ଇଣ୍ଡୋନେସିଆ ଓପନ୍: ସେମିରେ ହାରିଗଲେ କଶ୍ୟପ

ଜାକର୍ତା: ଇଣ୍ଡୋନେସିଆ ଓପନ୍ ସୁପର୍ ସିରିଜର ପୁରୁଷ ଏକକ ସେମି ଫାଇନାଲରେ ଶନିବାର ହାରିଯାଇଛନ୍ତି ଭାରତୀୟ ବ୍ୟାଡମିଣ୍ଟନ ତାରକା ପାରୁପଲ୍ଲୀ କଶ୍ୟପ। ଜାପାନର କେଣ୍ଟୋ ମୋମୋଟାଙ୍କ ଠାରୁ ସେ ୧୨-୨୧,୨୧-୧୭ ଓ ୨୧-୧୯ ଗେମରେ ହାରି ଯାଇଛନ୍ତି। ଏକ ଘଣ୍ଟା ୧୬ ମିନିଟ୍ ଧରି ଏହି ମ୍ୟାଚ୍ ଚାଲିଥିଲା। ଗତକାଲି ବିଶ୍ୱର ଏକ ନମ୍ବର ମାନ୍ୟତା ପ୍ରାପ୍ତ ଚେନ୍ ଲୋଙ୍ଗଙ୍କୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଥିଲେ କଶ୍ୟପ। ୧୨ ନମ୍ବର ମାନ୍ୟତା ପ୍ରାପ୍ତ କଶ୍ୟପ ଏକ […]

kashyapp

kashyapp

Rakesh Mallick
  • Published: Saturday, 06 June 2015
  • Updated: 06 June 2015, 10:24 AM IST

Sports

Latest News

ଜାକର୍ତା: ଇଣ୍ଡୋନେସିଆ ଓପନ୍ ସୁପର୍ ସିରିଜର ପୁରୁଷ ଏକକ ସେମି ଫାଇନାଲରେ ଶନିବାର ହାରିଯାଇଛନ୍ତି ଭାରତୀୟ ବ୍ୟାଡମିଣ୍ଟନ ତାରକା ପାରୁପଲ୍ଲୀ କଶ୍ୟପ। ଜାପାନର କେଣ୍ଟୋ ମୋମୋଟାଙ୍କ ଠାରୁ ସେ ୧୨-୨୧,୨୧-୧୭ ଓ ୨୧-୧୯ ଗେମରେ ହାରି ଯାଇଛନ୍ତି। ଏକ ଘଣ୍ଟା ୧୬ ମିନିଟ୍ ଧରି ଏହି ମ୍ୟାଚ୍ ଚାଲିଥିଲା।

ଗତକାଲି ବିଶ୍ୱର ଏକ ନମ୍ବର ମାନ୍ୟତା ପ୍ରାପ୍ତ ଚେନ୍ ଲୋଙ୍ଗଙ୍କୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଥିଲେ କଶ୍ୟପ। ୧୨ ନମ୍ବର ମାନ୍ୟତା ପ୍ରାପ୍ତ କଶ୍ୟପ ଏକ ଘଣ୍ଟା ତିନି ମିନିଟ୍ ଧରି ଚାଲିଥିବା ଏହି ମ୍ୟାଚରେ ଚେନ୍ ଲୋଙ୍ଗଙ୍କୁ ୧୪-୨୧,୨୧-୧୭ ଓ ୨୧-୧୪ ଗେମରେ ହରାଇଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା କଶ୍ୟପ ଚେନଙ୍କ ଠାରୁ ବହୁତ ବଢ଼ିଆ ଖେଳିଥିଲେ।

ବିଶ୍ୱର ୧ ନମ୍ବର ଖେଳାଳିଙ୍କୁ ହରାଇ ସେମିରେ ପହଞ୍ଚି ଥିବାରୁ କଶ୍ୟପଙ୍କ ପଲା ଭାରିଥିଲା। ଆଶା କରାଯାଉଥିଲା ସେ ସହଜରେ ଫାଇନାଲରେ ପହଞ୍ଚିଯିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story