ଏପ୍ରିଲ ୯ରୁ ଭାରତରେ ଆଇପିଏଲ, ମେ’ ୩୦ରେ ଫାଇନାଲ!

ନୂଆଦିଲ୍ଲୀ: ପୁଣି ଭାରତକୁ ଫେରିବ ଫଟାଫଟ କ୍ରିକେଟ ଆଇପିଏଲ। କରୋନା ମହାମାରୀ ଯୋଗୁ ଆଇପିଏଲର ୨୦୨୦ ସଂସ୍କରଣ ଦୁବାଇରେ ଖେଳାଯାଇଥିଲା। ତେବେ ୨୦୨୧ରେ ଆଇପିଏଲର ୧୪ତମ ସଂସ୍କରଣ ଭାରତରେ ଖେଳାଯିବ। ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ଏପ୍ରିଲ ୯ ତାରିଖରୁ ଭାରତରେ ଆପିଏଲରେ ୧୪ତମ ସଂସ୍କରଣ ଆରମ୍ଭ ହେବ। ଏହା ମେ’ ୩୦ ଯାଏ ଚାଲିବ। ଅର୍ଥାତ ମେ’ ୩୦ରେ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଆଇପିଏଲ ଭାରତର ହେବା ଏକ ପ୍ରକାରର ନିଶ୍ଚିତ ହୋଇଥିବା ବେଳେ କେବଳ […]

IPL

IPL

Hemant Lenka
  • Published: Saturday, 06 March 2021
  • Updated: 06 March 2021, 03:59 PM IST

Sports

Latest News

ନୂଆଦିଲ୍ଲୀ: ପୁଣି ଭାରତକୁ ଫେରିବ ଫଟାଫଟ କ୍ରିକେଟ ଆଇପିଏଲ। କରୋନା ମହାମାରୀ ଯୋଗୁ ଆଇପିଏଲର ୨୦୨୦ ସଂସ୍କରଣ ଦୁବାଇରେ ଖେଳାଯାଇଥିଲା। ତେବେ ୨୦୨୧ରେ ଆଇପିଏଲର ୧୪ତମ ସଂସ୍କରଣ ଭାରତରେ ଖେଳାଯିବ। ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ଏପ୍ରିଲ ୯ ତାରିଖରୁ ଭାରତରେ ଆପିଏଲରେ ୧୪ତମ ସଂସ୍କରଣ ଆରମ୍ଭ ହେବ। ଏହା ମେ’ ୩୦ ଯାଏ ଚାଲିବ। ଅର୍ଥାତ ମେ’ ୩୦ରେ ଫାଇନାଲ ମ୍ୟାଚ୍‌ ଖେଳାଯିବ।

ଆଇପିଏଲ ଭାରତର ହେବା ଏକ ପ୍ରକାରର ନିଶ୍ଚିତ ହୋଇଥିବା ବେଳେ କେବଳ ଗଭର୍ଣ୍ଣିଂ କାନସିଲ(ଜିସି)ର ମୋହରକୁ ଅପେକ୍ଷା କରାଯାଇଛି। ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଆସନ୍ତା ସପ୍ତାହରେ ଜିସିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଏହି ସମୟରେ ଆଇପିଏଲ ଭାରତର କେଉଁ ସବୁ ସ୍ଥାନରେ ହେବ, ତା’ ଉପରେ ଆଲୋଚନା କରାଯିବ ।

ଏଏନ୍‌ଆଇକୁ ସାକ୍ଷାତକାର ଦେଇ ଜିସିର ଜଣେ ସଦସ୍ୟ ନିଜ ନାଁ ଗୋପନ ରଖି କହିଛନ୍ତି, ଆଇପିଏଲ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଜିସି ବୈଠକରେ ନିଆଯିବ। ଏପ୍ରିଲ ୯ରୁ ଆଇପିଏଲ ଆରମ୍ଭ କରିବାକୁ ଏକ ପ୍ରକାରର ସ୍ଥିର ହୋଇ ସାରିଛି। ଆସନ୍ତା ସପ୍ତାହରେ ମ୍ୟାଚ୍‌ ଗୁଡ଼ିକର ଭେନ୍ୟୁ ଉପରେ ନିଷ୍ପତ୍ତି ନିଆଯିବ।

ପାଇନାଲ ମ୍ୟାଚ୍‌ ମେ‘ ୩୦ରେ ଆୟୋଜନ କରିବାକୁ ସମସ୍ତେ ରାଜି ଅଛନ୍ତି। ପ୍ରଥମେ ପୂରା ଆଇପିଏଲକୁ ଗୋଟିଏ ସହରରେ କରିବାକୁ ଆଲୋଚନା ଚାଲିଥିଲା। ତେବେ ବିସିସିଆଇ ୫ରୁ ୬ଟି ସ୍ଥାନରେ ଭେନ୍ୟୁ କରିବାକୁ ପ୍ରସ୍ତାବ ଦେଇଛି। ତଥାପି ଲଜିଷ୍ଟିକ ବିଷୟବସ୍ତୁ ଉପରେ ତର୍ଜମା କରାଯାଉଛି। ଅହମଦାବାଦ, ମୁମ୍ବାଇ, ଚେନ୍ନାଇ, କୋଲକାତା, ବେଙ୍ଗାଲୁରୁ ଓ ହାଇଦ୍ରାବାଦରେ ମ୍ୟାଚ୍ ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି।

ଆଉ ଏକ ରିପୋର୍ଟରେ କୁହାଯାଉଛି ଯେ ଆଇପିଏଲ ହେବାକୁ ଥିବା ୬ଟି ଯାକ ଭେନ୍ୟୁର ବାଓବବଲ୍ସରେ ଖେଳାଳିମାନେ ରହିବେ। ସେହିପରି ୫୦ରୁ ୭୦% ଦର୍ଶକଙ୍କୁ ମଧ୍ୟ ଷ୍ଟାଡିୟମରେ ମ୍ୟାଚ୍‌ ଦେଖିବାକୁ ଛଡ଼ା ଯିବ। ଗତବର୍ଷ ମାର୍ଚ୍ଚରୁ କ୍ରିକେଟ ବନ୍ଦ ରହିଥିଲା। ଦୁବାଇରେ ଆଇପିଏଲ ବର୍ଷର ଶେଷ ଭାଗରେ ଖେଳାଯାଇଥିଲେ ହେଁ ଦର୍ଶକଙ୍କୁ ଅନୁମତି ମିଳି ନଥିଲା। ତଥାପି ଭାରତ ଓ ଇଂଲଣ୍ଡ ମଧ୍ୟରେ ଶେଷ ହୋଇଥିବା ୪ଟି ଯାକ ଟେଷ୍ଟରେ ୫୦% ଦର୍ଶକଙ୍କୁ ଷ୍ଟାଡିୟମ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିଥିଲା।

ତେଣୁ ଆଇପିଏଲ ବେଳେ ମଧ୍ୟ ଦର୍ଶକଙ୍କୁ ବିସିସିଆଇ ଅନୁମତି ଦେବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story