୋଇଥିବାରୁ ତାଙ୍କୁ ଚାଇନା ଭିସା ଦେବାକୁ ମନା କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଗତକାଲି ଭାରତ ପକ୍ଷରୁ ପ୍ରତିବାଦ କରାଯାଇଥିଲା। ତେବେ ଏପରି ଅଭିଯୋଗ ଭିତ୍ତିହୀନ ଓ ଏଥିରେ କୌଣସି ସତ୍ୟତା ନ ଥିବା ଚାଇନା ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଜେଙ୍ଗ ସୁଆଙ୍ଗ କହିଛନ୍ତି। ସେ କହିଛନ୍ତି,“ଭାରତରେ ଥିବା ଆମ ଦୂତାବାସକୁ ଟାଗୋ ଆସି ଭିସା ପାଇଁ ଆବେଦନ କରିଥିଲେ। ମାତ୍ର ପରେ ସେ ନିଜେ ତାଙ୍କ ଆବେଦନକୁ ପ୍ରତ୍ୟାହାର କରି ନେଇଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story