'ଖେଳ ରତ୍ନ' ପାଇଁ ରାନୀଙ୍କ ନାଁ ସୁପାରିସ୍

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଦଳର କ୍ୟାପଟେନ୍ ରାନୀ ରାମପଲ୍ ନାଁ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧି ‘ଖେଳ ରତ୍ନ’ ପାଇଁ ସୁପାରିସ୍ କରାଯାଇଛି। ରାନୀଙ୍କ ବ୍ୟତୀତ ହକି ଇଣ୍ଡିଆ ବନ୍ଦନା କାଟାରିଆ, ମୋନିକା ଓ ହରମନପ୍ରୀତ ସିଂହଙ୍କ ନାଁ ଅର୍ଜୁନ ପୁରସ୍କାର ଲାଗି ସୁପାରିସ୍ କରିଛି। ମେଜର୍ ଧ୍ୟାନଚାନ୍ଦ ଲାଇଫଟାଇମ୍ ଆଚିଭମେଣ୍ଟ ପୁରସ୍କାର ପାଇଁ ହକି ଇଣ୍ଡିଆ ଆରପି ସିଂହ ଓ ତୁଷାର ଖାଣ୍ଡେକରଙ୍କ ନାଁ ସୁପାରିସ୍ କରିଛି। କୋଚ୍ ବିଜେ କାରିଆପ୍ପା […]

rani-rampal

rani-rampal

Ranjit Kumar Jena
  • Published: Tuesday, 02 June 2020
  • Updated: 02 June 2020, 04:45 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଦଳର କ୍ୟାପଟେନ୍ ରାନୀ ରାମପଲ୍ ନାଁ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧି 'ଖେଳ ରତ୍ନ' ପାଇଁ ସୁପାରିସ୍ କରାଯାଇଛି। ରାନୀଙ୍କ ବ୍ୟତୀତ ହକି ଇଣ୍ଡିଆ ବନ୍ଦନା କାଟାରିଆ, ମୋନିକା ଓ ହରମନପ୍ରୀତ ସିଂହଙ୍କ ନାଁ ଅର୍ଜୁନ ପୁରସ୍କାର ଲାଗି ସୁପାରିସ୍ କରିଛି। ମେଜର୍ ଧ୍ୟାନଚାନ୍ଦ ଲାଇଫଟାଇମ୍ ଆଚିଭମେଣ୍ଟ ପୁରସ୍କାର ପାଇଁ ହକି ଇଣ୍ଡିଆ ଆରପି ସିଂହ ଓ ତୁଷାର ଖାଣ୍ଡେକରଙ୍କ ନାଁ ସୁପାରିସ୍ କରିଛି। କୋଚ୍ ବିଜେ କାରିଆପ୍ପା ଓ ରମେଶ ପଠାନିଆଙ୍କ ନାଁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ମନୋନୀତ କରାଯାଇଛି।

ଜାନୁଆରୀ ୧, ୨୦୧୬ରୁ ଡିସେମ୍ବର ୩୧, ୨୦୧୯ ପ୍ରଦର୍ଶନ ଆଧାରରେ ରାଜୀବ ଗାନ୍ଧି ଖେଳ ରତ୍ନ ପାଇଁ ସୁପାରିସ୍ କରାଯାଇଥାଏ। ଏହି ସମୟ ମଧ୍ୟରେ ରାନୀଙ୍କ ନେତୃତ୍ୱାଧୀନ ଭାରତୀୟ ଟିମ୍ ୨୦୧୭ରେ ମହିଳା ଏସିଆ କପ୍ ଜିତିଥିବା ବେଳେ ୨୦୧୮ ଏସିଆନ୍ ଗେମ୍ସରେ ରୌପ୍ୟ ପଦକ ଜିତିଥିଲା।

ସେହିପରି ୨୦୧୯ରେ ରାନୀଙ୍କ ନେତୃତ୍ୱରେ ଭାରତ ଟୋକିଓ ଅଲିମ୍ପିକ୍ସକୁ କ୍ୱାଲିଫାଏ କରିଥିଲା। ଏହାଛଡ଼ା ରାନୀଙ୍କ ନେତୃତ୍ୱରେ ଭାରତୀୟ ମହିଳା ଟିମ୍ ମଧ୍ୟ ଏଫଆଇଏଚ୍ ରାଙ୍କିଙ୍ଗରେ କ୍ୟାରିୟରର ସର୍ବୋଚ୍ଚ ନବମ ସ୍ଥାନରେ ପହଞ୍ଚିଥିଲା। ରାନୀ ମଧ୍ୟ ଭାରତୀୟ ଭାବେ ୱାର୍ଲ୍ଡ ଗେମ୍ସ ଆଥଲେଟ୍ ଅଫ୍ ଦି ଇୟର୍ ପୁରସ୍କାର ଜିତିଥିଲେ। ତାଙ୍କୁ ୨୦୧୬ରେ ଅର୍ଜୁନ ପୁରସ୍କାର ଏବଂ ୨୦୨୦ରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

ସେହିପରି ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଥିବା ବନ୍ଦନା ଭାରତ ପକ୍ଷରୁ ୨୦୦ରୁ ଅଧିକ ମ୍ୟାଚ୍ ଖେଳିଥିବା ବେଳେ ମୋନିକା ୧୫୦ରୁ ଅଧିକ ମ୍ୟାଚ୍ ଖେଳିଛନ୍ତି। ଯୁବ ଡ୍ରାଗ୍-ଫ୍ଲିକ୍ ସ୍ପେଶାଲିଷ୍ଟ ହରମନପ୍ରୀତ ସିଂହ ଓଡ଼ିଶାରେ ଆୟୋଜିତ ଏଫଆଇଏଚ୍ ସିରିଜ୍ ଫାଇନାଲ୍ସରେ ଭାରତୀୟ ଦଳର ସଦସ୍ୟ ଥିଲେ। ଏହାବାଦ୍ ଗତବର୍ଷ ରୁଷ୍ ବିପକ୍ଷ ଅଲିମ୍ପିକ୍ସ କ୍ୱାଲିଫାୟର୍ସ ମ୍ୟାଚରେ ସେ ବିଜେତା ଭାରତୀୟ ଦଳର ପ୍ରତିନିଧିତ୍ୱ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story