ଇଣ୍ଡୋନେସିଆ ଓପନ୍: କ୍ୱାର୍ଟରରେ ସାଇନା ଓ କଶ୍ୟପ

ଜାକର୍ତା: ଇଣ୍ଡୋନେସିଆ ଓପନ୍ ସୁପର ସିରିଜ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ସାଇନା ନେହୱାଲ୍ ଓ ପାରୁପଲ୍ଲି କଶ୍ୟପ। ଗୁରୁବାର ବିଶ୍ୱ ମାନ୍ୟତା ତାଲିକାର ୩ ନମ୍ବର ସ୍ଥାନକୁ ଖସି ଆସିଥିବା ସାଇନା ଚାଇନିଜ୍ ତାଇପଇର ସୁ ୟା ଚିଙ୍ଗଙ୍କୁ ୨୧-୧୩,୨୧-୧୫ରେ ପରାସ୍ତ କରିଥିଲ। ମାତ୍ର ୩୬ ମିନିଟରେ ସେ ଏହି ମ୍ୟାଚ୍ ଜିତି ଯାଇଥିଲେ। କ୍ୱାର୍ଟର ଫାଇନାଲରେ ସେ ତାଙ୍କର ପୁରୁଣା ଶତ୍ରୁ ଶିଜିଆନ୍ ୱାଙ୍ଗଙ୍କୁ ଭେଟିବେ। ସେହିପରି ପୁରୁଷ ଏକକ ମ୍ୟାଚରେ […]

kashyap

kashyap

Rakesh Mallick
  • Published: Thursday, 04 June 2015
  • Updated: 04 June 2015, 04:43 PM IST

Sports

Latest News

ଜାକର୍ତା: ଇଣ୍ଡୋନେସିଆ ଓପନ୍ ସୁପର ସିରିଜ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ସାଇନା ନେହୱାଲ୍ ଓ ପାରୁପଲ୍ଲି କଶ୍ୟପ।
ଗୁରୁବାର ବିଶ୍ୱ ମାନ୍ୟତା ତାଲିକାର ୩ ନମ୍ବର ସ୍ଥାନକୁ ଖସି ଆସିଥିବା ସାଇନା ଚାଇନିଜ୍ ତାଇପଇର ସୁ ୟା ଚିଙ୍ଗଙ୍କୁ ୨୧-୧୩,୨୧-୧୫ରେ ପରାସ୍ତ କରିଥିଲ। ମାତ୍ର ୩୬ ମିନିଟରେ ସେ ଏହି ମ୍ୟାଚ୍ ଜିତି ଯାଇଥିଲେ। କ୍ୱାର୍ଟର ଫାଇନାଲରେ ସେ ତାଙ୍କର ପୁରୁଣା ଶତ୍ରୁ ଶିଜିଆନ୍ ୱାଙ୍ଗଙ୍କୁ ଭେଟିବେ।
ସେହିପରି ପୁରୁଷ ଏକକ ମ୍ୟାଚରେ କଶ୍ୟପ ବିଶ୍ୱର ୫ ନମ୍ବର ମାନ୍ୟତା ଯୁକ୍ତ ସନ ୱାନ ହୋଙ୍କୁ ସିଧାସଳଖ ଗେମରେ ପରାସ୍ତ କରିଥିଲ। ହୋ ମାତ୍ର ୩୬ ମିନିଟରେ ୨୧-୧୧,୨୧-୧୪ ଗେମରେ ହାରି ଯାଇଥିଲେ। କ୍ୱାର୍ଟରରେ କଶ୍ୟପ ଟପ୍ ସିଡ୍ ଖେଳାଳି ଚେନ୍ ଲଙ୍ଗଙ୍କୁ ଭେଟିବେ।
ଅନ୍ୟପକ୍ଷରେ କେ ଶ୍ରୀକାନ୍ତ ନିରାଶ କରିଛନ୍ତି। ସେ ଇଣ୍ଡୋନେସିଆର ଗିଣ୍ଟିଙ୍ଗ୍ ଆନ୍ଥୋନିଙ୍କ ଠାରୁ ୨୧-୧୪,୨୦-୨୨,୧୩-୨୧ରେ ହାରି ଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story