ଜାକର୍ତା: ଇଣ୍ଡୋନେସିଆ ଓପନ୍ ସୁପର ସିରିଜ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ସାଇନା ନେହୱାଲ୍ ଓ ପାରୁପଲ୍ଲି କଶ୍ୟପ।
ଗୁରୁବାର ବିଶ୍ୱ ମାନ୍ୟତା ତାଲିକାର ୩ ନମ୍ବର ସ୍ଥାନକୁ ଖସି ଆସିଥିବା ସାଇନା ଚାଇନିଜ୍ ତାଇପଇର ସୁ ୟା ଚିଙ୍ଗଙ୍କୁ ୨୧-୧୩,୨୧-୧୫ରେ ପରାସ୍ତ କରିଥିଲ। ମାତ୍ର ୩୬ ମିନିଟରେ ସେ ଏହି ମ୍ୟାଚ୍ ଜିତି ଯାଇଥିଲେ। କ୍ୱାର୍ଟର ଫାଇନାଲରେ ସେ ତାଙ୍କର ପୁରୁଣା ଶତ୍ରୁ ଶିଜିଆନ୍ ୱାଙ୍ଗଙ୍କୁ ଭେଟିବେ।
ସେହିପରି ପୁରୁଷ ଏକକ ମ୍ୟାଚରେ କଶ୍ୟପ ବିଶ୍ୱର ୫ ନମ୍ବର ମାନ୍ୟତା ଯୁକ୍ତ ସନ ୱାନ ହୋଙ୍କୁ ସିଧାସଳଖ ଗେମରେ ପରାସ୍ତ କରିଥିଲ। ହୋ ମାତ୍ର ୩୬ ମିନିଟରେ ୨୧-୧୧,୨୧-୧୪ ଗେମରେ ହାରି ଯାଇଥିଲେ। କ୍ୱାର୍ଟରରେ କଶ୍ୟପ ଟପ୍ ସିଡ୍ ଖେଳାଳି ଚେନ୍ ଲଙ୍ଗଙ୍କୁ ଭେଟିବେ।
ଅନ୍ୟପକ୍ଷରେ କେ ଶ୍ରୀକାନ୍ତ ନିରାଶ କରିଛନ୍ତି। ସେ ଇଣ୍ଡୋନେସିଆର ଗିଣ୍ଟିଙ୍ଗ୍ ଆନ୍ଥୋନିଙ୍କ ଠାରୁ ୨୧-୧୪,୨୦-୨୨,୧୩-୨୧ରେ ହାରି ଯାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପୁଣି ବଢ଼ିବ ବିୟର ଦାମ, ଖୁବଶୀଘ୍ର ଘୋଷଣା କରିବେ ସରକାର
ସରକାର ୨୦୨୪ ଅଗଷ୍ଟରେ ଷ୍ଟ୍ରଙ୍ଗ ବିୟର ବୋତଲ ଗୁଡ଼ିକ ଉପରେ ଅତିରିକ୍ତ ଅବକାରୀ ଟିକସ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ।
National
ରୋକୋ-ଟୋକୋ ଅଭିଯାନ ବେଳେ ବାଇକରେ ଚାଲିଥିବା ବେଆଇନ ମଦ ଚାଲାଣର ପର୍ଦ୍ଦାଫାସ
ଆଗକୁ ସାଧାରଣତନ୍ତ୍ର ଦିବସ ଓ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ଦକ୍ଷିଣ ଦିଲ୍ଲୀର ପୁଲିସ୍ କଡ଼ାକଡ଼ି ଯାଞ୍ଚ କରୁଛି।
National
ଇଟାଲୀ ପିଏମ ମେଲୋନିଙ୍କ ସହ ଭାଇରାଲ ମେମ୍ସ: ଏମିତି କହିଲେ ମୋଦି
ରେଳ ଷ୍ଟେସନରେ ଚା’ ବିକିବା ବେଳେ ମୋଦି କେମିତି ହିନ୍ଦୀ ଶିଖିଥିଲେ, ସେକଥା ମଧ୍ୟ କହିଛନ୍ତି।
National
ମୋଦିଙ୍କ ପୋଡକାଷ୍ଟ ଡେବ୍ୟୁ: କହିଲେ- ମୁଁ ମଣିଷ, ଭଗବାନ ନୁହେଁ
୨ ଘଣ୍ଟାର ପୋଡକାଷ୍ଟରେ ପ୍ରଧାନମନ୍ତ୍ରୀ ନିଜର ପିଲା ବେଳ ଠାରୁ ଆରମ୍ଭ କରି ସଂଘର୍ଷ ଓ ସରକାର ଚଳାଇବାର କୌଶଳ ସମ୍ପର୍କରେ ମତ ରଖିଛନ୍ତି।
National
ସର୍ଜରୀ ପାଇଁ ଏମ୍ସରେ ଭର୍ତ୍ତି ହେଲା ଜେଲରେ ଥିବା ଛୋଟା ରାଜନ
ଏକଦା ଦାଉଦ ଇବ୍ରାହିମର ସହଯୋଗୀ ଭାବେ କାମ କରୁଥିବା ରାଜନକୁ ୨୦୨୪ରେ ହୋଟେଲ ମାଲିକ ଜୟା ସେଟ୍ଟୀଙ୍କ ହତ୍ୟା ଘଟଣାରେ ଆଜୀବନ ଜେଲଦଣ୍ତ ମିଳିଥିଲା।