ତୀରନ୍ଦାଜୀରେ ଭାରତ ଅଳ୍ପକେ ସ୍ୱର୍ଣ୍ଣରୁ ବଞ୍ଚିତ, ଟିଟିରେ ବ୍ରୋଞ୍ଜ

ଜାକର୍ତ୍ତା: ଚଳିତ ଏସିଆନ୍‌ ଗେମ୍ସରେ ଏକ ନିଶ୍ଚିତ ସ୍ୱର୍ଣ୍ଣ ପଦକ ଭାରତ ହାତରୁ ଖସି ଯାଇଛି। ପୁରୁଷ ତୀରନ୍ଦାଜୀ କମ୍ପାଉଣ୍ଡ ଇଭେଣ୍ଟ ଫାଇନାଲ୍‌ରେ ଭାରତୀୟ ଟିମ୍‌ ଜବରଦସ୍ତ ପ୍ରଦର୍ଶନ କରିଥିଲେ ହେଁ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଛି। ଆଜି ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ତୀରନ୍ଦାଜ କମ୍ପାଉଣ୍ଡ ଇଭେଣ୍ଟର ଫାଇନାଲ୍‌ ମୁକାବିଲା ହୋଇଥିଲା। ଉଭୟ ଦଳ ୪ଟି ସେଟ୍‌ ପରେ ୨୨୯ ପଏଣ୍ଟ ପାଇଥିଲେ ହେଁ ଗୋଟିଏ ତୀରରେ ୧୦ ପଏଣ୍ଟ ହାସଲ କରିବା କ୍ଷେତ୍ରରେ […]

aaa

aaa

Hemant Lenka
  • Published: Tuesday, 28 August 2018
  • Updated: 28 August 2018, 09:48 AM IST

Sports

Latest News

ଜାକର୍ତ୍ତା: ଚଳିତ ଏସିଆନ୍‌ ଗେମ୍ସରେ ଏକ ନିଶ୍ଚିତ ସ୍ୱର୍ଣ୍ଣ ପଦକ ଭାରତ ହାତରୁ ଖସି ଯାଇଛି। ପୁରୁଷ ତୀରନ୍ଦାଜୀ କମ୍ପାଉଣ୍ଡ ଇଭେଣ୍ଟ ଫାଇନାଲ୍‌ରେ ଭାରତୀୟ ଟିମ୍‌ ଜବରଦସ୍ତ ପ୍ରଦର୍ଶନ କରିଥିଲେ ହେଁ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଛି।

ଆଜି ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ତୀରନ୍ଦାଜ କମ୍ପାଉଣ୍ଡ ଇଭେଣ୍ଟର ଫାଇନାଲ୍‌ ମୁକାବିଲା ହୋଇଥିଲା। ଉଭୟ ଦଳ ୪ଟି ସେଟ୍‌ ପରେ ୨୨୯ ପଏଣ୍ଟ ପାଇଥିଲେ ହେଁ ଗୋଟିଏ ତୀରରେ ୧୦ ପଏଣ୍ଟ ହାସଲ କରିବା କ୍ଷେତ୍ରରେ ଦକ୍ଷିଣ କୋରିଆ ଖେଳାଳିମାନେ ଆଗରେ ରହିଥିବାରୁ ଭାରତକୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।

ପ୍ରଥମ ସେଟ୍‌ ଭାରତ ୬୦-୫୬ରେ ଜିତିଥିବା ବେଳେ ଦ୍ୱିତୀୟ ସେଟ୍‌କୁ କୋରିଆ ୫୮-୫୪ରେ ଜିତି ନେଇଥିଲା। ସେହିପରି ତୃତୀୟ ସେଟ୍‌ଟି ଭାରତ ୫୮-୫୬ ବ୍ୟବଧାନରେ ଜିତି ଥିଲା। କିନ୍ତୁ ୪ର୍ଥ ତଥା ଅନ୍ତିମ ସେଟ୍‌ଟିକୁ କୋରିଆ ୫୯-୫୭ରେ ଜିତି ନେଇଥିଲା।

୪ର୍ଥ ସେଟ୍‌ ପରେ ଉଭୟ ଦେଶର ପଏଣ୍ଟ ୨୨୯ରେ ପହଞ୍ଚିଥିଲା। ଫଳରେ ମ୍ୟାଚ୍‌ ଡ୍ରାମାଟିକ୍‌ ଶୁଟ୍‌ ଅଫ୍‌କୁ ଯାଇଥିଲା। ଏଥିରେ ଭାରତ ଯଥାକ୍ରମେ ୯,୧୦ ଓ ୧୦ ପଏଣ୍ଟ ହାସଲ କରିଥିଲା। କୋରିଆ ମଧ୍ୟ ୧୦,୯ ଓ ୧୦ ପଏଣ୍ଟ ହାସଲ କରି ସ୍ଥିତି ବରାବର କରିଥିଲା।

କିନ୍ତୁ ଭାରତୀୟ ଖେଳାଳିଙ୍କ ତୁଳନାରେ ଦକ୍ଷିଣ କୋରିଆ ଖେଳାଳିମାନେ ଅଧିକ ଥର ୧୦ ପଏଣ୍ଟ ହାସଲ କରିଥିବାରୁ ଭାରତକୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।

ମହିଳା ତୀରନ୍ଦାଜୀରେ ଫାଇନାଲ୍‌ରେ ମଧ୍ୟ ଭାରତ ପ୍ରତିପକ୍ଷ ଦକ୍ଷିଣ କୋରିଆଠାରୁ ପରାସ୍ତ ହୋଇଛି। କୋରିଆ ୨୩୧-୨୨୮ ବ୍ୟବଧାନରେ ଭାରତକୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଛି।

[caption id="attachment_268637" align="aligncenter" width="951"] ମହିଳା ତୀରନ୍ଦାଜୀ ଟିମ୍‌[/caption]

ଅନ୍ୟପକ୍ଷରେ ପୁରୁଷ ଟେବୁଲ ଟେନିସ୍‌(ଟିଟି)ରେ ଭାରତକୁ ବ୍ରୋଞ୍ଜ ପଦକ ମିଳିଛି। ଭାରତୀୟ ଟିଟି ଟିମ୍‌ ସେମିଫାଇନାଲ୍‌ ମ୍ୟାଚ୍‌ରେ ଦକ୍ଷିଣ କୋରିଆଠାରୁ ୦-୩ରେ ପରାସ୍ତ ହୋଇ ନିଜ ଅଭିଯାନ ଶେଷ କରିଛି। ଏହି ବ୍ରୋଞ୍ଜ ଓ ସିଲଭର୍‌ ସହ ଭାରତର ପଦକ ସଂଖ୍ୟା ୪୫ରେ ପହଞ୍ଚିଛି। ଏଥିରେ ୮ଟି ସ୍ୱର୍ଣ୍ଣ, ୧୬ଟି ରୌପ୍ୟ ଓ ୨୧ବ୍ରୋଞ୍ଜ ପଦକ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story